ଭୁଶୁଡ଼ିଲା କୋଠା, ଜଣେ ମୃତ
ନୂଆଦିଲ୍ଲୀ,୨୪ା୭: ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ୩ଟି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…
ଚଳନ୍ତା କାର୍ର ଟାୟାର ପରିବର୍ତ୍ତନ କରି ଗିନିଜ୍ ରେକର୍ଡ କଲେ ଦୁଇ ବ୍ୟକ୍ତି
କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ କରିଥାନ୍ତି। ଠିକ୍ ସେମିତି ଇଟାଲୀର ଦୁଇ ବ୍ୟକ୍ତି ଯେ କି କଠିନ ପରିଶ୍ରମ ଏବଂ…
ବିଶ୍ୱ ଚାମ୍ପିୟନଶିପ୍ରେ ରୋପ୍ୟ ଜିତି ଇତିହାସ ରଚିଲେ ନୀରଜ
ନୂଆଦିଲ୍ଲୀ,୨୪।୭: ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍ରେ ରୋପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ୨୦୦୩ ପରେ ସେ ଏହି ଚାମ୍ପିୟନଶିପ୍ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି। ନିରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନଶିପ୍ର ଫାଇନାଲରେ…
ବାସ୍ତୁ ଅନୁସାରେ କିପରି ହେବା ଦରକାର ପ୍ରବେଶ ଦ୍ୱାର, ଜାଣନ୍ତୁ…
ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ଆଉ ସୁନ୍ଦର ରଖିବା ଦରକାର। କାରଣ ଏହା ହେଉଛି ଘର ପାଇଁ ଖୁସିର ଦ୍ୱାର। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାର କିପରି ହେବା ଦରକାର ଆସନ୍ତୁ ଜାଣିନେବା ସେ ସମ୍ପର୍କରେ… *…
ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ନୌସେନାକୁ ମିଳିଛି ୩ ଲକ୍ଷରୁ ଅଧିକ ଆବେଦନ
ନୂଆଦିଲ୍ଲୀ,୨୪ ।୭: ଭାରତୀୟ ନୌସେନା ପକ୍ଷରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏହାର ଶେଷ ତାରିଖ ଜୁଲାଇ ୨୨, ୨୦୨୨ ରଖାଯାଇଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଭାରତୀୟ ନୌସେନାରେ…
୧୮ ବର୍ଷରୁ କମ୍ ବୟସ୍କ ମୁସଲମାନ୍ ବାଳିକା ବିବାହ ନେଇ ସରକାରଙ୍କ ଜବାବ ଲୋଡିଲେ ହାଇକୋର୍ଟ…
ନୈନିତାଲ, ୨୩।୭ : ୧୮ ବର୍ଷରୁ କମ ବୟସ୍କ ମୁସଲମାନ ବାଳିକାଙ୍କ ବିବାହକୁ ବେଆଇନ ଘୋଷଣା କରିବାକୁ ଚାହୁଁଥିବା ଏକ ଜନସ୍ବାର୍ଥ ମାମଲା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି। ୟୁଥ ବାର୍ ଆସୋସିଏଶନ ଅଫ…
ସାଇକେଲ ଛାଡ଼ି ଅଲଗା ରାସ୍ତାରେ ବଙ୍କୁଲି ବାଡ଼ି…
ଲକ୍ଷ୍ନୌ, ୨୩।୭ : ଉତ୍ତରପ୍ରଦେଶ ରାଜନୀତିରେ ଶନିବାର ଉଷ୍ଣତା ଭରିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖିଛନ୍ତି…
ଦୁର୍ନୀତିରେ ବୁଡ଼ି ରହିଛନ୍ତି ଟିଏମ୍ସି ସରକାର…
ନୂଆଦିଲ୍ଲୀ, ୨୩।୭ : ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଟିଏମ୍ସି…
ପୂର୍ବ ଶତ୍ରୁତାରୁ ବୋମାମାଡ଼
ଗଞ୍ଜାମ,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ଉକ୍ତ…
ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…
ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ପୃଥିବୀରେ…
ସୋମବାର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ହମ୍ଜା: ପାକିସ୍ତାନ ସୁପ୍ରିମକୋର୍ଟ
ଇସଲାମାବାଦ,୨୩ା୭: ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପଦରୁ ହଟାଇବାଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ପୁଅ ହମ୍ଜା ଶରିଫ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଥମୁନି। ବାସ୍ତବରେ ପଞ୍ଜାବ…
ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଶଙ୍କା-ଭାଙ୍ଗିଯିବ ଶିନ୍ଦେ ସରକାର, କହିଲେ ଆଦିତ୍ୟ ଠାକରେ…
ନୂଆଦିଲ୍ଲୀ, ୨୩।୭ : ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବ ଶୀଘ୍ର ଭାଙ୍ଗି ପଡ଼ିବ। ଏଥି ସହ ଖୁବ ଶୀଘ୍ର ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟ ଅନୁଷ୍ଠିତ…
Archives


