Home

କ୍ଷୁଦ୍ର ଚଳଚ୍ଚିତ୍ରରେ ଜଗନ୍ନାଥଙ୍କୁ ଅସମ୍ମାନ

ଯାଜପୁର ଅଫିସ,୧୧ା୯: ଓଟିଟି ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍‌ ହଟ୍‌ ଷ୍ଟାରରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମ ‘ମିଆଁ ବିବି ଔର ବାନାନାରେ ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଛି। ଏହି ମର୍ମରେ ବ୍ୟାସନଗର ଭୋକେଶନାଲ କଲେଜର ଅଧ୍ୟାପକ ଦେବୀ ପ୍ରସାଦ ଦାସ…

ଅନ୍ତର୍ଜାତୀୟ ଦିନିକିଆରୁ ଫିଞ୍ଚ୍‌ଙ୍କ ଅବସର

କେର୍ନସ (ଅଷ୍ଟ୍ରେଲିଆ), ୧୧ା୯(ଏପି): ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ପିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ୩୫ ବର୍ଷୀୟ ଫିଞ୍ଚ୍‌ କିଛି ଦିନ ହେଲା ଭଲ ଫର୍ମରେ…

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ହିଂସା କାରଣରୁ ଏହି ଟୁର୍ନାମେଣ୍ଟକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଭାରତ-ପାକିସ୍ତାନ…

ଲଘୁଚାପ ଘନୀଭୂତ, ୧୨ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଜପତି, କଳାହାଣ୍ଡି,…

ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ୟୁନିଟ୍‌ ‘ସ୍ମାର୍ଟ ବଜାର’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା…

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଶୁଭାରମ୍ଭ

ଭୁବନେଶ୍ୱର,୧୧ା୯: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ସହଯୋଗୀ ସଂସ୍ଥା ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି। ଏପରିକି ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ୍‌ ସ୍ପେଶିଆଲିଟି କଫି ରୋଷ୍ଟର…

କାଇନେଟିକ୍‌ ଗ୍ରୀନ୍‌ର ଜିଙ୍ଗ୍‌ ହାଇ-ସ୍ପିଡ୍‌ ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୧୧ା୯: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ(ଇଭି) ନିର୍ମାତା କାଇନେଟିକ୍‌ ଗ୍ରୀନ୍‌ ଏନର୍ଜି ଆଣ୍ଡ ପାୱାର ସଲ୍ୟୁସନ ଲିମିଟେଡ୍‌ ପକ୍ଷରୁ ୨ଚକିଆ ଇଭି ଯାନ ଜିଙ୍ଗ୍‌ ହାଇ ସ୍ପିଡ୍‌ ସ୍କୁଟର (ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌) ର ବଜାର ପ୍ରବେଶ ସହ ଉନ୍ମୋଚନ ହୋଇଯାଇଛି। ବିଶେଷକରି…

ସ୍ବସ୍ତି ପ୍ରିମିୟମରେ ସିଜିଲର୍ସ ଫୁଡ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ୫ତାରକା ହୋଟେଲ ସ୍ବସ୍ତି ପ୍ରିମିୟମ ପକ୍ଷରୁ ଏକ ୧୦ ଦିନିଆ ସ୍ବତନ୍ତ୍ର ଖାଦ୍ୟମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହୋଟେଲର ଅଗ୍ରଣୀ ରେଷ୍ଟୁରାଣ୍ଟ ଗୌରମେଟ୍‌ ପକ୍ଷରୁ ସିଜିଲର୍ସ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ କରାଯାଇଛି। ଏହି ଫେଷ୍ଟିଭାଲ ସେପ୍ଟେମ୍ବର…

ମାଲାବାରରେ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍ସର ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପକ୍ଷରୁ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଷ୍ଟୋରର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସବୁ ବର୍ଗର ଗ୍ରାହକଙ୍କ…

ଆଜି ଷ୍ଟାର୍‌ କିରଣରେ‘ବିଦ୍ୟାରାଣ’

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚାନେଲ ଷ୍ଟାର୍‌ କିରଣରେ ରବିବାର ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ର ୱାଲର୍ଡ ଟେଲିଭିଜନ ପ୍ରିମିୟର(ଡବ୍ଲ୍ୟୁଟିପି) ହେଉଛି। ବିଶେଷକରି ଷ୍ଟାର୍‌ କିରଣର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବାନ୍ଧି ରଖିବା ସହ ପ୍ରତି ସପ୍ତାହ ଶେଷରେ…

ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ

ନୂଆଦିଲ୍ଲୀ,୧୧ା୯: ଅନ୍ତଃରାଷ୍ଟ୍ରୀୟ ସ୍ପୋର୍ଟସ ଡ୍ରେସ୍‌ ସ୍ପେଶାଲିଷ୍ଟ ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ କରାଯାଇଛି। ବିଶେଷକରି ଆଡିଡାସ୍‌ ଆର୍ଜେଣ୍ଟିନା, ଜର୍ମାନୀ, ଜାପାନ, ମେକ୍ସିକୋ ଓ ସ୍ପେନ୍‌ ଭଳି ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ୍‌ ଏବଂ ଆୱେ ଫେଡେରେଶନ କିଟ୍‌ସର…

ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଚୁକ୍ତିନାମା

ନୂଆଦିଲ୍ଲୀ,୧୧ା୯: ଦୂରଦୂରାନ୍ତରେ ରହୁଥିବା ଉଭୟ ଗ୍ରାହକ ଓ ରିଟେଲରମାନଙ୍କ ସଞ୍ଚୟ ଖାତା ଓ ଚଳନ୍ତି ଖାତା ଖୋଲିବା ଲାଗି ଭାରତର ଅଗ୍ରଣୀ ଶାଖା ବିହୀନ ଓ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଏକ ଚୁକ୍ତିନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?