Home

୧୮ରେ ଆଉ ଏକ ଲଘୁଚାପ ସମ୍ଭାବନା, ୨ ଦିନ ଲାଗି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ ଗୋଟିଏ ଗୋଟିଏ ଲଘୁଚାପ ଜାରି ରହିଛି। ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ…

ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ

ଲଣ୍ଡନ,୧୨ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବା ବେଳେ ଶନିବାର କେତେକ ଭାଗରେ ତାପମାତ୍ରା ୩୭…

ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍‌ ଗିରଫ କରିଛି। ଶୁକ୍ରବାର ସାହାରନପୁରର ଗଙ୍ଗୋହ ନିବାସୀ…

ନ୍ୟୁୟର୍କରେ ବିବାଦୀୟ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ

ନ୍ୟୁୟର୍କ,୧୨।୮: ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଚର୍ଚ୍ଚିତ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ଼ ହୋଇଛି। ବକ୍ତୃତା ଦେବାକୁ ସେ ଯାଉଥିବା ବେଳେ ଷ୍ଟେଜ୍‌ରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ସେ ତଳେ ପଡ଼ିଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି। ୭୫…

ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ ଅଗଷ୍ଟ ୧୩ରୁ ୧୫ ଯାଏ ପ୍ରତିଟି ବ୍ୟକ୍ତି ନିଜ…

ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଚନ୍ଦ୍ରଶେଖର ହେଲେ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ

ମୁମ୍ବାଇ,୧୨।୮: ଭାଜପା ବିଧାୟକ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚନ୍ଦ୍ରଶେଖର ନାଗପୁରରୁ ଭାଜପା ନେତା ଥିବା ବେଳେ ସେ ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଭାବେ ପରିଚିତ । ଅନ୍ୟପଟେ ବିଧାୟକ ଆଶିଷ ଶେଲାରଙ୍କୁ ମୁମ୍ବାଇର…

ରାମପୁରରେ ଭୂସ୍ଖଳନ: ଚାପି ହୋଇ ୧ମୃତ, ୪ଆହତ

ଶିମ୍‌ଲା,୧୨।୮: ହିମାଚଳ ପ୍ରଦେଶର ରାମପୁରରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଯେଉଁଠାରେ ଭଗ୍ନାବଶେଷ ତଳେ ପାଞ୍ଚ ଜଣ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳାଙ୍କ ସମେତ ଜଣେ ଶିଶୁ ଆହତ ହୋଇଛନ୍ତି। ମୃତ ମହିଳା…

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର ପୁଣି ଥରେ ରାଷ୍ଟ୍ରପତି ଗ୍ୟାଲାଣ୍ଟ୍ରି ମେଡାଲ ପାଇଁ ମନୋନୀତ ହୋଇଛନ୍ତି। ସ୍ବାଧୀନତା ଦିବସରେ ରାଜଧାନୀ…

ପ୍ରଶ୍ନ କଲେ ତେଜସ୍ବୀ: ଭାଜପା ବିହାରରେ ୧୯ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା, ୧୯ଟି ଦେଇଛି କି…

ନୂଆଦିଲ୍ଲୀ,୧୨।୮: ବିହାରରେ ଭାଜପା ସରକାର ୧୯ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କ’ଣ ସେ ୧୯ଜଣଙ୍କୁ ଚାକିରି ଦେଇଛନ୍ତି କି ବୋଲି ଶୁକ୍ରବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଶ୍ନ କରିଛନ୍ତି। ସେହିଭଳି ଭାଜପା ଦେଶରେ ୨ କୋଟି…

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ

ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ…

ନ୍ୟୁଡ୍‌ ଫଟୋ ମାମଲା: ଅଗଷ୍ଟ ୨୨ରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ୍‌

ମୁମ୍ବାଇ,୧୨।୮: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାଙ୍କ ଅଡ଼ୁଆ ଥମିବାର ନିଁ ନେଉନି। ଇତିମଧ୍ୟରେ ଶୁକ୍ରବାର ମୁମ୍ବାଇ ପୋଲିସ ରଣବୀର ସିଂଙ୍କୁ ଏକ ନୋଟିସ୍‌ ପଠାଇଛି। ନ୍ୟୁଡ୍‌ ଫଟୋଶୁଟ ମାମଲାରେ ତାଙ୍କୁ…

କୋଏମ୍ବାଟୁରରେ ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୧୨।୮: ମାଳଦ୍ୱୀପର ମାଲେ ଯାଉଥିବା ଏକ ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶୁକ୍ରବାର କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସ୍ମୋକ୍‌ ଓ୍ବାର୍ନିଂ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାଯୋଗ୍ୟ, ବୋଙ୍ଗାଲୁରୁରୁ ମାଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri