ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସ : ମନେ ପଡ଼ିଲା ୫୮ ବର୍ଷ ତଳର ପେରୁରେ ହୋଇଥିବା ସମାନ ଘଟଣା, ୩୨୦ ଜଣଙ୍କ ଯାଇଥିଲା ଜୀବନ…
ଜାକର୍ତ୍ତା,୨।୧୦ : ଏକ ଫୁଟବଲ ମ୍ୟାଚ ସମୟରେ ଇଣ୍ଡୋନେସିଆର ଭୟଙ୍କର ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଯନ୍ତ୍ରଣାଦାୟକ ଘଟଣାରେ ୧୭୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।…
ମହାଷ୍ଟମୀରେ ମହାଗୌରୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ସେବାୟତଙ୍କ ଅସଦବ୍ୟବହାରରେ ଭକ୍ତମାନେ ଅତିଷ୍ଠ
ପୁରୁଷୋତ୍ତମପୁର, ୨/୧୦(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା ତାରାତାରିଣୀଙ୍କ ପୀଠରେ ରବିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମାତ୍ର ଏଠାରେ କିଛି ସେବାୟତଙ୍କ ଦୌରାତ୍ମ୍ୟ ଲାଗି ରହିଛି। ସେମାନେ ଭକ୍ତଙ୍କୁ…
ଗୋଟିଏ ମିନିଟ୍ରେ ମୁଣ୍ଡରେ ୪୨ ନଡ଼ିଆ ଫଟାଇଲେ ବ୍ୟକ୍ତି
ଜଣେ ବ୍ୟକ୍ତି ଚାହିଁଲେ କିଛି ବି କରିପାରିବ। କିଛି ନୂଆ କରିବାର ଉତ୍ସାହ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷକୁ ନେଇଯାଏ। ଏବେ ଭାରତର କେ.ଭି ସାଇଦାଲଭି ଏମିତି ଜଣେ ବ୍ୟକ୍ତି ଯିଏ କ୍ରମାଗତ ଭାବରେ କିଛି ନୂଆ କରି ରେକର୍ଡ କରନ୍ତି।…
ପରିବର୍ତ୍ତନର ବାର୍ତ୍ତା ଦିଏ ସାହିତ୍ୟ
ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଶତାଧିକ ପୁସ୍ତକ। ଏକାଧାରାରେ ସେ ଜଣେ ଗୀତିକବି, ଗାଳ୍ପିକ, ଶିଶୁ ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ…
ସ୍ବାମୀଙ୍କୁ ବୁଢା କହିଲେ ଜୟା
ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିକଟରେ ତାଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦଙ୍କ ପୋଡକାଷ୍ଟରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ନଜର ଆସିଥିଲେ। ଏଠାରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ବିଷୟରେ କିଛି ରୋଚକ ପ୍ରକାଶ କରିଥିଲେ। ଜୟା କହିଛନ୍ତି, ଘରକୁ…
ଗୁଜରାଟରେ ଏଏପି ସରକାର ଗଠନ କରିବାକୁ ଯାଉଛି, କହିଲେ କେଜରିଓ୍ବାଲ…
ଅହମଦାବାଦ,୨।୧୦ : ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସମ୍ମିଳନୀକାରୀ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଗୁଆହାଟୀ,୨।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏହି ଗ୍ରାଉଣ୍ଡରେ ପରସ୍ପର ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେ। ଭାରତ ଏହି…
୩ କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ ଇସ୍ତଫା, ଖାର୍ଗେଙ୍କ ପାଇଁ କରିବେ ପ୍ରଚାର…
ନୂଆଦିଲ୍ଲୀ,୨।୧୦ : କଂଗ୍ରେସ ନେତା ଗୌରବ ବଲ୍ଲଭ, ଡିପେନ୍ଦର ଏସ ହୁଡା ଏବଂ ସୟଦ ନାସିର ହୁସେନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେବାର କାରଣ ହେଉଛି ମଲ୍ଲକାର୍ଜୁନ ଖାର୍ଗେଙ୍କ ପାଇଁ ପ୍ରଚାର…
ଗାନ୍ଧିଜୀଙ୍କ ପ୍ରିୟ ଖାଦ୍ୟ
ଜାତିର ପିତା ମହାତ୍ମା ଗାନ୍ଧୀ। ସେ ଚିର ନମସ୍ୟ। ସମୟ ସିନା ବଦଳୁଥିବ, ହେଲେ ବଦଳିବ ନାହିଁ ତାଙ୍କ ପାଇଁ ସମସ୍ତଙ୍କ ମନରେ ଥିବା ଭଲ ପାଇବା। ତେବେ ତାଙ୍କର କେବଳ ନୀତି, ଆଦର୍ଶ ନୁହେଁ ତାଙ୍କ ଖାଦ୍ୟାଭ୍ୟାସ ବି ଥିଲା…
କାନାଡ଼ାର ଭଗବଦ୍ ଗୀତା ପାର୍କରେ ଭଙ୍ଗାରୁଜା…
ଅଟଓ୍ବା,୨।୧୦ : କାନାଡାରେ ଭାରତୀୟଙ୍କ ପ୍ରତି ହିଂସା ଜାରି ରହିଛି। ବର୍ତ୍ତମାନ ଏଠାରେ ଭଗବଦ୍ ଗୀତା ପାର୍କର ପ୍ରତୀକ ଚିହ୍ନକୁ ଭଙ୍ଗାରୁଜା କରାଯାଇଛି। ମେୟର ପାଟ୍ରିକ ବ୍ରାଉନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି,କିଛି ଦିନ ତଳେ ଏହି…
ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ
ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା ଯେ…
କେଉଁଠି ଲଗାଇବେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ, ହେବ ସୌଭାଗ୍ୟପ୍ରାପ୍ତି…
ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ହେଉ ଅବା ମୂର୍ତ୍ତିକୁ ଘରେ ରଖି ନିଷ୍ଠାର ସହ ପୂଜା କଲେ ମଙ୍ଗଳ ହେବା ସହ ସୌଭାଗ୍ୟପ୍ରାପ୍ତି ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ବି ଏକଥାକୁ ସ୍ବୀକାର କରାଯାଇଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାତାଙ୍କର…
Archives


