Home

ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି, ନଡ୍ଡାଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୭।୯ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗନ ପ୍ରକାଶ ନାଡ୍ଡା ମଙ୍ଗଳବାର ଦିଲ୍ଲୀରେ ରାଜ୍ୟ ଦାୟିତ୍ୱରେ ଥିବା ମୁଖ୍ୟଙ୍କ ସହିତ ବୈଠକ କରି ଲୋକ ସଭା ନିର୍ବାଚନ ଅନ୍ତର୍ଗନ ମିଶନ ୨୦୨୪ ଯୋଜନାର ସମୀକ୍ଷା କରିବେ। ଏହି…

୨୪୦ ତୀର୍ଥଯାତ୍ରୀ ଯିବେ ପାକିସ୍ତାନ…

ନୂଆଦିଲ୍ଲୀ, ୨୭।୯ : ଅକ୍ଟୋବର ୨୮ରେ ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିବେ। ସମସ୍ତେ ଗୁରୁଦ୍ୱାର ପଞ୍ଜା ସାହିବରେ ସାକା ପଞ୍ଜା ସାହିବ ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ଅଧ୍ୟକ୍ଷ…

ଜେଲରେ ବିତିବ ସଞ୍ଜୟଙ୍କ ଦଶହରା…

ମୁମ୍ବାଇ, ୨୭।୯ : ମୁମ୍ବାଇର ପ୍ରସିଦ୍ଧ ପାତ୍ରା ଚୌଲ ସ୍କାମରେ ପ୍ରାୟ ଦୁଇମାସ ଧରି ଜେଲରେ ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅନୁଷ୍ଠିତ ଶୁଣାଣିରେ ସଞ୍ଜୟଙ୍କୁ ଝଟ୍‌କା…

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏସଡିପିଆଇର ଅନେକ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଯାଇଛି।…

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈକ ଦଳଙ୍କ ମଧ୍ୟରେ ଭୟ ବଢିବାରେ…

ସାମ୍ବିଧାନିକ ପୀଠ ଶୁଣାଣିର ସିଧା ପ୍ରସାରଣ, ପ୍ରଥମେ ଉଦ୍ଧବ-ଶିନ୍ଦେ ମାମଲା…

ନୂଆଦିଲ୍ଲୀ,୨୭।୯ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ପ୍ରଥମେ ଏହା ଉଦ୍ଧବ ଠାକରେ ଏବଂ ମୁଖ୍ୟନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମାମଲାରୁ ଆରମ୍ଭ ହୋଇଥିଲା। ବରିଷ୍ଠ ଆଡଭୋକେଟ…

ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…

ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୩ ହଜାର ତଳେ ରହିଛି। ଗତ ୨୪…

ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ…

ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ ଦଳ ବିମାନ ବନ୍ଦରରୁ ହୋଟେଲ ଅଭିମୁଖେ ଯାତ୍ରା କରିବାବେଳେ କ୍ରିକେଟ ପ୍ରଶଂସକମାନେ ରାସ୍ତାରେ କଡରେ…

ଘରର ମୁଖ୍ୟଦ୍ୱାର ଓ ବାସ୍ତୁଶାସ୍ତ୍ର

ଘରକୁ ବହୁ କଷ୍ଟରେ ତିଆରି କରାଯାଏ। କିନ୍ତୁ ଯେଉଁ ଘରେ ବାସ୍ତୁଦୋଷ ରହିଯାଏ ସେହି ଘରର ଖୁସି ଉପରେ ଯେମିତି କାହାର ନଜର ଲାଗିଯାଇଛି ପରି ମନେହୁଏ। ଏଥିପାଇଁ କେତୋଟି କଥା ପ୍ରତି ଦୃଷ୍ଟିଦିଅନ୍ତୁ । ଜାଣନ୍ତୁ ଏମିତି କେତୋଟି ଟିପ୍ସ……

ମେଡିକ୍ଲେମ୍‌ ପ୍ଲାନ୍‌

ଆଜିର ଲାଇଫ୍‌ଷ୍ଟାଇଲ ଏମିତି ହୋଇଗଲାଣି କାହାର କେତେବେଳେ ଶରୀର ଅସୁସ୍ଥ ହେବ ତାହା କେହି ଜାଣି ନ ଥାନ୍ତି। ଏସବୁ ଦିଗକୁ ଲକ୍ଷ୍ୟ କରି ଭବିଷ୍ୟତରେ କିଛି ମେଡିକାଲ୍‌ ଖର୍ଚ୍ଚରୁ ନିଜକୁ ରକ୍ଷା କରିବାକୁ ହେଲେ ମେଡିକ୍ଲେମ୍‌ ପ୍ଲାନ ନେବା ନିହାତି…

ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍‌ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ

ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍‌ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍‌ଆଇ ଉପରେ ଏନ୍‌ଆଇଏର ଏହା ଦ୍ୱିତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri