ଆଲେକ୍ସାର ନୂଆ ନଁ। ‘ଜିଗି’
ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍ ଇକୋ ଡିଭାଇସ୍ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍ ଓ୍ବାର୍ଡଟି ହେଉଛି ‘ଜିଗି’। ଇକୋ ଡିଭାଇସ୍ ଆଲେକ୍ସାର ଏହା ହେଉଛି ପଞ୍ଚମ ଓ୍ବେକ୍…
ଆମ୍ସାର୍ ଆଇନ ସଂଶୋଧନ କର
ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ କାରିଗରୀ ଓ ଆଇନଗତ ଢାଞ୍ଚାରେ ଏଭଳି ଏତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ବ୍ୟବସ୍ଥା…
ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଥ୍ରୀ-ଟି ମନ୍ତ୍ର
ନୂଆଦିଲ୍ଲୀ,୮ା୮: ଭାରତର ବିକାଶ ପାଇଁ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ୩-ଟି ମନ୍ତ୍ର ଆପଣାଇବାକୁ ପଡ଼ିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କୃଷି, ପ୍ରାଣୀଧନ ଓ ଖାଦ୍ୟ ପ୍ରକ୍ରିୟାକରଣ…
ବିତର୍କରେ ଭାଗ ନିଅନ୍ତୁ ପରାଗ
ଓ୍ବାଶିଂଟନ୍, ୮ା୮: ଟେସ୍ଲା ମାଲିକ ଏଲନ୍ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଯଦି ଟୁଇଟରରେ ପ୍ରକୃତରେ ୫%ରୁ କମ୍ ନକଲି ଆକାଉଣ୍ଟ…
‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’
ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍ ଚତୁରତାର ସହ ତାଇଓ୍ବାନ ପ୍ରସଙ୍ଗରେ ନିଜକୁ ଯୋଡ଼ୁଛି। ତାଇଓ୍ବାନ ଉପରେ ଚାଇନାର କାର୍ଯ୍ୟାନୁଷ୍ଠାନ ଉପଯୁକ୍ତ ଏବଂ ଆଇନଗତ। ବେଜିଂ…
ଆଜି ଯୁକ୍ତ ୨ କଳା ପରୀକ୍ଷାଫଳ
ଭୁବନେଶ୍ୱର,୮।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। www.odisharesults.nic.in ୱେବସାଇଟ୍ରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଫଳ ଦେଖିପାରିବେ।…
ସମରାଭ୍ୟାସ ଶେଷରେ ଛକାପଞ୍ଝା
ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ ଏବଂ…
ପୁଣି ଚେତାବନୀ ଦେଲା ଚାଇନା
ବେଜିଂ,୭।୮: ଆମେରିକା ସିନେଟ୍ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ତାଇୱାନକୁ ଲାଗିଥିବା ଷ୍ଟ୍ରେଟ୍ରେ ସମାରାଭ୍ୟାସ ଜାରି ରଖିଛି। ଡ୍ରାଗନ କହିଛି, ବର୍ତ୍ତମାନ ୟେଲୋ ଏବଂ ବୋହାଇ ସମୁଦ୍ରରେ ମଧ୍ୟ ସାମରିକ କାର୍ଯ୍ୟ ଆରମ୍ଭ…
ଭାରତର ଲକ୍ଷ୍ୟ ଆମଦାନୀ ହ୍ରାସ, ରପ୍ତାନି ବୃଦ୍ଧି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୮: ନୀତି ଆୟୋଗର ସପ୍ତମ ଗଭର୍ନିଂ କାଉନସିଲ ବୈଠକ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଅନୁଷ୍ଠିତ ଏହି ବୈଠକରେ ଦେଶର ବିଭିନ୍ନ ପ୍ରସଙ୍ଗ ଉଠିଛି। ପ୍ରଧାନମନ୍ତ୍ରୀ ମୋଦି ୨୦୪୭ ପର୍ଯ୍ୟନ୍ତ…
ସ୍ବର୍ଣ୍ଣ ଜିତିଲେ ନିଖତ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବକ୍ସିଂର ଲାଇଟ ଫ୍ଲାଏଓ୍ବେଟ୍ ବର୍ଗର ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲେ ମ୍ୟାକନାଉଲଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ…
ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ
ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ ନୂଆଦିଲ୍ଲୀ,୭।୮: ଆଗକୁ ଆସୁଛି ରକ୍ଷାବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ମୋହସିନ ଶେଖ ତାଙ୍କ ପାଇଁ ରାଖୀ ପଠାଇଛନ୍ତି।…
ଟସ୍ ଜିତିଲା ଭାରତ: ରୋହିତ୍ଙ୍କୁ ବିଶ୍ରାମ
ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଫ୍ଲୋରିଡାଠାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି।…
Archives


