Home

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ। କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ରାଜ୍ୟର ବିଭିନ୍ନ…

ଏଲଏସିରେ ସ୍ଥିତି ଶାନ୍ତିପୂର୍ଣ୍ଣ, କହିଲେ ଚାଇନା ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ/ବେଜିଂ, ୧୩।୮ : ପୂର୍ବ ଲଦାଖ ସୀମାରେ ଚାଇନାର କାର୍ଯ୍ୟକଳାନ ଉପରେ ଭାରତର ଆପତ୍ତି ପରେ ଚାଇନା ନିଜର ସ୍ଥିତି ସ୍ପଷ୍ଟ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ସାମରିକ ଏବଂ ଆକାଶ ମାର୍ଗ କାର୍ଯ୍ୟକଳାପ…

ପଡୋଶୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଲମାନ

ବମ୍ବେ: ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ଚର୍ଚ୍ଚାରେ ଦବଙ୍ଗ ଖାଁ ସଲମାନ। ପାନ୍‌ଭେଲରେ ରହୁଥିବା ପଡୋଶୀ କେତନ କକ୍କର ତାଙ୍କର ପୁରୁଣା ଭିଡିଓ ଶେୟାର କରି ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଲୋକଙ୍କୁ ଉତ୍ତେଜିତ କରିବାକୁ ମଧ୍ୟ ଚେଷ୍ଟା…

ନାବାଳକଙ୍କୁ ପିଟିପିଟି ହତ୍ୟା: ୪ କୋର୍ଟ ଚାଲାଣ

ବଡ଼ବିଲ,୧୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ାସ୍ଥିତ ମୁଣ୍ଡାସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲାଗୋଡ଼ା ମୁଣ୍ଡାସାହି ଅଞ୍ଚଳରେ ରହୁଥିବା…

ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା

ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍‌ ଟିମ୍‌…

ତ୍ରିରଙ୍ଗା ରାଜନୀତି: ଚାଇନାଠାରୁ କିଏ ନେଇଛି ସହାୟତା, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୩।୮ : କେନ୍ଦ୍ର ସରକାର ଏବଂ ଭାଜପାର ପ୍ରତି ଘରେ ତିରଙ୍ଗା ଅଭିଯାନକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ତେବେ ଏହାପୂର୍ବରୁ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେୱାଲଙ୍କ ଏକ ବିଜ୍ଞାପନ ନେଇ ଚର୍ଚ୍ଚା ହେଉଛି।…

୩ ଦିନ ମଧ୍ୟରେ ଚତୁର୍ଥ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼…

ନୂଆଦିଲ୍ଲୀ, ୧୩।୮ :ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ଘଟିଛି। ଶନିବାର କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ଦୁଇ…

୩୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ ଆଉ ୪ ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ବାମପାର୍ଶ୍ୱରେ ୨୬ଟି ଗେଟ୍‌ ଖୋଲିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ…

ବିମାନରେ ପକ୍ଷୀ ଧକ୍କା, ଡିଜିସିଏ ଜାରି କଲା ନୂଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୧୩।୮ : ଦେଶର ବିମାନ ବନ୍ଦରରେ ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କ ସହିତ ବିମାନର ମୁହାଁମୁହିଁ ଧକ୍କା ଘଟଣାର ଅନୁସନ୍ଧାନ ପାଇଁ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ଜେନେରାଲ ଶନିବାର ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ନିୟମିତ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୦୯,୬୭୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଦମ୍‌ ଦେଖାଇଲେ ପୂଜାରା: ଗୋଟିଏ ଓଭରରେ ମାରିଲେ ୨୨ ରନ୍‌

ଲଣ୍ଡନ,୧୩।୮: ଇଂଲଣ୍ଡରେ ଚାଲିଥିବା ରୟାଲ ଲଣ୍ଡନ ଓ୍ବାନ୍‌ଡେ କପ୍‌ରେ ଦମ୍‌ ଦେଖାଇଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ସସେକ୍ସ ପାଇଁ ବିସ୍ଫୋରକ ଇନିଂସ ଖେଳି ସେ ଶତକ ହାସଲ କରିଛନ୍ତି। ଓ୍ବାର୍‌ଓ୍ବିକ୍ସାୟାର ବିପକ୍ଷରେ ଖେଳୁଥିବା ପୂଜାରା ମାତ୍ର ୭୯…

ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିଲା। ଶନିବାର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri