ଅନ୍ଲାଇନ୍ ଗେମ୍ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା
ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍.ଏ.):ଅନ୍ଲାଇନ୍ ଗେମ୍ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ ଦେଖି ପରିବାର ଅଜାଣତରେ ବିପୁଳ ଟଙ୍କା ସେଥିରେ ବିନିଯୋଗ କରି ହରାଇ ଦେଉଛନ୍ତି। ଶେଷରେ…
ଆମ ଝିଅର ଏମିତି ହେଲେ…
ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଗିଂ ଯୋଗୁ ରାଜ୍ୟରେ ବହୁ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁ ଆଣ୍ଟି ସ୍କ୍ବାଡ୍ ଗଠନ ହୋଇଛି, ତାହା କାମ କରୁନାହିଁ। ବେଳକୁ ବେଳ ଏଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଇଚାଲିଛି। ଯଦି ଆମ…
ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ
ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ ପରେଡ ଶୋକରେ ପରିଣତ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରିଛି। ଆକ୍ରମଣକାରୀଙ୍କୁ…
ଭାରତର ଖେଳ ବିଗାଡି ଦେଲେ ରୁଟ୍-ବେୟାରଷ୍ଟୋ
ବର୍ମିଂହାମ୍, ୫।୭:ଏଜ୍ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିଜୟ ପଥରେ ଅଗ୍ରସର ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ୍ରେ ଅଲ୍ଆଉଟ ହେବାରୁ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ୪ର୍ଥ ଦିବସ ଖେଳ…
ମୂସେଓ୍ବାଲାଙ୍କ ଶୁଟର ୧୮ ବର୍ଷୀୟ ବାଳକ
ଚଣ୍ଡିଗଡ଼/ନୂଆଦିଲ୍ଲୀ,୪।୭: ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକୁ ମାସେ ବିତିଯାଇଥିଲେ ମଧ୍ୟ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହତ୍ୟାକାଣ୍ଡରେ ୧୮ବର୍ଷର ଅଙ୍କିତ ସିରସା ନାମକ ଶୁଟର ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସର ସ୍ପେଶିଆଲ୍…
ଜୁଲାଇ ୭ରେ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିବେ ମୋଦି
ବାରାଣସୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୭ ଅର୍ଥାତ୍ ଗୁରୁବାର ନିଜର ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ୧୮୦୦ କୋଟି ଟଙ୍କାର ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।…
ମହାରାଷ୍ଟ୍ରର ନୂତନ ସରକାରଙ୍କୁ ନେଇ ଭବିଷ୍ୟବାଣୀ କଲେ ପାଓ୍ବାର
ମୁମ୍ବାଇ, ୪ା୭: ରାଜନୀତିର ପୁରୁଖା ଖେଳାଳି ତଥା ଏନ୍ସିପି ସଭାପତି ଶରଦ ପାଓ୍ବାର ମହାରାଷ୍ଟ୍ରର ନବଗଠିତ ଏକନାଥ ଶିନ୍ଧେ ସରକାରଙ୍କ ସ୍ଥାୟୀତ୍ୱକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ୬ ମାସରେ ଶିନ୍ଧେ ସରକାର ଭାଙ୍ଗିଯିବ ବୋଲି ପାଓ୍ବାର କହିଛନ୍ତି। ୨୦୧୯ରେ ମହାରାଷ୍ଟ୍ର…
ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା
କିଭ୍/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର ଏକ ଗଣାମାଧ୍ୟମରେ ଏହି ଅଞ୍ଚଳ ଉପରେ ବିଜୟ…
ଏଣିକି ହୋଟେଲ ମାଲିକ ମନଇଛା ଲଗାଇପାରିବେନି ସର୍ଭିସ ଚାର୍ଜ
ନୂଆଦିଲ୍ଲୀ,୪।୭: ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ସରକାର ସର୍ଭିସ ଚାର୍ଜକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ହୋଟେଲ ଓ ରେଷ୍ଟୁରାଣ୍ଟରେ ମାଲିକମାନେ ମନଇଛା ସର୍ଭିସ ଚାର୍ଜ ଲଗାଇପାରିବେନି। ଜାତୀୟ…
ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ
ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ…
ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଅଜିତ ପାଓ୍ବାର
ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଜାରି ରହିଥିବା ହାଇଡ୍ରାମା ଏବେ ଶେଷ ହୋଇଛି। ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ୧୬୪ଟି ଭୋଟ ସିନ୍ଧେ-ଭାଜପା ଦଳ ସପକ୍ଷରେ ଯାଇଥିବା ବେଳେ ୯୯ଭୋଟ ବିରୋଧୀ ଦଳକୁ ଆସିଛି। ଇତିମଧ୍ୟରେ…
ଏସ୍ଆଇଙ୍କ ନାମରେ ମାମଲା ରୁଜୁ
ହାଟଡିହୀ,୪।୭(ଡି.ଏନ୍.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରାଯାଇଥିଲା। ଏନେଇ ଜଣେ ପୋଲିସ ଏସ୍ଆଇଙ୍କୁ ମହଙ୍ଗା ପଡିଛି l…
Archives


