ଦିଅରଙ୍କୁ ଆଶୀର୍ବାଦ ଦେଲେ କ୍ୟାଟ୍ରିନା

ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସମେତ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାଉଜ କ୍ୟାଟ୍ରିନା କୈଫ ମଧ୍ୟ ତାଙ୍କୁ ବିଶେଷ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
କ୍ୟାଟ୍ରିନା ଦିଅରଙ୍କ ଜନ୍ମଦିନ ଅବସରରେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି। ଫଟୋରେ ଏହା ଦେଖିବାକୁ ମିଳେ ଯେ, ବିକି ଏବଂ କ୍ୟାଟ୍ରିନା ଛିଡା ହୋଇଛନ୍ତି । ସନି ତାଙ୍କ ଭାଉଜଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ କ୍ୟାଟ୍ରିନା କ୍ୟାପସନରେ ଲେଖିଛନ୍ତି, ‘ଭଲରେ ଥାଅ, ଖୁସିରେ ରୁହ’। ଏହି ପୋଷ୍ଟରେ ବିକି କମେଣ୍ଟ୍‌ ଦେଇ ଲେଖିଛନ୍ତି, ମୋର ଦୁଇଟି ମୂଲ୍ୟବାନ ରତ୍ନ।
ସନ୍ନି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଶିଦ୍ଦତ’ରେ ତାଙ୍କର ଅଭିନୟକୁ ପ୍ରଶଂସା କରାଯାଇଥିଲା। ତାଙ୍କୁ ଖୁବ ଶୀଘ୍ର ‘ମିଲି’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ...

ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା

ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଢୁଆ ଏପର୍ଯ୍ୟନ୍ତ ଶେଷ ହେବା ଭଳି...

୨୦ କିଲୋ ଓଜନ ବଢାଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଚଳଚ୍ଚିତ୍ର ଥାଲାଇଭିର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ...

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ...

ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲେୟା-୨’ ଆଜି ହଲ୍‌କୁ ଆସିଛି। ଏହା ସହିତ ‘ଶେହଜାଦ୍‌’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି।...

ମାଲଦ୍ୱୀପରେ ସୋନାକ୍ଷୀ

ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ସ୍ବାମୀ ନିକ୍‌ଙ୍କ ପ୍ରତି ଅଭିଯୋଗ ଆଣିଲେ ଏହି ମହିଳା, ମୁହଁ ଖୋଲିନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କର ଅନେକ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିସହ ତାଙ୍କୁ...

Advertisement
Archives

Model This Week