ଟେଲି ପରଦାକୁ ଫେରୁଛନ୍ତି ଅରୁଣା-ଆଲୋକ ନାଥ
ବମ୍ବେ: ବଡ଼ ପରଦା ଭଳି ଛୋଟ ପରଦାର କ୍ରେଜ୍ କାହିଁରେ କେତେ। ଯେଉଁଭଳି ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହୋଇଥାଏ, ଆଜିକାଲି ସେହିଭଳି ନୂଆ ଟେଲି ଧାରାବାହିକ ରିଲିଜ ହେଉଛି। ଖୁବ୍ଶୀଘ୍ର ଅରୁଣା ଇରାନୀ ଏବଂ ଆଲୋକ ନାଥଙ୍କ ଭଳି ଲୋକପ୍ରିୟ…
ମଉଳିଲା ଟିମ୍ ଇଣ୍ଡିଆର ଡବ୍ଲୁଟିସି ଫାଇନାଲ ଖେଳିବା ଆଶା
ନୂଆଦିଲ୍ଲୀ,୫ା୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ ସମାପ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବଲ ପ୍ରକାଶ ପାଇଛି। ଏଜବାଷ୍ଟନ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ପଏଣ୍ଟ ଟେବଲରେ ତଳକୁ ଖସିଛି ଭାରତ।…
୫୫ ବାତ୍ୟା ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର
ଭୁବନେଶ୍ୱର,୫ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫୫ ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ୨ୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୮ କୋଟି ଟଙ୍କା ବ୍ୟୟରେ ଅଧିକ…
୧୩୬,୧୬୨,୧୦୬ ଆଉ ପୁଣି ଥରେ…
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ବିଜେତା କରାଇଛନ୍ତି। ଫଳରେ ସିରିଜ ଡ୍ର ହୋଇଛି। ମ୍ୟାଚ୍ର ଦ୍ୱିତୀୟ…
ସ୍ମିଥ୍-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ପୁଣି ଏକ ଶତକ ନିଜ ନାମରେ କରିଛନ୍ତି। ଭାରତ ଦେଇଥିବା ଟାର୍ଗେଟର ପିଛା କରି ରୁଟ୍ ଟେଷ୍ଟ…
ବର୍ଷିଲେ ଶାସ୍ତ୍ରୀ, ପିଟରସେନ ବି ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ,୫।୭: ଏଜବାଷ୍ଟନଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏଥିଯୋଗୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍କୁ ଜିତି ସିରିଜ ଡ୍ର କରିବାରେ ସଫଳ…
ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟାଘାତ ନ ହେବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏସମ୍ପର୍କରେ ରାଜ୍ୟର ମୁଖ୍ୟ…
ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନାଗପୁର ଗସ୍ତ କଲେ ଫଡନବୀସ
ମୁମ୍ବାଇ,୫।୭: ଏକ ସପ୍ତାହରୁ ଅଧିକ ସମୟ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଶେଷ ହୋଇଛି। ପାଞ୍ଚ ଦିନ ପୂର୍ବରୁ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର
ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି। ଅପରପକ୍ଷେ…
ଆସନ୍ତା ୮ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,୫।୭(ବ୍ୟୁରୋ): ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ଏମ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବେ…
ମୋବାଇଲରେ ଆପ୍ରେ ପଢ଼ିବେ ପାଠ ମଦ୍ରାସା ଛାତ୍ର
ଲକ୍ଷ୍ନୌ,୫।୭: ଉତ୍ତରପ୍ରଦେଶର ମଦ୍ରାସାରେ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ଏକ ଖୁସି ଖବର। ଏଠାରେ ବର୍ତ୍ତମାନ ମୋବାଇଲ ଆପ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ମଙ୍ଗଳବାର ମଦ୍ରାସା ଇ-ଲର୍ନିଂ ଆପ୍ ଲଞ୍ଚ କରାଯାଇଛି। ଏଥିସହ ପ୍ରାର୍ଥୀମାନେ ପାରମ୍ପାରିକ ଅଧ୍ୟୟନର ପଦ୍ଧତି ବ୍ୟତୀତ…
ଭିଭୋ ସମେତ ଚାଇନିଜ୍ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶର ୪୪ସ୍ଥାନରେ ଇଡିର ଚଢ଼ାଉ
ନୂଆଦିଲ୍ଲୀ,୫।୭: ଚାଇନାର ସ୍ମାର୍ଟଫୋନ ମୋବାଇଲ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ବିରୋଧରେ ମଙ୍ଗଳବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଏକ ଟିମ୍ ସମଗ୍ର ଦେଶରେ ଭିଭୋ ଏବଂ ଏହାର ଆନୁସଙ୍ଗିକ…
Archives


