ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା ଘଟଣାରେ ଭାରତ ଶୁକ୍ରବାର ପ୍ରତିବାଦ ଜଣାଇଛି। ଆମେରିକା ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ଓ ବୈଠକ ସମ୍ପର୍କରେ କେନ୍ଦ୍ର ସରକାର ଓ୍ବାଶିଂଟନ ନିକଟରେ ପ୍ରତିବାଦ କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି। ନିକଟରେ ବ୍ଲୋମେ ପିଓକେ ଯାଇଥିବାବେଳେ ଏହାକୁ ଆଜାଦ ଜମ୍ମୁ-କଶ୍ମୀର କହିଥିଲେ। କୁଇଦ୍‌-ଇ-ଆଜମ ମେମୋରିଆଲ ଡାକବଙ୍ଗଳା ପାକିସ୍ତାନର ଉନ୍ନତ ସଂସ୍କୃତି ଓ ଇତିହାସର ପ୍ରତୀକ ଏବଂ ଜିନ୍ନା ୧୯୪୪ରେ ସେଠାକୁ ଗସ୍ତ କରିଥିଲେ। ପ୍ରଥମ ଗସ୍ତରେ ସେ ଆଜାଦ କଶ୍ମୀର ଗସ୍ତ କରିବାର ସମ୍ମାନ ଲାଭ କରିଥିବା ବ୍ଲୋମେ ତାଙ୍କ ସରକାରୀ ଟୁଇଟର ହ୍ୟାଣ୍ଡେଲ୍‌ରେ ଟୁଇଟ୍‌ କରାଯାଇଛି। କିଛି ମାସ ପୂର୍ବରୁ ଆମେରିକା କଂଗ୍ରେସ ସଦସ୍ୟ ଇଲାନ ଓମାର ପିଓକେ ଗସ୍ତ କରିଥିବାବେଳେ ଏହା ବାଇଡେନ୍‌ ପ୍ରଶାସନର ଦ୍ୱିତୀୟ ହାଇପ୍ରୋଫାଇଲ ଗସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ...

ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

ଆମେରିକା କଟକଣା ଜାରି କରିଥିବା ଚାଇନା ସେନା ଅଧିକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କଲେ ଜିନପିଙ୍ଗ…

ବେଜିଂ,୧୨।୩ : ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ରେକର୍ଡ ତୃତୀୟ ଥର ପାଇଁ କ୍ଷମତା ଦିଆଯାଇଛି। ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ମଧ୍ୟ...

ବାସହରା ହେବେ ୩୬ ଲକ୍ଷ ଆମେରିକୀୟ

ଓ୍ବାଶିଂଟନ, ୨।୮: ଆମେରିକାରେ ଘରଭଡ଼ା ନେଇ ରହୁଥିବା ପ୍ରାୟ ୩୬ ଲକ୍ଷ ଲୋକ ଏଣିକି ବାସହରା ହୋଇପାରନ୍ତି। କାରଣ ଭଡ଼ାଘରୁ ବାହାର କରିଦେବା ଉପରେ ଲାଗିଥିବା...

କୋଭିଡ୍‌ କଟକଣାକୁ ନେଇ ତେଜୁଛି ଆନ୍ଦୋଳନ: ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି

ସାଂଘାଇ,୨୭ା୧୧: ଚାଇନାର ସାଂଘାଇ ସମେତ ବିଭିନ୍ନ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ସରକାର ବେଜିଂ, ସାଂଘାଇ ଓ ଉରୁମ୍‌କି ଆଦି ସହରରେ ଜିରୋ...

ନେପାଳ ସାଜିଛି ଚାଇନା ହାତର କଣ୍ଢେଇ: କାଲାପାନିରେ ନିର୍ମାଣ କରୁଛି ମିଲିଟାରୀ ବାରାକ୍‌

କାଠମାଣ୍ଡୁ/ନୂଆଦିଲ୍ଲୀ, ୨୯।୯: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ ଏବଂ ଚାଇନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳର କାର୍ଯ୍ୟଧାରାରେ...

ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ, ବାଧ୍ୟ ହୋଇ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ…

କଲମ୍ବୋ, ୫।୬ : ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନସାଧାରଣ...

Advertisement
Archives

Model This Week