Home

ପାହାଡ଼ ଉପରେ ପିଲା ପଢୁଛନ୍ତି ପାଠ: ୩୦୯୩ ଗାଁରେ ନିର୍ମାଣ ହେବ ୪୮୩ ଟେଲିଫୋନ ଟାୱାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଗାଁଗୁଡ଼ିକରେ ଟେଲିଫୋନ୍‌ ଟାୱାର ନ ଥିବାରୁ ବିଧାନସଭାରେ ଉଭୟ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ କାମ ଇଣ୍ଟରନେଟ୍‌ ଜରିଆରେ କରାଯାଉଛି। ଟେଲିଫୋନ ଟାଓ୍ବାର ନ ଥିବାରୁ ପିଲାମାନଙ୍କୁ ପାହାଡ଼ ଉପରକୁ ଯିବାକୁ ପଡୁଥିଲା। ଏବେ ଟେକ୍ନୋଲୋଜିର…

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ଡ୍ରେସିଂ ଷ୍ଟାଇଲ ବାଛନ୍ତି। ନିକଟରେ ସେ ଏକ ବୋଲ୍ଡ…

ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ ୟୁକ୍ରେନକୁ ଅଧିକ ରକେଟ ସିଷ୍ଟମ, ଗୁଳି ଏବଂ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଓ୍ବେଟର ଯେତେଥର ଆସିବେ ସେତେ ବିଲ୍‌ ବଢ଼ିବ

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ରହିଛି। ସବୁ ରେଷ୍ଟୁରାଣ୍ଟର ନୀତି ନିୟମ ଅଲଗା। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଓ୍ବେଟର ଯେତିକିଥର ଆପଣଙ୍କ ନିକଟକୁ ଆସିବେ ସେତିକି ବିଲ୍‌ ବଢ଼ିଯିବ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ସ୍ପେନରେ ଏମିତି ରେଷ୍ଟୁରାଣ୍ଟ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

ନୂଆଦିଲ୍ଲୀ,୨୨।୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନଡିଏ ପ୍ରାର୍ଥୀ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଖୁବ୍‌ଶୀଘ୍ର…

ଅବିବାହିତାଙ୍କୁ ଗର୍ଭପାତ ଅନୁମତି

ନୂଆଦିଲ୍ଲୀ, ୨୨/୭:୨୪ ସପ୍ତାହର ଗର୍ଭବତୀ ଥିବା ଜଣେ ଅବିବାହିତା ଯୁବତୀଙ୍କୁ ଗର୍ଭପାତ କରାଇବାକୁ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ୨୦ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ହେବା ପରେ କୌଣସି ଯୁବତୀ ଗର୍ଭପାତ କରାଇପାରିବେ ନାହିଁ ବୋଲି ପୂର୍ବରୁ ଦିଲ୍ଲୀ…

ସର୍ବକନିଷ୍ଠ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ, ୨୨ା୭:ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରୁ ରାଇସିନା ହିଲ୍‌ ଯାତ୍ରା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସହଜ ନ ଥିଲା। କାଉନସିଲରରୁ ପୌରାଧ୍ୟକ୍ଷା, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ ଦ୍ରୌପଦୀ।…

ବର୍ଷାରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେ: ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ୫ ଦିନ ଗଲାନି

ଲକ୍ଷ୍ନୌ, ୨୨ା୭:ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ଉଦ୍‌ଘାଟନ କରିଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେର କିଛି ଅଂଶ ବର୍ଷାରେ ଧସିଯାଇଛି। ଚିତ୍ରକୂଟର ଭରତକୋପରୁ କୁର୍ଦ୍ଦେଲକୁ ସଂଯୋଗ କରୁଥିବା ଏହି ୨୯୬ କିଲୋମିଟର ଦୀର୍ଘ ୪ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ଓ୍ବେର…

‘ମୋତେ କ୍ୟାନ୍‌ସର ହୋଇଛି’

ଓ୍ବାଶିଂଟନ୍‌, ୨୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ଦେଇଥିବା ଭାଷଣର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ବାଇଡେନ୍‌ କହୁଥିବାର ଶୁଣିବାକୁ ମିଳିଛି। ବାଇଡେନ୍‌ଙ୍କ ଏଭଳି ବକ୍ତବ୍ୟକୁ ନେଇ…

୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟକୁ କରାଯାଇଛି ବ୍ଲକ

ନୂଆଦିଲ୍ଲୀ, ୨୧ା୭: ଦେଶ ସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୧-୨୨ରେ କେନ୍ଦ୍ର ସରକାର ୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ୟୁଆର୍‌ଏଲ୍‌ ତଥା ଓ୍ବେବସାଇଟ୍‌କୁ ବ୍ଲକ କରିଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ଏହି…

ପାକିସ୍ତାନରୁ ମିଳିଲା ମୁସେଓ୍ବାଲାଙ୍କ ବାପାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼,୨୧।୭: ପଞ୍ଜାବ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ ତାଙ୍କ ପିତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂଙ୍କୁ ଏକ ପୋଷ୍ଟ ଜରିଆରେ ଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ଧମକପୂର୍ଣ୍ଣ ଚିଠିରେ ପରବର୍ତ୍ତୀ ନମ୍ବର…

ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିରୋଧୀ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri