Home

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୮ରେ…

ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ମିଳିଲା ହତ୍ୟା ଧମକ: ମୁଖ୍ୟମନ୍ତ୍ରୀ-ପୋଲିସକୁ ଚିଠି ଲେଖି ମାଗିଲେ ସୁରକ୍ଷା

ଚଣ୍ଡିଗଡ଼,୨।୮: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ଓ୍ବାଲାଙ୍କୁ ହତ୍ୟା କରାଯିବାର ୨ମାସ ପରେ ଆଉ ଜଣେ ଗାୟକଙ୍କୁ ହତ୍ୟା ଧମକ ମିଳିଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପଞ୍ଜାବୀ ଗାୟକ ତଥା ଗୀତିକାର ଜାନି ପୋଲିସର ସୁରକ୍ଷା…

ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଜାହ୍ନବୀ

ବମ୍ବେ: ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ନିକଟରେ ସେ କହିଥିବା ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ରେ ‘ଧଡକ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଜାହ୍ନବୀ। ସେବେଠାରୁ ସେ…

ହାରିବା ମ୍ୟାଚ୍‌ର ‘ହିରୋ’

ନୂଆଦିଲ୍ଲୀ,୨।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଛି। ପ୍ରଥମେ ଭାରତର ବ୍ୟାଟିଂ ଫ୍ଲପ ସାବ୍ୟସ୍ତ ହୋଇଥିଲା। ଫଳରେ ବୋଲର୍‌ମାନେ ମ୍ୟାଚ୍‌କୁ ଜିତାଇପାରି ନ ଥିଲେ। ଏହସତ୍ତ୍ୱେ ଜଣେ ବୋଲରଙ୍କ ଭୂରି ପ୍ରଶଂସା କରାଯାଉଛି।…

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିପର୍ଯ୍ୟୟ ପରିଚାଳନା ଏବଂ…

ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ଭଙ୍ଗାରେ ସମସ୍ୟା,ବିସ୍ଫୋରକ ସାମଗ୍ରୀ ପାଇଁ ମିଳିଲାନି ଏନଓସି…

ନୋଏଡା, ୨।୮ : ନୋଏଡାର ସେକ୍ଟର -୯୩ -ଏ ରେ ଅବସ୍ଥିତ ସୁପରଟେକ ଏମେରାଲ୍ଡ କୋର୍ଟର କୋଠାଗୁଡ଼ିକୁ ଅଗଷ୍ଟ ୨୧ ଅପରାହ୍ନ ୨ଟା ୩୦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାଙ୍ଗିବାକୁ ପଡିବ। ତେବେ ଏନଓସି ନ ଥିବାରୁ ମଙ୍ଗଳବାର ବିସ୍ଫୋରକ…

ଆଗ ଅଢ଼େଇ ଘଣ୍ଟାର ଫିଲ୍ମ ଦେଖନ୍ତୁ, ତା’ ପରେ ମନ୍ତବ୍ୟ ଦିଅନ୍ତୁ: ଆମିର୍‌

ବମ୍ବେ: ରିଲିଜ ନ ହେଉଣୁ ବିବାଦରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଢା’। କିଛି ଫିଲ୍ମକୁ ବୟକଟ କରିବାକୁ ଦାବି କରୁଥିବା ବେଳେ କିଛି ତାଙ୍କ ଅଭିନୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହତା…

ସିବିଆଇ କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର

ପାଟନା,୨।୮: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ। ମଙ୍ଗଳବାର ସିବିଆଇ କୋର୍ଟ ତାଙ୍କୁ ସିଙ୍ଗାପୁର ଯିବା ପାଇଁ…

ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ…

ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣରେ ବସିଥିଲେ।…

ପାଣ୍ଠି ସଂଗ୍ରହ କରୁଥିବା ୧୦୦ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ ଶାହାଙ୍କୁ କହିଲେ ଶୁଭେନ୍ଦୁ…

ନୂଆଦିଲ୍ଲୀ, ୨।୮ : ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ଶୁଭେନ୍ଦୁ ଅମିତ ଶାହାଙ୍କୁ ପାଣ୍ଠି ସଂଗ୍ରହ କରୁଥିବା ୧୦୦ ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ କହିଛନ୍ତି। ଯେଉଁମାନେ…

ଗୁଜରାଟ ବିଧାନସଭା ନିର୍ବାଚନ: ୧୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଅହମଦାବାଦ,୨।୮: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି(ଏଏପି)ର ଲକ୍ଷ୍ୟ ଗୁଜରାଟ ମିଶନ ରହିଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ମଙ୍ଗଳବାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବୁଲେଟ୍‌ ପ୍ରୁଫ୍‌ କାର୍‌ କିଣିଲେ ସଲମାନ୍‌

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏଥିନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆଖପାଖରେ ସୁରକ୍ଷାକର୍ମୀଙ୍କ ସହ ସଲମାନଙ୍କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାକୁ ଅନୁମତି ମିଳିସାରିଛି। ଏବେ କିନ୍ତୁ ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri