Home

ସାଉଦି ଆରବରେ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

ରିୟାଦ,୧୧ା୯: ସାଉଦି ଆରବରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ବନ୍ଦେ ଭାରତ ମିଶନ ଅଧୀନରେ ସାରା ବିଶ୍ୱରୁ ଅତି କମ୍‌ରେ ୭ ଲକ୍ଷ ଲୋକଙ୍କୁ ଦେଶକୁ ଅଣାଯାଇଥିଲା। ସେ କହିଛନ୍ତି, ଏହି ମିଶନ…

୫ରୁ ୧୮ ବୟସ୍କ ପିଲାଙ୍କ ପାଇଁ ଶୀଘ୍ର ଆସିବ ନାଜାଲ ଭାକ୍ସିନ, ଭାରତ ବାୟୋଟେକ ଲୋଡିଲା ଅନୁମତି…

ନୂଆଦିଲ୍ଲୀ, ୧୧।୯ : ପାଞ୍ଚରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାଜାଲ କରୋନା ଭାକ୍ସିନ ମଧ୍ୟ ଉପଲବ୍ଧ ହେବ। ଏନେଇ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭାରତ ବାୟୋଟେକ ଭାରତୀୟ ଡ୍ରଗ ନିୟନ୍ତ୍ରକଙ୍କଠାରୁ ଅନୁମତି ଲୋଡିଛି। ଉଲ୍ଲେଖନୀୟ କଥା ହେଉଛି,…

ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ

ବଲାଙ୍ଗୀର ଅଫିସ, ୧୧।୯- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରେ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ ଭୁଏ…

ବନ୍ୟା ଯୋଗୁ ବଢ଼ିଲା ରାଜନୈତିକ ଦଳର ଚିନ୍ତା, ନିର୍ବାଚନ ପାଇଁ ଅସୁବିଧା…

ବେଙ୍ଗାଲୁରୁ, ୧୧।୯ : ଲଗାତାର ବର୍ଷା ଯୋଗୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସଙ୍କଟ ସୃଷ୍ଟି ହୋଇଛି। ବନ୍ୟାକୁ ନେଇ ଲୋକେ ହନ୍ତସ୍ତ ହେଉଥିବାବେଳେ ରାଜନୈତିକ ଦଳମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରାୟ ସାତ ମାସ ବାକି ଅଛି…

ଆଜି ଚିହ୍ନଟ ହେଲେ ୨୪୫ ଆକ୍ରାନ୍ତ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୪ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୦୧ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୪୩ଜଣ ସଂକ୍ରମିତ ୧୮ ବର୍ଷରୁ କମ୍‌ ଥିବା ନେଇ ରବିବାର ରାଜ୍ୟ…

ଦକ୍ଷିଣ ଭାରତୀୟ ଅଭିନେତା କ୍ରିଷ୍ଣାମ ରାଜୁଙ୍କ ପରଲୋକ…

ହାଇଦ୍ରାବାଦ, ୧୧।୯ : ଭେଟେରାନ ଦକ୍ଷିଣ ଭାରତୀୟ ଅପପାଲପତି ଭେଙ୍କଟା କୃଷ୍ଣମ ରାଜୁଙ୍କର ସେପ୍ଟେମ୍ବର ୧୧ ରବିବାର ହାଇଦ୍ରାବାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଯାହାକି କୃଷ୍ଣ ରାଜୁ ନାମରେ ବେଶ୍‌ ଜଣାଶୁଣା ଥିଲେ।…

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ…

ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ, ଶିଶିର-ତନିଷ୍କା ଟପ୍ପର…

ନୂଆଦିଲ୍ଲୀ, ୧୧।୯ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବମ୍ବେ ପକ୍ଷରୁ ଜେଇଇ ଆଡଭାନ୍ସ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଆଇଆଇଟି ଜେଇଇ ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ତାଲିକାରେ ଶୀର୍ଷରେ…

କତା ଆଣିଛୁ କି ନାହିଁ

ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ। ସେଦିନ ଥାଏ ଗୁରୁଦିବସ। ପ୍ରତିବର୍ଷ ଭଳି ସେଦିନ ବି ଗୁରୁଦିବସ ପାଇଁ ସ୍କୁଲ୍‌ରେ ସଭା ଆୟୋଜନ ହୋଇଥାଏ। ଆମ ସାମ୍ନାରେ ଚଉକିରେ ଗୁରୁଜୀ ଗୁରୁମା’ ବସିଥାଆନ୍ତି। ଆମେ ସବୁ ଛାତ୍ରୀଛାତ୍ର ଧାଡ଼ି ଧାଡ଼ି ହୋଇ…

ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ ଗାଡ଼ି ଚଲାଇ ଯିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ କେତେକ…

ଓଭର ଏକ୍ସରସାଇଜ୍‌

ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍‌ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି ଏକ୍ସରସାଇଜ୍‌। ହେଲେ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍‌, ଅର୍ଥାତ୍‌ ବର୍ତ୍ତମାନ ଫିଟ୍‌ନେସ୍‌…

ରାହୁଲ ଗୌତମ ବୁଦ୍ଧ ନା ଅଙ୍ଗୁରିମାଳ, ଭାଜପାର ପ୍ରଶ୍ନ…

ନୂଆଦିଲ୍ଲୀ, ୧୧।୯ : ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଏକ ଭିଡିଓ ଆସିବା ପରେ ଭାଜପା କଂଗ୍ରେସକୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ନେତା ପୱନ ଖେରାଙ୍କ ବିବୃତ୍ତି ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?