ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ୟୁନିଟ୍‌ ‘ସ୍ମାର୍ଟ ବଜାର’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମାର୍ଟ ବଜାରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଠାରେ ଉପଲବ୍ଧ ଉତ୍ପାଦଗୁଡ଼ିକ ବଜାର ମୂଲ୍ୟଠାରୁ ୫% କମ୍‌ ମୂଲ୍ୟରେ ଗ୍ରାହକଙ୍କୁ ମିଳିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିଭଳି ସ୍ମାର୍ଟ ବଜାରର ଗ୍ରାହକମାନେ ୪୯୯ ଟଙ୍କାର ଏକ ସର୍ବନିମ୍ନ ବିଲିଂ ଉପରେ ୧କିଲୋ ଚିନି କିମ୍ବା ୨କିଲୋ ପିଆଜକୁ ମାତ୍ର ୯ଟଙ୍କା ମୂଲ୍ୟରେ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଗ୍ରାହକ ଓ ଅନ୍ୟମାନଙ୍କ ପାଇଁ ଲାଇଭ ମ୍ୟୁଜିକାଲ ସନ୍ଧ୍ୟାର ପରିବେଷଣ କରାଯାଇଥିଲା। ସେହିପରି ଚାଟ୍‌ ତଥା କଟନ୍‌ କ୍ୟାଣ୍ଡି କାଉଣ୍ଟର ଭଳି କାର୍ଯ୍ୟକଳାପ ମଧ୍ୟ ଷ୍ଟୋର ପରିସରରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହେବ

ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ପାଇବ।...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା...

ପିଏଲ୍‌ଏସି ବୈଠକ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କୁ ଆହ୍ବାନ

ଭୁବନେଶ୍ୱର,୨୭ା୮: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍‌ଏସି) ଆୟୋଜନ...

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା...

ଷ୍ଟାଟସ୍‌ ଜରିଆରେ ସଚେତନ କରାଇଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ର ନୂଆ ଫିଚର ଓ ନିୟମାବଳୀକୁ ନେଇ ଗତ କିଛିଦିନ ହେବ ୟୁଜର୍ସମାନେ (ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ) ନାନା ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ୟୁଜର୍ସଙ୍କ ଗୋପନୀୟତା ପଦାରେ...

ବଦାନ୍ୟତାରେ ଅଜିମ ପ୍ରେମ୍‌ଜୀ ଶୀର୍ଷରେ

ବାଙ୍ଗାଲୋର: ୨୦୧୯-୨୦ ବର୍ଷ ଲାଗି ପ୍ରକାଶିତ ଭାରତୀର ଫିଲାନଥ୍ରୋପି ବା ବଦାନ୍ୟତା ତାଲିକାରେ ଓ୍ବିପ୍ରୋର ଅଜିମ ପ୍ରେମ୍‌ଜୀ ସମସ୍ତଙ୍କ ପଛରେ ପକାଇ ଦେଇଛନ୍ତି। ସେ ଦୈନିକ...

ଟେଲିକମ କମ୍ପାନୀଗୁଡିକୁ ବଡ ଆଶ୍ୱସ୍ତି;୧୦ ବର୍ଷରେ ପଇଠ କରିବେ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୨।୯: ଆଡ୍‌ଜଷ୍ଟେଡ୍‌ ଗ୍ରସ ରେଭେନ୍ୟୁ (ଏଜିଆର୍‌) ମାମଲାରେ ଟେଲିକମ କମ୍ପାନୀଙ୍କୁ ବଡ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କମ୍ପାନୀଗୁଡିକୁ ୧୦...

Advertisement
Archives

Model This Week