Home

ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ, ରବିବାର ହଲ୍ଲାବୋଲ ରାଲି…

ନୂଆଦିଲ୍ଲୀ, ୩।୯ : ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶନିବାର କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କଂଗ୍ରେସ ସାଂଗଠନିକ ମହାସଚିବ କେ.ସି.ବେଣୁଗୋପାଳ କହିଛନ୍ତି ତାଙ୍କ ଦଳ…

ଏକଜୁଟ ହେଲେ ଭାଜପା ପାଇବନି ଗୋଟିଏ ବି ସିଟ୍‌, ସରପଞ୍ଚଙ୍କୁ କେଜରିଓ୍ବାଲଙ୍କ ପରାମର୍ଶ…

ଅହମଦାବାଦ, ୩।୯ : ଗୁଜରାଟର ସୁରେନ୍ଦ୍ର ନଗରରେ ସରପଞ୍ଚଙ୍କ ସହ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ସାକ୍ଷାତ୍‌ କରିଛନ୍ତି। ସେ କହିଛନ୍ତି ଯେ ଆଜି ସମସ୍ତ ସରପଞ୍ଚ ଏବଂ ଭିସି ଏଠାରେ ଅଛନ୍ତି। ଯଦି ସେମାନେ ଏକଜୁଟ…

ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ, ୪ଜଣଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତଦନୁଯାୟୀ ବ୍ରହ୍ମପୁର କନ୍‌ସୋଲିଡେଶନ ଆଣ୍ଡ ସେଟଲମେଣ୍ଟ ଅତିରିକ୍ତ କମିଶନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ…

ସମାଜବାଦୀ ପାର୍ଟୀ ସହ ଏବେ କୌଣସି ସମ୍ପର୍କ ନାହିଁ, ୨୦୨୨ରେ ଦଳ ସହ ଯିବା ବଡ଼ ଭୁଲ: ଶିବପାଲ

ଲକ୍ଷ୍ନୌ,୩।୯: ସମାଜବାଦୀ ପାର୍ଟି ସହ ଆଉ କୌଣସି ସମ୍ପର୍କ ରହିବ ନାହିଁ। ୨୦୨୨ ନିର୍ବାଚନରେ ଏସ୍‌ପି ସହ ଯିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ପ୍ରଗତିଶୀଳ ସମାଜବାଦୀ ପାର୍ଟୀ ସଭାପତି ଶିବପାଲ ସିଂ ଯାଦବ କହିଛନ୍ତି। ତେବେ ଯଦି ମେନପୁରୀରୁ…

ଜିଲାପରିଷଦ-ବିଧାୟକ ମୁହାଁମୁହିଁ ଘଟଣା: ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଜିଲାପରିଷଦ ସଭ୍ୟ

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଗତ ଅଗଷ୍ଟ ୩୦ରେ ହୋଇଥିବା ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ୩ ନଂ ଜୋନ୍‌ ଜିଲାପରିଷଦ ସଭ୍ୟା ଅସୀମା ମିଶ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦୀୟ…

କେରଳର ଭବିଷ୍ୟତ ହେଉଛି ଭାଜପା: ଅମିତ ଶାହା

ଥିରୁଭାନନ୍ତପୁରମ୍‌,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାଜପାର ପ୍ରମୁଖ ନେତା ଅମିତ ଶାହା। କେରଳର ଥିରୁଭାନନ୍ତପୁରମ୍‌…

୨୦୨୯ ସୁଦ୍ଧା ଭାରତ ହେବ ପୃଥିବୀର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା: ଏସବିଆଇ ରିପୋର୍ଟ…

ନୂଆଦିଲ୍ଲୀ, ୩।୯ : ଭାରତ ୨୦୨୯ ସୁଦ୍ଧା ପୃଥିବୀର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାଭାବରେ ଉଭା ହୋଇପାରେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୈତିକ ଅନୁସନ୍ଧାନ ବିଭାଗର ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୪ରେ…

କିଭଳି ଗୁଜରାଟରେ ବିଜୟ ପତାକା ଉଡାଇବ ଏଏପି? କେଜ୍ରିଓ୍ବାଲ କହିଲେ…

ଅହମ୍ମଦାବାଦ,୩।୯: ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ବିଜୟ ପତାକା ଉଡ଼ାଇବା ପରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏହି ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛି। କେଜ୍ରିଓ୍ବାଲ କ୍ରମାଗତ ଭାବେ ଗୁଜରାଟ ଗସ୍ତ କରି ବିଭିନ୍ନ…

ଚନ୍ଦ୍ରକୁ ମଣିଷ ପଠାଇବ ନାସା

ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’…

ଭାଜପାରୁ ଦରମା ନେଇ ଏଏପି ପାଇଁ କାମ କରିବାକୁ କର୍ମୀଙ୍କୁ କହିଲେ କେଜରିଓ୍ବାଲ…

ଅହମଦାବାଦ, ୩।୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାସକ ଦଳରେ ରହିଥିବାବେଳେ ଗୁଜରାଟର ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ନିବେଦନ କରିଛନ୍ତି। ଗୁଜରାଟ ଗସ୍ତର ଶେଷ ଦିନ ଶନିବାର ରାଜକୋଟରେ ଏକ…

ପାରସ୍‌ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍‌ମା

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍‌ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା ସାରା କପାଡ଼ିଆଙ୍କ ଭୂମିକାରେ ନଜର ଆସୁଥିଲେ। ହେଲେ ଏବେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ…

ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri