ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା
ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୫୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏନେଇ ବୁଧବାର ବିଦ୍ରୋହୀ ବିଧାୟକଙ୍କ ମୁଖପାତ୍ର…
ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନୀ ସଂଗଠନ ସମ୍ପୃକ୍ତି ନେଇ ତଦନ୍ତ ଜାରି, ୩୨ ଅନ୍ଲାଇନ୍ ପାଠ୍ୟକ୍ରମରେ ଜେହାଦୀ ତାଲିମ୍ …
ନୂଆଦିଲ୍ଲୀ, ୨୯।୬ : ଉଦୟପୁର ହତ୍ୟାକାଣ୍ଡର ପାକିସ୍ତାନୀ ସଂଗଠନର ସମ୍ପୃକ୍ତି ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଟେଲର କହ୍ନେୟାଙ୍କ ଗଳା କାଟିଥିବା ଉଭୟ ଅଭିଯୁକ୍ତ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ଜଡିତ ଥିଲେ। ଏହି ସଂଗଠନ ୧୦୦ରୁ ଅଧିକ ଦେଶରେ…
କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କଲେ ଏକନାଥ: ମହାରାଷ୍ଟ୍ରର ଶାନ୍ତି-ଖୁସି ପାଇଁ କଲେ ପ୍ରାର୍ଥନା
ଗୁଆହାଟି,୨୯।୬: ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ଅସ୍ଥିତରତା ମଧ୍ୟରେ ଗୁରୁବାର ଫ୍ଲୋର ଟେଷ୍ଟ ହୋଇପାରେ। ତେବେ ମୁମ୍ବାଇ ଯିବା ପୂର୍ବରୁ ବୁଧବାର ଗୁହାଆଟିର କାମାକ୍ଷା ମନ୍ଦିରରେ ଶିବନେତାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଧେ ପୂଜାର୍ଚ୍ଚନା କରିଛନ୍ତି। ମହାରାଷ୍ଟ୍ରର ଶାନ୍ତି ଓ ଖୁସି…
ଭୁଲ୍ରେ ବି ‘ଗୁଗଲ୍’ରେ ସର୍ଚ୍ଚ କରନ୍ତୁ ନାହିଁ ଏସବୁ; ଜେଲ ଯିବାକୁ ପଡ଼ିପାରେ!
ନୂଆଦିଲ୍ଲୀ,୨୮।୬: ଆଜିର ଇଣ୍ଟରନେଟ୍ ଯୁଗରେ ଗୁଗଲ୍ରେ କିଏ ବା ସର୍ଚ୍ଚ ନ କରେ। ଗୁଗଲ ସର୍ଚ୍ଚ ଜରିଆରେ ଅନେକ କିଛି ତଥ୍ୟ ମିଳିଥାଏ। ଦେଶବିଦେଶର ଖବର ସାଙ୍ଗକୁ ଖାଦ୍ୟପେୟ ସମ୍ପର୍କିତ ଟିପ୍ସ ସହଜରେ ମିଳିଥାଏ। ହେଲେ ଏଭଳି କିଛି କଥା ଅଛି…
ଭାରତୀୟ ମୁସଲମାନ ତାଲିବାନୀ ମାନସିକତାକୁ କେବେ ମଧ୍ୟ ଗ୍ରହଣ କରିବେନି,ଅଜମେର ଦରଗାହ ଦିଓ୍ବାନ..
ଅଜମେର, ୨୯।୬ : ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ହତ୍ୟା ଘଟଣାକୁ ନିନ୍ଦା କରି ଅଜମେର ଦରଗାହ ଦିୱାନ ଜୈନୁଲ ଆବେଦିନ ଅଲି ଖାନ କହିଛନ୍ତି ଯେ ଭାରତୀୟ ମୁସଲମାନମାନେ ଦେଶରେ ତାଲିବାନ ମାନସିକତାକୁ କଦାପି ଗ୍ରହଣ କରିବେ ନାହିଁ। ଉଦୟପୁରରେ,…
ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ: ପୋଲିସରେ ଏତଲା
ନୂଆଦିଲ୍ଲୀ,୨୯।୬: ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଭାଜପାରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କୁ ଏବେ ହତ୍ୟା ଧମକ ମିଳିଛି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ନବୀନ ଜିନ୍ଦଲ ଟୁଇଟ କରି ଏହି…
ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…
କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର…
କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍ ନୁହେଁ…
ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ ଦିଲ୍ମେ’ରେ ନିଜ ପ୍ରେମକୁ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଠିକ୍ ସେଭଳି ଢ଼ଙ୍ଗରେ ତାଙ୍କୁ…
ଉଦ୍ଧବଙ୍କ ପାଇଁ ଅଗ୍ନି ପରୀକ୍ଷା, ଗୁରୁବାର ହୋଇପାରେ ଫ୍ଲୋର ଟେଷ୍ଟ୍…
ମୁମ୍ବାଇ, ୨୯।୬ : ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି । ଗୋଟିଏ ପଟେ ସରକାର ଗଠନ ପାଇଁ ଭାଜପାର ଯୋଜନା ଜୋରଦାର ହେବାରେ ଲାଗିଛି। ଅନ୍ୟ ପଟେ ଏକନାଥ ସିନ୍ଧେ ଦଳର ବିଧାୟକମାନଙ୍କ ସହିତ…
୯୯ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ରାଜସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ: ଉଦୟପୁର ବନ୍ଦ ପାଇଁ ଭାଜପାର ଆହ୍ନାନ
ଉଦଦୟପୁର,୨୯।୬: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ କହ୍ନେୟା ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହତ୍ୟାର ପ୍ରତିବାଦରେ ବୁଧବାର ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସହରରେ…
ବିଶ୍ୱାଳ ଭ୍ରାତା ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଲା
ଜଗତ୍ସିଂହପୁର ଅଫିସ, ୨୯ା୬: ଜଗତ୍ସିଂହପୁରର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ସେ ଏହି ବିଧାନସଭା ଆସନରୁ…
Archives


