Home

ଆସନ୍ତା ୮ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୫।୭(ବ୍ୟୁରୋ): ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ଏମ୍‌ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବେ…

ମୋବାଇଲରେ ଆପ୍‌ରେ ପଢ଼ିବେ ପାଠ ମଦ୍ରାସା ଛାତ୍ର

ଲକ୍ଷ୍ନୌ,୫।୭: ଉତ୍ତରପ୍ରଦେଶର ମଦ୍ରାସାରେ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ଏକ ଖୁସି ଖବର। ଏଠାରେ ବର୍ତ୍ତମାନ ମୋବାଇଲ ଆପ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ମଙ୍ଗଳବାର ମଦ୍ରାସା ଇ-ଲର୍ନିଂ ଆପ୍‌ ଲଞ୍ଚ କରାଯାଇଛି। ଏଥିସହ ପ୍ରାର୍ଥୀମାନେ ପାରମ୍ପାରିକ ଅଧ୍ୟୟନର ପଦ୍ଧତି ବ୍ୟତୀତ…

ଭିଭୋ ସମେତ ଚାଇନିଜ୍‌ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶର ୪୪ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୫।୭: ଚାଇନାର ସ୍ମାର୍ଟଫୋନ ମୋବାଇଲ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ବିରୋଧରେ ମଙ୍ଗଳବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଏକ ଟିମ୍‌ ସମଗ୍ର ଦେଶରେ ଭିଭୋ ଏବଂ ଏହାର ଆନୁସଙ୍ଗିକ…

ପୁଣି ଇଡି ଜାଲରେ ଆଜମ, ପୁଅ-ପତ୍ନୀ

ଲକ୍ଷ୍ନୌ,୫।୭: ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନିକଟରେ ଜେଲ୍‌ରୁ ମୁକୁଳିଥିବା ଆଜମଙ୍କ ଘରକୁ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ଆଜମ ଖାନ ତାଙ୍କ ପତ୍ନୀ ତଞ୍ଜିନ ଫାତିମା ଓ ପୁଅ ଅବଦ୍ଦୁଲା…

ପଞ୍ଜାବ କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଚଣ୍ଡିଗଡ଼,୫।୭: ପଞ୍ଜାବରେ ମଙ୍ଗଳବାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିରେ କେତେକ ପୁରୁଣା ମନ୍ତ୍ରୀଙ୍କ ବିଭାଗକୁ ପରିବର୍ତ୍ତନ କରାଯାଇଛି। ଇତିମଧ୍ୟରେ କ୍ୟାବିନେଟରେ ସୋମବାର ସାମିଲ ହୋଇଥିବା ନୂତନ ୫ଜଣ ମନ୍ତ୍ରୀଙ୍କୁ ମଧ୍ୟ ବିଭାଗ ବଣ୍ଟନ କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ…

ହ୍ୟାଣ୍ଡବ୍ୟାଗ୍‌ରେ ରଖନ୍ତୁ

ଷ୍ଟାଇଲିଶ୍‌ ଦେଖାଯିବା ସହ ଜରୁରୀ ଜିନିଷ ରଖିବା ପାଇଁ ମହିଳାମାନେ ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିଥାନ୍ତି। ଏଥିରେ ବହୁ କିଛି ଜିନିଷ ରଖି ଓଜନିଆ କରିବା ବଦଳରେ କ’ଣ ସବୁ ରଖିବେ ଜାଣିରଖନ୍ତୁ… ଅଧିକ ସମୟ ପାଇଁ ବାହାରକୁ ଯିବାର ଥିଲେ ହ୍ୟାଣ୍ଡବ୍ୟାଗ୍‌ରେ…

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ: ଦିଲ୍ଲୀ-ୟୁପିରେ ମାମଲା ରୁଜୁ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫।୭: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ଙ୍କ ପୋଷ୍ଟରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳିଥିଲା। ଏଥିସହ ଆଉ ଗୋଟିଏ ହାତରେ ଏଲ୍‌ଜିବିଟି ସମ୍ପ୍ରଦାୟର ପତାକା ମଧ୍ୟ…

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଦେଖାଇ ଗିରଫ ହେଲେ ନ୍ୟୁଜ୍‌ ଆଙ୍କର

ନୂଆଦିଲ୍ଲୀ,୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ଅଭିଯୋଗରେ ନୋଏଡା ପୋଲିସ ମଙ୍ଗଳବାର ସକାଳେ ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନଙ୍କୁ ଗିରଫ କରିଛି। ରୋହିତଙ୍କୁ ଗିରଫ କରିବା ପାଇଁ ଗାଜିଆବାଦରୁ ନୋଏଡା ପର୍ଯ୍ୟନ୍ତ ହାଇ ଭୋଲଟେଜ…

ବେକର କଳାପଣ ଦୂରାନ୍ତୁ

ମୁହଁର ତ୍ୱଚା ସୁନ୍ଦର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପଚାର କରିଥାନ୍ତି। କିନ୍ତୁ ବେକର ତ୍ୱଚା ବେଳେବେଳେ ଅତ୍ୟଧିକ କଳା ହୋଇଯାଇଥାଏ। ଏହାଫଳରେ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଏ। ତେଣୁ ବେକର କଳାପଣ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପାୟ।…

ସୁଖୀ ପରିବାର

କେତେ ମତ ପୁଣି କେତେ ବିଚାର। ସମସ୍ତଙ୍କ ପସନ୍ଦ ନାପସନ୍ଦ ବି ଅଲଗା। କିନ୍ତୁ ଏସବୁ ପରେ ବି ସେମାନେ ଏକ ସୂତ୍ରରେ ବନ୍ଧା। ଆଉ ଏଇ ପରିବାରରୁ ହିଁ ଆରମ୍ଭ ହୋଇଥାଏ ସୁସ୍ଥ ସମାଜର ମୂଳଦୁଆ। ତେଣୁ ପରିବାରର ସବୁ…

ହସ୍ପିଟାଲ୍‌ରେ ଲାଲୁ ଯାଦବ: ଫଟୋ ଶେୟାର କରି ଭାବପ୍ରବଣ ହେଲେ ଝିଅ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍‌ରେ ଥବା ବେଳର ଫଟୋ ଶେୟାର କରି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରିଛନ୍ତି।…

‘ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ମୋଦି ନୁହେଁ, ମୋଗଲ ସମ୍ରାଟ ଦାୟୀ’

ନୂଆଦିଲ୍ଲୀ ,୫।୭:ଏଆଇଏମଆଇଏମ ମୁଖ୍ୟ ତଥା  ଏମ୍‌ପି ଅସାଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଦର୍‌ଦାମ୍‌ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ  ସେ ତାତ୍ସଲ୍ୟ କରି କହିଛନ୍ତି, ଦେଶରେ ଦର୍‌ଦାମ୍‌ ବୃଦ୍ଧି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri