ଭାରତ ଗଲେ ସତର୍କ ରୁହ: ନାଗରିକଙ୍କୁ ଚେତାଇଲା ଆମେରିକା

ଓ୍ବାଶିଂଟନ, ୮ା୧୦: ଭାରତକୁ ଯାତ୍ରା କରୁଥିବା ଆମେରିକୀୟମାନଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ଶୁକ୍ରବାର ଓ୍ବାଶିଂଟନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତରେ ଘଟୁଥିବା ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକୁ ଆଳ କରି ଏଭଳି ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରକୁ ଗସ୍ତ ନ କରିବାକୁ ଆମେରିକା ପରରାଷ୍ଟ୍ର ବିଭାଗ ଟ୍ରାଭେଲ୍‌ ଆଡ୍‌ଭାଇଜରିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ...

ନିପ୍ରୋରେ ରୁଷିଆର ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ୟୁକ୍ରେନ ନାଗରିକ ମୃତ

କ୍ୱିଭ,୧୬ ।୧: ଦକ୍ଷିଣ ପୂର୍ବ ୟୁକ୍ରେନ ସହର ନିପ୍ରୋରେ ରବିବାର ରୁଷିଆ ପକ୍ଷରୁ ହୋଇଥିବା ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।...

ରୁଷିଆର ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ଶେଷ ହେଲାଣି: ଆମେରିକାର ଦାବି…

ଓ୍ବାଶିଂଟନ,୧୧।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ...

ୟୁକ୍ରେନ୍‌ ଆକାଶରେ ୬ ବିପଜ୍ଜନକ ବେଲୁନ ଛାଡିଲା ରୁଷିଆ…

କିଭ୍‌,୧୬।୨ : ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ...

ବ୍ରିଟେନ ପରେ ଏବେ ରୁଷିଆ ପାଇଁ ନିଜ ଏୟାର ସ୍ପେସ୍‌ ବନ୍ଦ କଲା ବୁଲଗେରିଆ

ଶୋଫିଆ,୨୬।୨: ୟୁକ୍ରେନକୁ ଆକ୍ରମଣ କରିବା ଏବେ ରୁଷିଆକୁ ମହଙ୍ଗା ପଡ଼ିଛି। କାରଣ ସମଗ୍ର ଦେଶ ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିରୋଧ କରୁଛି।...

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ୭ ଫେବୃୟାରୀରୁ…

ମେଲବୋର୍ନ/ନୂଆଦିଲ୍ଲୀ,୧।୨ : ଭାରତ-ଅଷ୍ଟ୍ରେଲିଆ ପକ୍ଷରୁ ଏକ ନୂତନ ପ୍ରତିରକ୍ଷା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ଏହା କାନବେରାରେ ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମର...

‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା...

ଡବ୍ଲୁଏଚ୍‌ଓର ଚେତାବନୀ: ଆହୁରି କଠିନ ହେବ କରୋନା

ଜେନେଭା,୧୪।୧: ସାରା ବିଶ୍ୱ କରୋନାଠାରୁ ମୁକ୍ତି ଚାହୁଁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇଛି। କରୋନା ମହାମାରୀର ଦ୍ୱିତୀୟ ଅବଧି ପ୍ରଥମ ବର୍ଷ...

Advertisement
Archives

Model This Week