ଭାଜପା-ଏଏପି ମୁହାଁମୁହିଁ, ପ୍ରଧାନମନ୍ତ୍ରୀ ମଧ୍ୟ କରି ପାରିବେନି ବିଦେଶ ଗସ୍ତ, କହିଲେ କେଜ୍ରିଓ୍ବାଲ…
ନୂଆଦିଲ୍ଲୀ,୨୨।୭ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସାମ୍ବିଧାନିକ ଅଧିକାରୀଙ୍କ ବିଦେଶ…
ଆଜି ରାଜ୍ୟରୁ ୧୧୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୬ ଶିଶୁ
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୪,୩୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬୯୦ ଜଣ ଚିହ୍ନଟ ହୋଇଥିବା…
ରାଜ୍ୟ ସରକାର-ଆଇଏଫ୍ସି ବୁଝାମଣାପତ୍ର ସ୍ବାକ୍ଷର
ଭୁବନେଶ୍ବର,୨୨ା୭(ବ୍ୟୁରୋ): ରାଷ୍ଟ୍ରାୟତ୍ତ ସମ୍ପତ୍ତି ମୁଦ୍ରୀକରଣ ଓ ପୁନଃ ବିନିଯୋଗ ପାଇଁ ରାଜ୍ୟ ସରକାର ଓ ବିଶ୍ୱବ୍ୟାଙ୍କର ଅନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫ୍ସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ…
ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ସବୁଠୁ ଆଗରେ
ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁ ରାଜ୍ୟଠାରୁ ଆଗରେ ରହିଛି। ଗୁରୁବାର ବିଧାନସଭାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଭାଜପା ସଭ୍ୟ ଗଣେଶରାମ ସିଂ ଖୁଣ୍ଟିଆଙ୍କ…
୪ ବର୍ଷ ହେଲା ସ୍ଥାୟୀ ଉପନିବନ୍ଧକ ନାହାନ୍ତି
ନାଉଗାଁ , ୨୨ା୭(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ ପଦବୀ ଦୀର୍ଘ ୪ ବର୍ଷ ହେବ ଖାଲି ପଡିଛି। ୨୦୧୮ ସେପ୍ଟେମ୍ବରରେ ମହେଶ୍ୱର ବେହେରା ଉପନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅନ୍ୟତ୍ର ବଦଳି ପରେ ପଦବୀଟି ଖାଲି…
୩ ମାସ ହେବ ମିଳୁନି ଟଙ୍କିକିଆ ଚାଉଳ
ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପୋଖରିଆପଡା ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଲୋକଙ୍କୁ ଯୋଗାଣ ସାମଗ୍ରୀ ପ୍ରଦାନ କରିବା ପାଇଁ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଭଜନା…
ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…
ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରିବାର ଅଧିକାରକୁ ସୁରକ୍ଷା ଦେଇଛି। ଆମେରିକାରେ ଲୋକଙ୍କର…
ବାଂଲାଦେଶୀ ଅନୁପ୍ରବେଶକାରୀ ଭର୍ତ୍ତି
କେନ୍ଦ୍ରାପଡ଼ା ଅଫିସ, ୨୨ା୭: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ୨୯,୨୪୯ଙ୍କ ମଧ୍ୟରୁ ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୨୩ ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଏହି ସୂଚନା ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ…
ବାଲିଚନ୍ଦ୍ରପୁର-ଦେକୁରି ରାସ୍ତା ମରଣଯନ୍ତା
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୨ା୭(ଡି.ଏନ୍.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ୍ ଅଧୀନରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଲଟିଛି ମରଣଯନ୍ତା। ମାତ୍ର ୨ବର୍ଷ ତଳେ କାମ ଶେଷ ହୋଇଥିବାବେଳେ ଏବେ ଏହି ରାସ୍ତାରେ ଆଣ୍ଠୁଏ ଲେଖା ଖାଲ ସୃଷ୍ଟି ହୋଇଛି, ଯଦ୍ଦ୍ବାରା ପୋଖରୀର…
ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି
ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ ଭାବେ ପ୍ରଭାବଶାଳୀ ଲୋକଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଇଛି।…
ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍-ଜୁନ୍ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ ଏପ୍ରିଲ୍ରୁ…
୪ ମାସ ହେଲା ଆସୁନି ମଧ୍ୟାହ୍ନଭୋଜନ ଅନୁଦାନ
ବିଞ୍ଝାରପୁର,୨୨ା୭(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକରେ ପ୍ରହସନ ପାଲଟିଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ବାବଦ ଅନୁଦାନ। ଫଳରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି ପ୍ରଧାନଶିକ୍ଷୟିତ୍ରୀ,ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ବ୍ଲକର ବିଭିନ୍ନ ସ୍କୁଲରେ,…
Archives


