ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା ଟ୍ରେଲର, ୪ ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ
କଣିହାଁ,୨ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ହଜାରିବାଗଠାରେ ଏହି…
ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍
ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ ୧୯୫ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୧୬୨ ରନ୍ରେ ଅଲ୍ଆଉଟ ହୋଇ ୩୩…
ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା
ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇମ୍ରାନ କହିଛନ୍ତି, ଯଦି ପାକିସ୍ତାନରେ ଶ୍ରୀଘ୍ର ନିର୍ବାଚନ ଘୋଷଣା…
ସନ୍ଦେହଜନକ ଅବସ୍ଥାରେ ପଡ଼ିଛି କୁଢ଼କୁଢ଼ ଖାଦ୍ୟ ପଦାର୍ଥ
କୋରୁକୋଣ୍ଡା,୨ା୧୦(ଡି.ଏନ୍.ଏ.): ରବିବାର ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ସନ୍ଦେହଜନକ ଅବସ୍ଥାରେ କୁଢ଼କୁଢ଼ ଖାଦ୍ୟ ପଦାର୍ଥ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ, ବିସ୍କୁଟ ଘାଟି ଅଞ୍ଚଳରେ ସ୍ଥାନେ…
ଇଣ୍ଡିଆ ହେଉ ହିନ୍ଦୁସ୍ଥାନ, ରବି କିଶନ ସଂସଦରେ ଆଣିବେ ଘରୋଇ ବିଲ୍…
ନୂଆଦିଲ୍ଲୀ,୨।୧୦ : ମହାରାଷ୍ଟ୍ରରେ ବନ୍ଦେ ମାତରଂ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋରଖପୁର ଏମ୍ପି ରବି କିଶନ ରବିବାର ହେଲୋ ପରିବର୍ତ୍ତେ ବନ୍ଦେ ମାତରଂକୁ ସମର୍ଥନ କରି କହିଛନ୍ତି ଯେ ସେ ଖୁବ ଶୀଘ୍ର ସଂସଦରେ ଏକ ଘରୋଇ ବିଲ ଆଣିବାକୁ…
ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା
ଲକ୍ଷ୍ନୌ,୨।୧୦: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡିଛି। ଡାକ୍ତର ଲଗାତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେପଟେ ମୁଲାୟମଙ୍କ ପୁଅ…
ରଙ୍ଗ କଳା ଯୋଗୁ ମିସ୍ ଇଣ୍ଡିଆ ରନର୍ ଅପ୍ଙ୍କୁ ମିଳୁନି କାମ
ଟିଭି ଜଗତର ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ ବସ ୧୬’ ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଛି। ଟିଭି, ବଲିଉଡ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏଥର ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୦୨୦…
ଇମ୍ରାନଙ୍କ ଅଡୁଆ ବଢ଼ିଲା, ବିଦେଶୀ ଷଡ଼ଯନ୍ତ୍ର ମାମଲାର ବିଚାର ପାଇଁ କ୍ୟାବିନେଟ ମଞ୍ଜୁରୀ…
ଇସଲାମାବାଦ,୨।୧୦ : ରବିବାର ପାକିସ୍ତାନର କ୍ୟାବିନେଟ ଅଡିଓ ଲିକ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ କରିଛନ୍ତି। ଲିକ ହୋଇଥିବା ଅଡିଓରେ ସେ ଆମେରିକାର ବିବାଦୀୟ ସାଇବର ଅପରାଧ ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।…
ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି।…
ସ୍କେଟିଂ କରୁଛି ଶୁଆ
ସ୍କେଟିଂ କରିବା ଆଦୌ ସହଜ କଥା ନୁହେଁ। ଖାଲ ଢିପ ରାସ୍ତା ସହ ଉଚ୍ଚା ନିଚ୍ଚା ର଼୍ୟାମ୍ପରେ ସ୍କେଟିଂ କରିବାବେଳେ ନିଜ ଭାରସାମ୍ୟ ରକ୍ଷା କରିବା ଜରୁରୀ ହୋଇଥାଏ। ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବା ସୁନଶ୍ଚିତ। ଏହାକୁ କରିବା…
ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା
ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ ଦିଅନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୋନିୟିନ ସେଲଭାନ ପାର୍ଟ-୧’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…
ପୋଲିସ-ସିଆରପିଏଫ୍ ଦଳଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ…
ଶ୍ରୀନଗର,୨।୧୦ : ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ପୋଲିସ ଏବଂ ସିଆରପିଏଫ୍ ଦଳଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଯବାନ ଶହୀଦ ହୋଇଥିବାବେଳେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ…
Archives


