୭୫ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ
ଇସ୍ଲାମାବାଦ,୧୧ା୯: ଦେଶ ବିଭାଜନର ୭୫ ବର୍ଷ ପରେ ଜଳନ୍ଧରର ଅମରଜିତ ସିଂ କର୍ତାରପୁରର ଗୁରୁଦ୍ୱାରା ଦର୍ବାର ସାହିବରେ ତାଙ୍କ ପାକିସ୍ତାନୀ ଭଉଣୀଙ୍କୁ ଭେଟିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ୧୯୪୭ରେ ପାକିସ୍ତାନ ଭାରତରୁ ଅଲଗା ହୋଇଯିବା ସହ ତାଙ୍କ ପରିବାର ମଧ୍ୟ ପରସ୍ପରଠାରୁ…
ପ୍ରତ୍ନତତ୍ତ୍ୱବିତ୍ ବି.ବି. ଲାଲ୍ଙ୍କ ପରଲୋକ
ନୂଆଦିଲ୍ଲୀ,୧୧ା୯: ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ବି.ବି. ଲାଲ୍ଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ପୂର୍ବତନ ମହାନିର୍ଦ୍ଦେଶକ ଲାଲ୍ ଅଯୋଧ୍ୟା ଖନନ ବେଳେ ମନ୍ଦିର ଭଳି ସ୍ତମ୍ଭସବୁ ପାଇଥିଲେ। ଏଏସ୍ଆଇର…
ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଲେ ଭକ୍ତ
ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮ ବର୍ଷୀୟ ସମ୍ପତ ଶନିବାର ମା’ ଶୀତଲା ମନ୍ଦିରକୁ ଯାଇଥିବାବେଳେ ସେଠାରେ ନିଜ ଜିଭ କାଟି…
କୋଲକାତା ବ୍ୟବସାୟୀଙ୍କ ଘରୁ ୧୭ କୋଟି ଜବତ କଲା ଇଡି
ନୂଆଦିଲ୍ଲୀ/କୋଲକାତା,୧୧ା୯: ମୋବାଇଲ ଗେମିଂ ଆପ୍ ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋଲକାତାର ୬ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟବସାୟୀ ଆମିର ଖାନ୍ଙ୍କ କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ଥିବା ଘରେ ସମେତ ଉକ୍ତ ଆପ୍ର ଅନ୍ୟ…
ଭାରତରୁ ବହୁ କୋଟି ଲୁଟିଛନ୍ତି ଚାଇନିଜ୍
ନୂଆଦିଲ୍ଲୀ,୧୧ା୯: ଚାଇନାର ଆର୍ଥତ୍କ ଆକ୍ରମଣ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି। ଆର୍ଥତ୍କ ଗୋଇନ୍ଦା ସଂସ୍ଥା (ଏଫ୍ଆଇୟୁ) ଆଖିରେ ଧୂଳି ଦେଇ ଚାଇନା ନାଗରିକ ବେଆଇନ ଭାବେ ଅନେକ ଭାରତୀୟ କମ୍ପାନୀ ଖୋଲି ହଜାର ହଜାର କୋଟି ଟଙ୍କା ସେମାନଙ୍କ ଦେଶକୁ ନେଇଯାଇଥିବା…
ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା
ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି ଓ ତାଙ୍କର ସମ୍ମାନରେ ସମ୍ପୂର୍ଣ୍ଣ ଦେଶରେ ଗୋଟିଏ ଦିନ ରାଜକୀୟ ଶୋକ ପାଳନ ପାଇଁ…
ବ୍ରିଟେନ ଗୃହମନ୍ତ୍ରୀଙ୍କ ଗୋଆ ପୈତୃକ ସମ୍ପତ୍ତି ହଡ଼ପ
ପଣଜୀ ,୧୧ା୯: ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କର ଉତ୍ତର ଗୋଆରେ ଥିବା ୨ଟି ପୈତୃକ ସମ୍ପତ୍ତିକୁ କେତେଜଣ ଅଜଣା ବ୍ୟକ୍ତି ଦଖଲ କରିଥିବା, ତାଙ୍କ ବାପା କ୍ରିଷ୍ଟି ଫର୍ନାଣ୍ଡେଜ୍ ଅଭିଯୋଗ କରିଛନ୍ତି। ଆସାଗାଓରେ ଥିବା ଏହି ଜମିର ଆୟତନ ୧୩,୯୦୦ ବର୍ଗମିଟର।…
ଉପାଧି ଫେରିପାଇବେ କି ହ୍ୟାରି, ମେଘାନ
ଲଣ୍ଡନ, ୧୧ା୯: ଏଲିଜାବେଥ୍ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ ପୁଅ ଚାଲର୍ସ ବ୍ରିଟେନ୍ ରାଜା ହୋଇଥିବା ବେଳେ ଏବେ ପ୍ରିନ୍ସ ହ୍ୟାରି ଏବଂ ସ୍ତ୍ରୀ ମେଘାନ ମର୍କେଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଈ ମା’ ଏଲିଜାବେଥ୍ ମହାରାଣୀ ଥିବାରୁ କିଙ୍ଗ୍…
ଚାଲର୍ସଙ୍କ ସହ ଓଡ଼ିଶା ଜଡ଼ିତ
ପିପିଲି/ନିମାପଡ଼ା,୧୧ା୯(ଡି.ଏନ୍.ଏ.): ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ହେବା ପରେ ତାଙ୍କ ଉତ୍ତରାଧିକାରୀ ବଡ଼ ପୁଅ ପ୍ରିନ୍ସ ଚାଲର୍ସ ତୃତୀୟ ରାଜଗାଦି ସମ୍ଭାଳିଛନ୍ତି। ପ୍ରିନ୍ସ ଚାଲର୍ସ ଶନିବାର ରାଜାଭିଷେକ ହୋଇ ରାଜା ଦାୟିତ୍ୱ ନେଇଥିବାବେଳେ ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଖୁସିର…
ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ
ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି କୁହାଯାଏ । ଆମେରିକା ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା ।…
ଶେଷକୃତ୍ୟରେ ସାମିଲ ହେବେ ବାଇଡେନ୍
ଓ୍ବାଶିଂଟନ୍, ୧୧ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଗଦେବେ ବୋଲି କହିଛନ୍ତି। କିଙ୍ଗ୍ ଚାଲର୍ସ ତୃତୀୟଙ୍କ ସହ ଏ ଯାଏ କଥା ହୋଇ ନ ଥିବା ବାଇଡେନ୍ କହିଛନ୍ତି। କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ବିବରଣୀ…
ଏଲିଜାବେଥ୍ଙ୍କ ପରେ ମାର୍ଗାରେଟ୍
କୋପେନ୍ହାଗେନ, ୧୧ା୯: ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ଏବେ ଡେନ୍ମାର୍କର କୁଇନ୍ ମାର୍ଗାରେଟ୍ ଦ୍ୱିତୀୟ ୟୁରୋପର ସର୍ବାଧିକ କାଳ ଶାସନରେ ଥିବା ମହାରାଣୀ ହୋଇଛନ୍ତି। ବାପା ଫ୍ରେଡ୍ରିକ୍ ନବମଙ୍କ ମୃତ୍ୟୁ ପରେ ୧୯୭୨ରେ ମାର୍ଗାରେଟ୍ ୩୧ ବର୍ଷ ବୟସରେ ମହାରାଣୀ ହୋଇଥିଲେ।…
Archives


