ବିଳମ୍ବ ହୋଇନି, ଫେରିଆସ
ମୁମ୍ବାଇ,୨୯ା୬:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଗୁଆହାଟୀରେ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ସହ ଅବସ୍ଥାନ କରୁଥିବା ୪୦ ବିଧାୟକଙ୍କୁ ମଙ୍ଗଳବାର ଏକ ଆବେଗପୂର୍ଣ୍ଣ ପତ୍ର ଲେଖି ଫେରିଆସିବାକୁ ଅନୁରୋଧ କରିଛନ୍ତି। ଉଦ୍ଧବ ଏଥିରେ ଉଲ୍ଲେଖ କରିଛନ୍ତି, ଆମେ ସମସ୍ତେ ଶିବସେନା ପରିବାର…
ଆସ୍ଥାଭୋଟ ଦାବିକଲା ଭାଜପା
ମୁମ୍ବାଇ/ଗୁଆହାଟୀ,୨୯ା୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଭାଜପା ଉଦ୍ୟମ କରୁନାହିଁ ବୋଲି ଦଳ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଥିବାବେଳେ ଏବେ ଭିତିରି କଥା ସାମ୍ନାକୁ ଆସିଛି। ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍ନବିସ ମଙ୍ଗଳବାର ସନ୍ଧ୍ୟାରେ…
ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ଆବୁଧାବି, ୨୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଳ୍ ନହୟାନ୍ଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦି ମେ’ ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍…
ବ୍ରିକ୍ସରେ ସାମିଲ ପାଇଁ ଇରାନ, ଆର୍ଜେଣ୍ଟିନାର ଆବେଦନ
ତେହରାନ, ୨୯ା୬: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ସାମିଲ ହେବା ପାଇଁ ଇରାନ୍ ଏବଂ ଆର୍ଜେଣ୍ଟିନା ଆବେଦନ କରିଛନ୍ତି। ଏହି ଦୁଇ ଦେଶ ବ୍ରିକ୍ସରେ ମିଶିବା ପରେ ଉଭୟ ପକ୍ଷର ଗୁରୁତ୍ୱ ବଢ଼ିବ…
ୟୁକ୍ରେନ୍ର ଆତ୍ମସମର୍ପଣରେ ରୁଷିଆ ଅଭିଯାନ ଶେଷ ହେବ: କ୍ରେମ୍ଲିନ୍
ମସ୍କୋ, ୨୯ା୬: ୟୁକ୍ରେନ୍ ଆତ୍ମସମର୍ପଣ କଲେ ହିଁ ସେଠାରେ ରୁଷିଅ ଚଳାଇଥିବା ଅଭିଯାନ ଶେଷ ହେବ ବୋଲି ମଙ୍ଗଳବାର କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି। ତେଣୁ କିଭ୍ ଏହାର ସୈନ୍ୟମାନଙ୍କୁ ଅସ୍ତ୍ର ଛାଡ଼ିବାକୁ କହିବା ସହ ମସ୍କୋର ଦାବି ମାନୁ…
ପ୍ରେମ କରିବାରୁ ଝିଅକୁ ହତ୍ୟା
ବାଲେଶ୍ୱର ଅଫିସ,୨୯ା୬: ପ୍ରେମ ନ କରିବାକୁ ନାବାଳିକା ଝିଅକୁ ବାରମ୍ବାର ବାରଣ କରିବା ପରେ ବି ମାନିଲାନି। ଶେଷରେ ଅତିଷ୍ଠ ହୋଇ ଝିଅକୁ ତଣ୍ଟିଚିପି ହତ୍ୟା କଲେ ବୋଲି ଜଣେ ମା’ ମଙ୍ଗଳବାର ସନ୍ଧ୍ୟାରେ ବାଲେଶ୍ୱର ଟାଉନ ଥାନାରେ ଆତ୍ମସମର୍ପଣ କରି…
ନୂପୁରଙ୍କୁ ସମର୍ଥନ କରିବାରୁ ମୁଣ୍ଡକାଟ
ଜୟପୁର,୨୯ା୬: ରାଜସ୍ଥାନର ଉଦୟପୁରରେ ଏକ ବୀଭତ୍ସ ଘଟଣା ଘଟିଛି। ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଧାନମଣ୍ଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଜଣେ ଦରଜିଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ସଂଖ୍ୟାଲଘୁ ସମୁଦାୟର ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ…
୩୧ ପ୍ରତିଶତ ରାଜ୍ୟ ସଭା ଏମ୍ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…
ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ। ରାଜ୍ୟ ସଭାର…
୩ ଲକ୍ଷ ନାଟୋ ସୈନ୍ୟଙ୍କୁ ହାଇ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା…
ମାଦ୍ରିଦ୍, ୨୮।୬ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଏହାର ୩ ଲକ୍ଷ ସୈନିକଙ୍କୁ ହାଇ ଆଲର୍ଟରେ ରଖିବାକୁ ଯାଉଛି। ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ ଏହା…
ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ
କାକଟପୁର,୨୮।୬(ଡି.ଏନ୍.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ। ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ…
ଅଶାନ୍ତ ରାଜସ୍ଥାନ, ୮ ବର୍ଷରେ ୩୩୦୦ରୁ ଅଧିକ ହିଂସା, ୮୧ ସାମ୍ପ୍ରଦାୟିକ…
ଜୟପୁର, ୨୮।୬ : ରାଜସ୍ଥାନର ଉଦୟପୁରରେ ଘଟିଥିବା ବର୍ବର ହତ୍ୟା ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି। ଗତ ୩ ମାସରେ ରାଜ୍ୟରେ ଏହା ଚତୁର୍ଥ ଘଟଣା। ୨୦୧୩ଠାରୁ…
ମୋର୍ଗାନ ଯୁଗ ଶେଷ
ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଏହି କ୍ରିକେଟର ଫର୍ମ ଏବଂ ଫିଟ୍ନେସ…
Archives


