ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ: ପ୍ରଜ୍ଞା ମିଶ୍ର ରାଜ୍ୟ ଟପ୍ପର
ଭୁବନେଶ୍ୱର,୨୫।୭(ବ୍ୟୁରୋ): କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ଇ) ଦ୍ୱାରା ପରିଚାଳିତ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ଓଡ଼ିଶାର ପାସ୍ ହାର ଅଧିକ ରହିଛି। ଦେଶରେ ପାସ୍ ହାର ୯୯.୩୮% ଥିବାବେଳେ ଓଡ଼ିଶାରେ…
ଦିନିକିଆ ରିମାଣ୍ଡରେ ଗଲେ ଅର୍ପିତା
କୋଲକାତା,୨୪।୭: ମନିଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିନିକିଆ ରିମାଣ୍ଡରେ ନେଇଛି। ସୋମବାର ତାଙ୍କୁ ମନିଲଣ୍ଡରିଂ ନିରୋଧୀ ଆଇନ୍ (ପିଏମ୍ଏଲ୍ଏ) କୋର୍ଟରେ ହାଜର କରାଯିବ। ଗିରଫ ଅର୍ପିତାଙ୍କୁ…
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବିଜେଡିର ଲୋକ ସଭା ଏବଂ ରାଜ୍ୟ ସଭା ଏମ୍ପିମାନେ ସେଠାରେ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କୁ ଭେଟିବା ପରେ ଟୁଇଟର୍ ନିଜର…
ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ
ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ…
ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ
ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ଆଜି ଆପଣ ସମସ୍ତେ ମୋ ଉପରେ ବିଶ୍ୱାସ ରଖିଥିଲେ ଏବଂ ଆପଣଙ୍କର ନିର୍ବାଚିତ…
ଦେଶର ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିଦେଇଛନ୍ତି ମୋଦି ସରକାର: ଓଓ୍ବାଇସି
ନୂଆଦିଲ୍ଲୀ,୨୪।୭: ସଂସଦର ଅଧିବେଶନ ମଧ୍ୟରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାଭରକର ଏବଂ ଗୋଲୱାଲକର ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସମାନ ନୀତିରେ କାର୍ଯ୍ୟ କରି ସେ ଦେଶର…
ଟସ୍ ଜିତିଲା ଓ୍ବେଷ୍ଟଇଣ୍ଡିଜ୍
ପୋର୍ଟ ଅଫ୍ ସ୍ପେନ୍,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନ୍ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଆଭେଶ ଖାନ୍ ଏହି ମ୍ୟାଚ୍ରେ…
କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ପୱନ ଖେରା, ଜୟରାମ ରମେଶ, ନେତା ଡି’ସୁଜାଙ୍କୁ ରବିବାର ଏକ ଆଇନଗତ ନୋଟିସ ପଠାଇଛନ୍ତି। ବିନା ସର୍ତ୍ତରେ ଲିଖିତ କ୍ଷମା ପ୍ରାର୍ଥନା କରିବା ଏବଂ ଅଭିଯୋଗଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନୋଟିସରେ…
ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ: ପ୍ରକୃତି
ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖୁଛନ୍ତି। ତେବେ ପ୍ରକୃତି ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ…
ଏଣ୍ଡୁଅ ପରି ରଙ୍ଗ ବଦଳାଉଛି ଏହି ପକ୍ଷୀ, ଭିଡିଓ ଦେଖିଲେ…
କେବଳ ଏଣ୍ଡୁଅ ଯେ, ରଙ୍ଗ ବଦଳାଏ ତାହା ନୁହେଁ, ଏକ ପକ୍ଷୀ ମଧ୍ୟ ରଙ୍ଗ ବଦଳାଇଥାଏ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅଳ୍ପ ସମୟର ହେଲେ ମଧ୍ୟ ଆଖି ପିଛୁଳାକେ ପକ୍ଷୀଟି ଅନେକ ରଙ୍ଗ…
ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ପାସ୍ ହାର୍ ୯୯.୩୮%
ନୂଆଦିଲ୍ଲୀ,୨୪।୭: ରବିବାର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସ୍ସି) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ପାସ୍ ହାର ୯୯.୩୮ ପ୍ରତିଶତ ରହିଛି। ଏଥିମଧ୍ୟରୁ ଛାତ୍ରୀଙ୍କ ପାସ୍ ହାର ୯୯.୫୨ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର…
ଭାରତକୁ ଉସ୍କାଇବାକୁ ଚେଷ୍ଟା କରୁଛି ଚାଇନା
ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ(ଏଲ୍ଏସି) ନିକଟରେ ଉଡ଼ୁଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି।…
Archives


