Home

ସୋନିଆଙ୍କୁ ପୁଣି କରୋନା

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲ୍‌ ପାଳନ କରିବା ସହ ଆଇସୋଲେଶନ୍‌ରେ ରହିବେ। ତାଙ୍କ ସ୍ବାସ୍ଥ୍ୟାାବସ୍ଥା…

ଘରର ୪ ସଦସ୍ୟଙ୍କୁ ହତ୍ୟାକଲେ ସାନବୋହୂ

କୋଲକାତା,୧୩।୮: ପାରିବାରିକ କଳହକୁ କେନ୍ଦ୍ରକରି କୋଲକାତା ହାଓ୍ବଡ଼ାସ୍ଥିତ ଏମ୍‌ସି ଘୋଷ ଲେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ସାନବୋହୂ ପଲ୍ଲବୀ ଶାଶୁ, ଦେଢ଼ଶୁର, ଯାଆ ଓ ଝିଆରୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପଲ୍ଲବୀଙ୍କ ସ୍ବାମୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସ୍ଥାନୀୟ ପୋଲିସ…

କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ

ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି…

ଫିଲ୍ମ ବିବାଦ ମଧ୍ୟରେ ତ୍ରିରଙ୍ଗା ସହ ନଜର ଆସିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ବିଗତ ଦିନରୁ ନିଜ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବହୁ ବାଦ ବିବାଦ ପରେ ଅଗଷ୍ଟ ୧୧ରେ ତାଙ୍କ ଫିଲ୍ମ ସିନେମାହଲ୍‌ରେ ରିଲିଜ୍‌ ହୋଇଛି। ଇତିମଧ୍ୟରେ ଅଭିନେତା ଆମିର…

ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।…

ସିବିଓଆଇର ‘ସେଣ୍ଟ କ୍ରାନ୍ତି ଅଭିଯାନ’

ଭୁବନେଶ୍ୱର,୧୩ା୮: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ)ର ପ୍ରତିଷ୍ଠାତା ସାର୍‌ ସୋରାବ୍‌ଜୀ ପୋଚଖାନାୱାଲାଙ୍କ ୧୪୧ତମ ଜନ୍ମଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ‘ସେଣ୍ଟ କ୍ରାନ୍ତି ଅଭିଯାନ’ର ଆରମ୍ଭ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସ…

ରିଲାଏନ୍ସ ଡିଜିଟାଲର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୧୩ା୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ରିଟେଲ ଚେନ୍‌ ୟୁନିଟ୍‌ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଭାରତର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ବର୍ତ୍ତମାନ ସମସ୍ତ ବର୍ଗରେ ଆକର୍ଷଣୀୟ ଅଫର ସହ ଅନେକ…

ପାତ୍ରପଡ଼ାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବୃହତ୍‌ ଷ୍ଟୋର

ଭୁବନେଶ୍ୱର,୧୩ା୮: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସ୍ଥାନୀୟ ପାତ୍ରପଡ଼ାଠାରେ ଶୁକ୍ରବର ଏକ ବୃହତ୍‌ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଗୁପ୍ତା ଡିଷ୍ଟିବ୍ୟୁଟର୍ସର ମୁଖ୍ୟ ରାଜେଶ ଗୁପ୍ତାଙ୍କ ସମେତ ଗୁପ୍ତା ପରିବାରର ସମସ୍ତ ସଦସ୍ୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହାର…

ମାଲାବାରରେ ‘ଏକ୍ସକ୍ଲୁସିଭ୍‌ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୧୩ା୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଶୁକ୍ରବାର ଏକ ୧୦ ଦିନିଆ ‘ଏକ୍ସକ୍ଲୁସିଭ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ହୋଇଯାଇଛି। ଏହି ଶୋ ଅଗଷ୍ଟ ୧୨ରୁ ୨୧ ପର୍ଯ୍ୟନ୍ତ…

ଯାଞ୍ଚ ହେବ ହରଡ଼ ଡାଲି ଷ୍ଟକ୍‌

ନୂଆଦିଲ୍ଲୀ,୧୩ା୮: ଗତ କିଛିଦିନ ହେବ ସାରା ଦେଶରେ ହରଡ଼ ଡାଲିର ଦର ପୂର୍ବାପେକ୍ଷା ବୃଦ୍ଧି ପାଇଚାଲିଛି। କେନ୍ଦ୍ର ସରକାର ଏ ନେଇ ମଧ୍ୟ ରାଜ୍ୟ ସରକାରମାନଙ୍କ ଦୃଷ୍ଟିଗୋଚର ସହ ବଜାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଦେଶର କେତେକ…

ଖିମ୍‌ଜୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କୁ ସ୍ମରଣ କରି ଫାଉଣ୍ଡେଶନ ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ଖିମଜୀ ଜୁଏଲର୍ସ ଦ୍ୱାରା ଭୁବନେଶ୍ୱରର କେତେଜଣ…

୨୦୨୩ରୁ ବନ୍ଦ ହେବ ଜନ୍‌ସନ୍‌ ପାଉଡର ବିକ୍ରି

ନୂଆଦିଲ୍ଲୀ,୧୩ା୮: ଆମେରିକାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ର ବେବି ପାଉଡର ବିକ୍ରି ବନ୍ଦ ପରେ ବର୍ତ୍ତମାନ ସାରା ବିଶ୍ୱରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି। ଏପରିକି ୨୦୨୩ରେ ସାରା ବିଶ୍ୱରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri