Home

ଭରା ନଈ ପାର ହେଲେ ପ୍ରସୂତି

କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ ଦମକଳ ବାହିନୀ କର୍ମଚାରୀ। ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ  ଗର୍ଭ ଯନ୍ତ୍ରଣା…

ହାତରେ କାର୍‌ ଉଠାଇଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…

ଆପଣ ନିଶ୍ଚିତ ଭାବରେ ମାର୍ଭେଲ କମିକ୍ସର ସୁପରହିଟ୍‌ ‘ହଲ୍କ’ ବିଷୟରେ ଜାଣିଥିବେ। ଆଭେଞ୍ଜର୍ସ ଫିଲ୍ମରେ ତାଙ୍କର ଚରିତ୍ରକୁ ବହୁତ ପ୍ରଶଂସା କରାଯାଏ। ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି। କିନ୍ତୁ ସେ ଫିଲ୍ମରେ କେବଳ ଏକ…

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି। ଏହି ସମୟରେ, ଆମ ଆଦମୀ ପାର୍ଟି (ଏଏପ) ସିଙ୍ଗରୋଲିରେ ଏକ ଜୋରଦାର ଏଣ୍ଟ୍ରି କରିଛି।…

ବିମାନରେ ସ୍ପିକର ଦେଇ ଗୀତ ଗାଇଲେ ଏୟାରହୋଷ୍ଟେସ୍‌, ଯାତ୍ରୀ କହିଲେ…

ସାଧାରଣତଃ ବିମାନ ଯାତ୍ରା ବହୁ ଶାନ୍ତିଦାୟକ ବୋଲି କୁହାଯାଏ। ବସ୍‌ କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ କୋଳାହଳ ଶୁଣିବାକୁ ମିଳିଥାଏ। ବସ୍‌ ଏବଂ ଟ୍ରେନ୍‌ରେ ଅନେକ ପ୍ରକାରର ଲୋକ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ…

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ ଯୋଜନା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଭୁଲ ଜେଲ ଦଣ୍ଡାଦେଶ କ୍ଷତିପୂରଣ ଏବଂ ଭୁଲ ଏଜେନ୍ସି…

୭୦ ଶତକ ମାରିବା କ୍ୟାଣ୍ଡି କ୍ରସ୍‌ ନୁହେଁ: କୋହଲିଙ୍କୁ ନେଇ ଏମିତି କହିଲେ…

ନୂଆଦିଲ୍ଲୀ,୧୭।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ବିତର୍କ ଚାଲିଛି। ଏବେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତର ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଶ୍ଚିତ ଭାବେ କୋହଲି ନିଜ ଫର୍ମ ହାସଲ କରିବେ। ଏଥିଲାଗି…

ମାଲଦାରେ ବୋମା ବିସ୍ଫୋରଣ…

କୋଲକାତା,୧୭।୭ : ପଶ୍ଚିମବଙ୍ଗ ମାଲଦାରେ ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗୋପାଳପୁରର ମାଣିକଚୌକରେ ରବିବାର ଏହା ଘଟିଛି। ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନଥିବା…

ଅଢ଼େଇ ମାସରେ ୧୬ ବିମାନରେ ଯାନ୍ତ୍ରିକ ତ୍ରୁଟି…

ନୂଆଦିଲ୍ଲୀ,୧୭।୭ : ରବିବାର ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୫ରେ ମଧ୍ୟ ସ୍ପାଇସଜେଟର ଏକ ବିମାନ କରାଚିରେ ଯାନ୍ତ୍ରିିକ…

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ ପାହାଡରୁ…

ତୃତୀୟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଉତ୍ସାହର ସହ ଅପେକ୍ଷା କରିଛି: ସୂର୍ଯ୍ୟକୁମାର

ମଞ୍ଚେଷ୍ଟର,୧୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ଖେଳାଯିବ। ଦୁଇଟି ମ୍ୟାଚ୍‌ ପରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ଅଛନ୍ତି। ଏଣୁ ଉଭୟ ଦଳ ପାଇଁ ମ୍ୟାଚ୍‌ର ଗୁରୁତ୍ୱ ଅଧିକ। ତେବେ…

୧୨ ଟନ୍‌ ବିପଜ୍ଜନକ ରାସାୟନିକ ନେଇ ଯାଉଥିବା ୟୁକ୍ରେନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ…

ପଲେଖୋରି,୧୭।୭ : ଉତ୍ତର ଗ୍ରୀସର କାଭାଲା ସହର ନିକଟରେ ଏକ ୟୁକ୍ରେନ ଏୟାରଲାଇନ୍ସର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦୁଇ ଘଣ୍ଟା ଧରି ବିସ୍ଫୋରଣ ଶୁଣି ନିଆଁ…

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ ହାର୍ଡୱେର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri