Home

ମହାରାଣୀଙ୍କ କଫିନ୍‌ ନେଇ ଆସୁଥିବା ବିମାନକୁ ରେକର୍ଡ ସଂଖ୍ୟକ ଟ୍ରାକିଂ

ଲଣ୍ଡନ,୧୪।୯: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି। ତାଙ୍କର କଫିନ ବକିଙ୍ଗହମ ପ୍ୟାଲେସରେ ରଖାଯିବ। ରାଣୀ ଏଲିଜାବେଥ କଫିନ ନେଇଥିବା ବିମାନକୁ ଅନେକଥର ଟ୍ରାକ କରାଯାଇଥିଲା, ଯାହା ଏକ ରେକର୍ଡରେ ପରିଣତ ହୋଇଛି ।…

ଏଥର ୧୬ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା!

ନୂଆଦିଲ୍ଲୀ,୧୪।୯: ଭଗବାନ ରାମଙ୍କ ସହର ଅଯୋଧ୍ୟା ପୁଣିଥରେ ଦୀପାବଳିରେ ଲକ୍ଷ ଲକ୍ଷ ଦୀପ ଦ୍ୱାରା ଆଲୋକିତ ହେବ। ଚଳିତ ବର୍ଷ ଏହି ଦିନ ଅଯୋଧ୍ୟାର ସରୟୁ କୂଳରେ ପ୍ରାୟ ୧୬ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯିବ। ଏଥିସହ ୧୪ ଲକ୍ଷ ଦୀପ…

ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍‌ସଙ୍ଗ ସମାକୋଈ ନଦୀଘାଟରେ ପାର୍‌ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ମହିଳା ଜଣକ ତଳସାହିର ପ୍ରଭାକର ହେହୁରୀଙ୍କ ସ୍ତ୍ରୀ ସରୋଜିନୀ (୫୦) ବୋଲି ଜଣାପଡ଼ିଛି।…

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ଜେନେଭା,୧୪।୯: ମିଳିତ ଜାତିସଂଘ ମାନବଅଧିକାର ପରିଷଦ (ୟୁଏନଏଚଆରସି)ର ଏକ ବୈଠକରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ଆତଙ୍କବାଦୀ କାରଖାନା ଚଳାଉଥିବା ପାକିସ୍ତାନ ଭାରତୀୟ ଲୋକଙ୍କ ମାନବିକ ଅଧିକାରକୁ ନେଇ ଉଦ୍‌ବେଗ ପ୍ରକାଶ…

ଆରୋପ-ପ୍ରତ୍ୟାରୋପ ମଧ୍ୟରେ ପିକେଙ୍କୁ ଭେଟିଲେ ନୀତୀଶ

ପାଟନା,୧୪।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାଟନାରେ ସାକ୍ଷାତ କରିଛନ୍ତି। ନୀତୀଶ କୁମାର ନିଜେ ବୁଧବାର ଏହା ନିଶ୍ଚିତ କରି କହିଛନ୍ତି, ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି, ତେଣୁ ମୁଁ ତାଙ୍କୁ…

ପନ୍ତଙ୍କୁ ଉର୍ବଶୀ କହି ନ ଥିଲେ ‘ସରି’; ସିଧା ସିଧା ମନା କଲେ…

ବମ୍ବେ: କାଲି କହିଲେ ସରି, ହେଲେ ଆଜି କହିଲେ ମୁଁ କହିନି। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ। ସେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ କ୍ଷମା ମାଗିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ…

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ଗ୍ରୀଡ୍‌କୋ ଅଧ୍ୟକ୍ଷ ଭାବେ…

ଏକଦା ଟଙ୍କା ପାଇଁ ଟ୍ରେନ୍‌ରେ ଗାଉଥିଲେ ଗୀତ; ଏବେ କୋଟିରେ ନିଅନ୍ତି ପାଉଣା

ବମ୍ବେ: କଥାରେ ଅଛି ସଫଳତା ପାଇବାର ଗୋଟିଏ ମନ୍ତ୍ର ହେଉଛି କଠିନ ପରିଶ୍ରମ। ଲକ୍ଷ୍ୟ ହାସଲ କରିବାର ନିଷ୍ଠା ମନରେ ଥିଲେ ଜୀବନରେ ସବୁକିଛି ପାଇହେବ। କିଛି ଏଭଳି କାହାଣୀ ବଲିଉଡ୍‌ ଅଭିନେତା ତଥା ଗାୟକ ଆୟୁଷ୍ମାନ ଖୁରାନ୍ନାଙ୍କର। ଏମ୍‌ଟିଭିରେ ପ୍ରସାରିତ…

‘ଚିତାବାଘଠାରୁ ବି ଦ୍ରୁତ ପ୍ରଧାନମନ୍ତ୍ରୀ ମୋଦି’

ଜୟପୁର,୧୪।୯: ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ବୁଧବାର ରାଜସ୍ଥାନରେ ପହଞ୍ଚିଛନ୍ତି। ଏଠାରେ ଖବରଦାତାଙ୍କ ସହ କଥାବାର୍ତ୍ତା ବେଳେ ସେ ଅନେକ ପ୍ରସଙ୍ଗରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ…

ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଇନ୍‌ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର…

ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ…

‘ନବନ୍ନା ଅଭିଯାନ’ ପାଇଁ ବାହାରୁ ଗୁଣ୍ଡା ଆଣିଥିଲା ଭାଜପା: ମମତା

କୋଲକାତା,୧୪।୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ‘ନବନ୍ନା ଅଭିଯାନ’ ଆରମ୍ଭ କରିଥିଲା। ଏହି ସମୟରେ ବିକ୍ଷୋଭକାରୀଙ୍କ ସହିତ ପୋଲିସ ସହିତ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି। ଏହି ପ୍ରଦର୍ଶନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?