Home

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ଅପରେଶନ ଲୋଟସକୁ ଭୟ କରୁ ନାହିଁ। ଝାଡଖଣ୍ଡର…

ଲୋକଙ୍କ ପକେଟରେ ନିଆଁ ଲାଗିଛି, ଦରଦାମ ବୃଦ୍ଧି ନେଇ ଅଧୀର ରଞ୍ଜନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ଅଧୀର ରଞ୍ଜନ ସରକାରଙ୍କୁ ଦୋଷାରୋପ କରି…

ବୁଧବାର ଏମ୍‌ପିମାନେ କରିବେ ତ୍ରିରଙ୍ଗା ବାଇକ୍‌ ରାଲି, ଲାଲ କିଲ୍ଲାରୁ ସଂସଦ ଭବନ…

ନୂଆଦିଲ୍ଲୀ, ୨।୮ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୁଧବାର ସକାଳେ ଲାଲ କିଲ୍ଲାରୁ ସଂସଦ ଭବନ ପର୍ଯ୍ୟନ୍ତ ଏମ୍‌ପିମାନଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପ୍ରକ୍ଷରୁ ଏକ ତ୍ରିରଙ୍ଗା ବାଇକ ରାଲି ଆୟୋଜନ କରାଯିବ। ଏଥିରେ ଭାଗ ନେବାକୁ…

ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ଅପେକ୍ଷା କର, ହିଜାବ୍‌ ମାମଲାରେ ସିଜେଆଇଙ୍କ ଜବାବ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟରେ କର୍ନାଟକ ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସେ ଏକ ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଏନ.ଭି. ରମନା କହିଛନ୍ତି। ଜଣେ ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ତେଣୁ ଅପେକ୍ଷା କର ବୋଲି ରମନା…

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରଠାରୁ ୧୦ ଦିନ ମଧ୍ୟରେ ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼଼ାଇବା ନିଷ୍ପତ୍ତି ଯାଞ୍ଚ୍‌ କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଏହାର ଜବାବ ୧୦ ଦିନ ମଧ୍ୟରେ ମାଗିଛନ୍ତି। ଏହା ଉପରେ ଶୁଣାଣି ୧୦…

ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ଲିଙ୍କ୍‌, କହିଲେ ମନ୍ତ୍ରୀ…

ଭୋପାଳ,୨।୮ : ପଶ୍ଚିମ ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ଲିଙ୍କ୍‌ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ଖରଗୋନ ଜିଲାରୁ ଖଲିସ୍ତାନ ସମର୍ଥକଙ୍କ ସହ ଯୋଗାଯୋଗରେ ଥିବା ଜଣେ ବନ୍ଧୁକଧାରୀ ଆସନ ସିଂ ସିକିଲଗାରଙ୍କୁ…

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ପାର୍ଥ ଚାଟାର୍ଜୀଙ୍କୁ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ନିଆଯାଇଥିବାବେଳେ ଏହି ଘଟଣା ଘଟିଛି। ମହିଳା…

ସ୍ତନ୍ୟଦାତ୍ରୀ ମା’ ଲାଗି …

ମା’ ସ୍ତନରୁ ଝରୁଥିବା କଷକ୍ଷୀରକୁ ଅପରିଷ୍କାର ଭାବି ନ ଫିଙ୍ଗି ଶିଶୁକୁ ଖୁଆନ୍ତୁ। ଏଥିରେ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥାଏ। -ନୂଆ ନୂଆ ସ୍ତନ୍ୟପାନ କରାଉଥିବା ଅଧିକାଂଶ ମା’ ଶିଶୁଙ୍କୁ କିଛି…

ଯାଆଁଳା ଶିଶୁ ଓ ସ୍ତନ୍ୟପାନ

ମା’ କ୍ଷୀର ଶିଶୁ ପାଇଁ ଈଶ୍ୱରଙ୍କ ବରଦାନ ା କାରଣ ଏହା ଶିଶୁ ନିମନ୍ତେ ସର୍ବୋତ୍ତମ ଖାଦ୍ୟ। ଏହା ଶିଶୁ ମୃତ୍ୟୁହାର କମାଇବା ସହ ମା’ ଓ ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ ା ସ୍ତନ୍ୟପାନ ଲାଗି ସଚେତନତା ସୃଷ୍ଟି…

ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ କ୍ଷୀର ଖାଇବା ଆରମ୍ଭ କରେ। ଏହାକୁ ବେବିକ୍ରଲ୍‌ କୁହାଯାଏ। ପ୍ରଥମ ୬ମାସ କେବଳ ମା’କ୍ଷୀର,…

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ

ଥିରୁଭାନ୍ତପୁରମ,୨।୮: କରୋନା ଭାଇରସ୍‌ ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଙ୍ଗଳବାର କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ୩୦ବର୍ଷୀୟ ବ୍ୟକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri