ସର୍ବାଧିକ ବର୍ଷେ ଘରେ ରହି କାମ କରିପାରିବେ
ନୂଆଦିଲ୍ଲୀ,୨୧।୭: ଘରେ ରହି କାର୍ଯ୍ୟ କରିବା ବା ଓ୍ବାର୍କ ଫ୍ରମ୍ ହୋମ୍ (ଡବ୍ଲ୍ୟୁଏଫ୍ଏଚ୍) ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ପେଶିଆଲ୍ ଇକୋନୋମିକ ଜୋନ୍ସ(ଏସ୍ଇଜେଡ୍) ରୁଲ୍ସ,୨୦୦୬ରେ ଡବ୍ଲ୍ୟୁଏଫ୍ଏଚ୍ ପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ନୂଆ ରୁଲ୍…
ଆଜି ନୂଆ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୧ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ଗତ ୧୮ ତାରିଖରେ ସ୍ଥିର ହୋଇସାରିଛି। ଭାଜପା ନେତୃତ୍ୱାଧୀନ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀ ଚ୍ୟାଲେଞ୍ଜର ଯଶଓ୍ବନ୍ତ ସିହ୍ନା (୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ…
୫ ଘଣ୍ଟା ଏନ୍କାଉଣ୍ଟର:୨ ନିହତ
ଚଣ୍ଡିଗଡ଼,୨୧ା୭: ପଞ୍ଜାବ ଗାୟକ ସିଦ୍ଧୁ ମୂସଓ୍ବୋଲାଙ୍କ ହତ୍ୟା ଅଭିଯୁକ୍ତ ତଥା ୨ ଶୁଟର ବୁଧବାର ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ମୃତ ଗ୍ୟାଙ୍ଗଷ୍ଟର ହେଲେ ଜଗ୍ରୂପ ସିଂ ରୂପା ଏବଂ ମନ୍ପ୍ରୀତ ମନୁ ଓରଫ ମନ୍ନୁ କୁସା। ଭାରତ-ପାକିସ୍ତାନ ସୀମାରୁ ୧୦…
ଋଷି ବନାମ ଲିଜ୍
ଲଣ୍ଡନ,୨୧ା୭: ବ୍ରିଟେନ ଇତିହାସରୁ ସବୁଠୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ। ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୁଧବାର ଏକ…
ଗାଡ଼ି ଚଢ଼ାଇ ପୋଲିସକୁ ହତ୍ୟା: ୨୪ ଘଣ୍ଟାରେ ୩ ମୃତ
ରାଞ୍ଚି/ବଡ଼ୋଦରା,୨୧ା୭: ହରିୟାଣାର ନୁହ ଜିଲାରେ ବେଆଇନ ଖନନ ବେଳେ କର୍ତ୍ତବ୍ୟରତ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରାଯିବାର ୨୪ ଘଣ୍ଟା ନ ବିତୁଣୁ ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦ ଜିଲାରେ ଦୁଇଟି ଅନୁରୂପ ଘଟଣା ସାମ୍ନାକୁ…
ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ
ବେଙ୍ଗାଲୁରୁ,୨୧ ।୭: ଭାରତୀୟ ନୌସେନାର ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟରେ ପୁଣିଥରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ବୁଧବାର କର୍ନାଟକର ବ୍ୟବସାୟୀକ ବନ୍ଦର ନିକଟରେ ଆରବ ସାଗରରେ ଟ୍ରାଏଲ ସମୟରେ ବିକ୍ରମାଦିତ୍ୟରେ ନିଆଁ ଲାଗିଯାଇଥିବା ଜଣାପଡିଛି । ହେଲେ ଏହି…
‘ମୁଁ ଆତ୍ମହତ୍ୟା କରିବି ନାହିଁ’
ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରିଛନ୍ତି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଉକିଆ
କୋକସରା,୨୦ା୭(ଡି.ଏନ୍.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍ ପଡୁଛନ୍ତି। ଏମିତି ଏକ…
ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ଫାଇନାଲରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଲଣ୍ଡନ,୨୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଞ୍ଚମ ରାଉଣ୍ଡ ୧୩୭ ଭୋଟ ପାଇ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି। ପଞ୍ଚମ ରାଉଣ୍ଡ ଭୋଟ ସହିତ ତାଙ୍କ ପ୍ରତିଦ୍ୱନ୍ଦୀ ବାଣିଜ୍ୟ ମନ୍ତ୍ରୀ ପେନି ମେର୍ଡେଣ୍ଟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ…
୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ
ଭୁବନେଶ୍ୱର, ୨୦।୭(ବ୍ୟୁରୋ) – ରାଜ୍ୟର ୧୦ଟି ଜିଲାର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କେଉଁ କେଉଁ ସ୍ଥାନରେ ଡିଗ୍ରୀ କଲେଜ ଓ କେତେ ପିଲା ପଢ଼ୁଛନ୍ତି ଏବଂ କେଉଁ…
‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’
ନୂଆଦିଲ୍ଲୀ,୨୦।୭: ଦୀର୍ଘଦିନ ଧରି ନିଜର ଖରାପ ଫର୍ମ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଦେଢ଼ ବର୍ଷ ଧରି ସେ ଶତକଟିଏ ମାରି ନାହାନ୍ତି। ୨୦୧୯ ନଭେମ୍ବରରେ ସେ ବାଲାଂଦେଶ ବିପକ୍ଷରେ ଶତକ ମାରିଥିଲେ। ସେବେଠାରୁ…
ଏହି କାରଣ ପାଇଁ ଦେଶ ଛାଡ଼ିଥିଲେ ଗୋଟାବାୟା
କଲମ୍ବୋ,୨୦ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏଥର ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ସମୟ ଶେଷ ହେବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପରେ ଲୋକମାନେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଦେଶରେ…
Archives


