ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ସମସ୍ତ ୩ ଜଣ ଚାଇନା ନାଗରିକ ବୋଲି ଜଣାପଡିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଭୟ ଆହତ ପେଟରେ ଗୁଳି ବାଜିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଏହି ହତ୍ୟାକାଣ୍ଡ ସମ୍ପର୍କରେ କରାଚିର ଅତିରିକ୍ତ ଆଇଜିପିଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏଭଳି ଘଟଣା ସହନୀୟ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି ୧୧ରେ ସାମିଲ ହେବ ଭାରତ

ଓ୍ବାଶିଂଟନ, ୧।୬(ପି.ଟି/ଆଇଏଏନ୍‌ ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜି ୭ ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି। ଏହାସହ ସେ ଏହି ପୁରୁଣା ବ୍ଲକ୍‌କୁ ଜି...

ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି ବିରୋଧରେ ଗଣବିକ୍ଷୋଭ

ବେଜିଂ,୨୭।୧୧: ଆଂଶିକ ଲକ୍‌ଡାଉନ୍‌ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ଜୀବନ ଯିବା ପରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି...

ତେଲ ଟ୍ୟାଙ୍କର ବିସ୍ଫୋରଣରେ ୯୨ ମୃତ

ଫ୍ରିଟାଉନ (ସିଏରା ଲିଓନେ), ୭ା୧୧: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ସିଏରା ଲିଓନେ ରାଜଧାନୀ ନିକଟରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହେବାରୁ ୯୨ ଜଣଙ୍କ ମୃତ୍ୟୁ...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

ଧସିଲା କୋଇଲା ଖଣି: ୪ ମୃତ

ବେଜିଂ,୨୭।୧୦: ଚାଇନାରେ ଏକ କୋଇଲା ଖଣି ଧସିଯିବାରୁ ଏଠାରେ କାମ କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ସିଚୁଆନ୍‌...

ଭାରତକୁ ନାଲିଆଖି ଦେଖାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୨: ଏସିଆ କପ ୨୦୨୩ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ଆହୁରି ଖରାପ ହେଉଥିବା ଦେଖାଯାଉଛି। ନିକଟରେ ବାହାରେନରେ ଅନୁଷ୍ଠିତ...

୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ...

ବାପାଙ୍କ ଆଖି ଆଗରେ ପୁଅକୁ ଟାଣିନେଲା କୁମ୍ଭୀର

ମାଲେସିଆ,୪।୧୨: ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା...

Advertisement
Archives

Model This Week