୩ ବର୍ଷ ପରେ ମରିୟମ୍‌, ନଓ୍ବାଜ୍‌ ଭେଟ

ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍‌ ନଓ୍ବାଜ୍‌ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍‌ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ ୩ ବର୍ଷ ପରେ ମରିୟମ୍‌ଙ୍କୁ ପାସ୍‌ପୋର୍ଟ ଫେରାଇବା ପରେ ପିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷା ଗୁରୁବାର ଲଣ୍ଡନରେ ପହଞ୍ଚିଥିଲେ। ପ୍ରକାଶ ଯେ, ୨୦୧୯ରେ ଚୌଧରୀ ସୁଗାର ମିଲ୍ସ୍‌ ମାମଲାରେ ଜାମିନ ପାଇବା ଲାଗି ପାସ୍‌ପୋର୍ଟ ଜମା ଦେବାକୁ ଲାହୋର ହାଇକୋର୍ଟ ମରିୟମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମରିୟମ୍‌ ନଭେମ୍ବର ୬ରେ ପାକିସ୍ତାନ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ...

ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା

କ୍ୱିଭ୍‌,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ...

ଦୁଇ ଡୋଜ ଭ୍ୟାକ୍ସିନ ନେବା ପରେ ବି ଦେଖାଯାଉଛି କରୋନାର ଏସବୁ ଲକ୍ଷଣ

ଲଣ୍ଡନ,୨୯ ।୭: ସାରା ବିଶ୍ୱରେ କରୋନା ମହାମରୀକୁ ଏଡାଇବାକୁ ଭ୍ୟାକ୍ସିନ ବା ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇଛି । ଏପଟେ ବେଳକୁ ବେଳ କରୋନାର ନୂଆ...

ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି।...

କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ

ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ...

ସମଲିଙ୍ଗୀ ବିବାହ ସୁରକ୍ଷା ବିଲ୍‌ ଆମେରିକା ପ୍ରତିନିଧି ସଭାରେ ପାରିତ, ସପକ୍ଷରେ ୧୫୭ ଭୋଟ…

ଓ୍ବାଶିଂଟନ,୨୦।୭ : ଆମେରିକାରେ ସମଲିଙ୍ଗୀ ବିବାହ ବିଷୟରେ ଆଲୋଚନା ପୁଣି ଜୋରସୋରରେ ଚାଲିଛି। ଏହି ସମୟରେ, ଆମେରିକାର ପ୍ରତିନିଧି ସଭାରେ ସମଲିଙ୍ଗୀ ବିବାହକୁ ଫେଡେରାଲ ସୁରକ୍ଷା...

କରୋନା ମହାମାରୀ ନେଇ ବିଲ୍‌ ଗେଟସ୍‌ଙ୍କ ଚେତାବନୀ: ଆସନ୍ତା ୬ ମାସରେ ସ୍ଥିତି ହୋଇପାରେ ଅଧିକ ସଙ୍କଟ ଜନକ

ଓ୍ବାଶିଂଟନ,୧୪।୧୨: କରୋନା ମହାମାରୀ ନେଇ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍‌ ଗେଟସ୍‌ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୪ରୁ ୬ ମାସ ସମୟ...

ସମୁଦ୍ର କୂଳରେ ଏମିତି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ ମହିଳା, ଯାଞ୍ଚ୍‌ ପରେ ଜଣାପଡ଼ିଲା ସତ

ଓ୍ବାଶିଂଟନ,୨୬ା୧୧: ଆମେରିକାର ଫ୍ଲୋରିଡା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଭୟରେ ଥରି ଉଠିଥିଲେ। ସଙ୍ଗେ ସଙ୍ଗେ ମହିଳା...

Advertisement
Archives

Model This Week