Home

ଚର୍ଚ୍ଚାରେ ସାଉଥ୍‌ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି। ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ଏଥିରେ ପରିବାରଲୋକଙ୍କ ସହ କିଛି ବନ୍ଧୁ ସାମିଲ ହୋଇଛନ୍ତି।…

ସିଦ୍ଧାର୍ଥଙ୍କ ମୃତ୍ୟୁକୁ ପୁରିଲା ବର୍ଷେ; ପରିବାର ରଖିଲେ ପ୍ରାର୍ଥନା ସଭା

ବମ୍ବେ: ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ବର୍ଷେ ପୁରିଛି। ୨୦୨୧ ସେପ୍ଟେମ୍ବର ୨ରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ସେଥିଲାଗି ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି। ପୁଅଙ୍କ…

ପାକିସ୍ତାନ ପାଇଁ ‘କର ଅବା ମର’ ସ୍ଥିତି: ଭାରତ ସହ ଲଢ଼େଇ ପାଇଁ ଜିତିବା ଜରୁରୀ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ ସିଜନ ଏବେ ସୁପର-୪ ଷ୍ଟେଜରେ ପହଞ୍ଚିଛି। ଭାରତ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଏଥିରେ ସ୍ଥାନ ପାଇସାରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚତୁର୍ଥ ଟିମ୍‌ କିଏ ହେବ ତାହା ସ୍ପଷ୍ଟ ହେବ। ପାକିସ୍ତାନ ଏବଂ ହଂକଂ…

ପୌର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଓ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସ୍ବାୟତ୍ତ ଶାସନ ସନ୍ଧ୍ୟା ଉତ୍ସବକୁ ବାତିଲ କରାଯିବା ଓ ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ…

ଐଶ୍ୱର୍ଯ୍ୟା ଭାବି ଏହି ଯୁବତୀଙ୍କ ଲୁକ୍‌ରେ ହଜିଯାଆନ୍ତି ଦର୍ଶକ

ମୁମ୍ବାଇ: ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଅନେକ କିଛି ଭାଇରାଲ ହୋଇଥାଏ। ଏପରିକି ବଲିଉଡ୍‌ ଷ୍ଟାରଙ୍କ ପରି ସୋସିଆଲ ମିଡିଆର ୟୁଜରମାନେ ମଧ୍ୟ ସେମାନଙ୍କ ପ୍ରତିଭା ଦେଖାଇଥାନ୍ତି। ଏବେ ଜଣେ ଯୁବତୀଙ୍କ ଲୁକ୍‌…

‘ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି’

ପାଟନା,୨।୯: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି। କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜେଡିୟୁ ଜାତୀୟ ସଭାପତି ଲଲନ…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆ ବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ଯୁବକଙ୍କଠାରୁ ଅବକାରୀ ବିଭାଗ ଚଢ଼ାଉ କରି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ…

ବଢୁଛି ବନ୍ୟା ମୃତକଙ୍କ ସଂଖ୍ୟା

ଇସଲାମାବାଦ,୨ା୯: ପାକିସ୍ତାନରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୧୨୦୦ରେ ପହଞ୍ଚିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିବୃତ୍ତିରେ କୁହାଯାଇଛି, ଜୁନ୍‌ ୧୪ରୁ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍‌ରେ ୧,୧୮୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।…

ଲିଜ୍‌ ଟ୍ରସ୍‌ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨।୯: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍‌ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରାୟ ଏକ ଡଜନ ବିତର୍କ ଏବଂ ତିନୋଟି ଟିଭି ବିତର୍କ ପରେ ପ୍ରତିଦ୍ୱନ୍ଦ୍ୱୀ ଲିଜ…

୧୧ରେ ମାଉଣ୍ଟଆବୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ…

ଖୋ ଖୋ ରୋମାଞ୍ଚ

ରୋମାଞ୍ଚ ଆଣିଛି ସ୍ବଦେଶୀ କ୍ରୀଡ଼ା। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଏବେ କ୍ରୀଡ଼ା ଜଗତରେ ବେଶ୍‌ ଚର୍ଚ୍ଚାରେ ରହିଛି । ନିିୟମରେ ଅନେକ ପରିବର୍ତ୍ତନ, ବାଜା, ବାଣ, ଦର୍ଶକଙ୍କ ଉପସ୍ଥିତି,…

ଗଛରେ ପୋଷ୍ଟର ଲଗାଇଲେ ମାଓବାଦୀ, ଦେଲେ ଏମିତି ଚେତାବନୀ

କୋଟଗଡ଼,୨ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ର ଜାମଝୋରରେ ମାଓବାଦୀମାନେ ଶୁକ୍ରବାର ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ଏମ୍‌ପି ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାଶିୟର ଛବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri