‘ରଥଯାତ୍ରା ବେଳେ ପୁରୀରେ ମାସ୍କ ବାଧ୍ୟତାମୂଳକ’
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଆଉ କିଛିଦିନ ପରେ ପୁରୀରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୨ ବର୍ଷ ପରେ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇବେ। ତେବେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।…
ଜୁଲାଇ ୧ରୁ ମାଗଣା ବିଦ୍ୟୁତ୍ ଯୋଗାଣ…
ଚଣ୍ଡିଗଡ଼, ୨୭।୬ : ପଞ୍ଜାବ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା ସମୟରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଘୋଷଣା କରିଛନ୍ତି ଯେ ଆମ ଆଦମୀ ପାର୍ଟିର ଏହି ସରକାର ମାଗଣା ବିଦ୍ୟୁତ୍ ଯୋଗାଣ…
ଏମ୍ଭିଏ ସରକାରରେ ଫାଟ ହେବ ବୋଲି ପୂର୍ବର ଭାଜପା କହିଥିଲା, କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉତ୍ତର…
ନୂଆଦିଲ୍ଲୀ, ୨୭।୬ : ଗୋଟିଏ ପଟେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସଙ୍କଟର ଶୁଶାଣି ହେବାକୁ ଥିବାବେଳେ ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ରାଓ୍ବସାହେବ ଦାନଓ୍ବେ ଖୁବ ଶୀଘ୍ର ଭାଜପା ସରକାର ଗଠନ କରିବ ବୋଲି ସଙ୍କେତ ଦେଇଛନ୍ତି। ସେ ୨-୩ ଦିନ ପାଇଁ ଭାଜପା…
ସହରମୁହାଁ ହାତୀ, ବନ ବିଭାଗର ନିଦ ଭାଙ୍ଗୁନି
ବାଲେଶ୍ୱର ଅଫିସ,୨୭ା୬: ଜଙ୍ଗଲ ଛାଡ଼ି ସହରରେ ବୁଲୁଛି ଏକ ହାତୀ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀ ପଛେ ପଛେ ନିକଟସ୍ଥ ଗାଁର ଶତାଧିକ ଲୋକ ଦୌଡୁଛନ୍ତି।…
ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ରାଜ ଠାକରେଙ୍କ ଏଣ୍ଟ୍ରି
ମୁମ୍ବାଇ,୨୭।୬: ମହାରାଷ୍ଟ୍ର ରାଜନୀତି ଝଡ ଉଗ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟପଟେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଅଛନ୍ତି। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁଆହାଟୀରେ ଯାଇ…
ପାକିସ୍ତାନରେ ଆତଙ୍କବାଦ ପାଇଁ ଇମ୍ରାନ୍ ଦାୟୀ, ଶହବାଜ ସରିଫଙ୍କ ଦାବି…
ଇସଲାମାବାଦ, ୨୭।୬ : ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟତା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦୀ ଘଟଣା ପାଇଁ ଇମ୍ରାନ ଖାନ ହିଁ ଦାୟୀ। ଆତଙ୍କବାଦ ବିରୋଧରେ ନ୍ୟାଶନାଲ…
ଦମ୍ପତିଙ୍କୁ ତାଲା ପକାଇ ଲୁଟିନେଲେ ସୁନା, ନଗଦ ୧୨ ଲକ୍ଷ ଟଙ୍କା
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ହୋଇଛି। ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି। ଚନ୍ଦକା ଥାନା ହରିପୁର ଗାଁର ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର…
ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି
ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି।ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ଲଗାଯାଇଥିବା ଲକ୍ଷାଧିକ ଟଙ୍କାର ଆକ୍ୱାଗାର୍ଡ…
ଗୁଡ୍ନ୍ୟୁଜ୍ ଦେଲେ ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ସେ ଏହି ଖୁସି ଖବର ଦେଇଛନ୍ତି। ଆଲିଆ ହସ୍ପିଟାଲରୁ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେ ଅଲଟ୍ରାସାଉଣ୍ଡର ପରଦାରେ ଏକ ହୃଦୟ…
ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା
କେନ୍ଦ୍ରାପଡ଼ା ଅଫିସ,୨୭ା୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିଲେ ମଧ୍ୟ ଜଣେ ଅଦ୍ୟାବଧି ନିଖୋଜ ଅଛନ୍ତି। ୨୦୨୦ ଜୁନ୍ ୧୯ରେ ମହାକାଳପଡ଼ା…
ଆମ ‘ଏକ୍ସପାଏରି ଡେଟ୍’
ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ। ଏହାକୁ କହନ୍ତି ‘ଏକ୍ସପାଏରି ଡେଟ୍’। ସଜୀବମାନଙ୍କ କ୍ଷେତ୍ରରେ ଏହା ହେଲା ତାଙ୍କର ସମ୍ଭାବ୍ୟ ଜୀବନକାଳ…
କେନ୍ଦ୍ରମନ୍ତ୍ରୀଙ୍କ ଦମ୍ଭୋକ୍ତି: ମହାରାଷ୍ଟ୍ରରେ ଭାଜପା ଆଉ ମାତ୍ର ୨-୩ ଦିନ ବିପକ୍ଷ ଦଳରେ ରହିବ
ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ(ଭାଜପା) ବିରୋଧୀ ଦଳରେ ଆଉ…
Archives


