Home

ଗୁଜରାଟ, ପଞ୍ଜାବ ଯାଅନାହିଁ

ଅଟ୍ଟାଓ୍ବା, ୨୯ା୯: ଭାରତ ଯାତ୍ରାକୁ ନେଇ କାନାଡା ଏକ ଅଜବ ଆଡଭାଇଜରି ଜାରି କରିଛି। ପାକିସ୍ତାନ ସୀମା ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକୁ ନ ଯିବା ପାଇଁ କାନାଡା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଏହି ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ପଞ୍ଜାବ ଏବଂ…

ବନ୍ଧୁକ ମୁନରେ ଗଣଭୋଟ

ଜାପୋରିଝିଆ, ୨୯ା୯: ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଦକ୍ଷିଣରେ ଥିବା ଖେର୍‌ସନ୍‌ ଏବଂ ଜାପୋରିଝିଆରେ ରୁଷିଆ ବଳପୂର୍ବକ ଗଣଭୋଟ କରାଇଛି। ମଙ୍ଗଳବାର ଶେଷ ହୋଇଥିବା ଏହି ଗଣମତଦାନରେ ରୁଷିଆର ବିଜୟ ହୋଇଥିବା କ୍ରେମଲିନ୍‌ ଦାବି କରିଛି। ସେଠାକାର ବାସିନ୍ଦା ରୁଷିଆ…

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି।…

ପିଏଫ୍‌ଆଇକୁ ପ୍ରହାର, ଆର୍‌ଏସ୍‌ଏସ୍‌କୁ ରିହାତି

ନୂଆଦିଲ୍ଲୀ, ୨୯ା୯: କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଥିବା କଠୋରପନ୍ଥୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ମଙ୍ଗଳବାର ରାତିଅଧିଆ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆତଙ୍କବାଦ ନିରୋଧୀ ଆଇନ ବଳରେ ଦେଶର ବିଭିନ୍ନ ଭାଗରେ ଏନ୍‌ଆଇଏ ସମେତ ଅନ୍ୟ…

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି

ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ମୁଖ୍ୟ କରିବାକୁ ଦାବି କରାଯାଇଛି। ଆସାମର କଂଗ୍ରେସ ଏମ୍‌ପି ଅବଦୁଲ ଖାଲେକ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି। ଖାଲେକ ଯୁକ୍ତି ବାଢିଛନ୍ତି,…

ଟଙ୍କା ପୁଣି ଦୁର୍ବଳ

ମୁମ୍ବାଇ,୨୯ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଧାରା ଜାରି ରହିଛି। ଟଙ୍କା ଦୁର୍ବଳ ହୋଇ ନିମ୍ନ ସ୍ତରକୁ ଖସିବାରେ ରେକର୍ଡ ଭାଙ୍ଗି ଚାଲିଛି। ବୁଧବାର ଟଙ୍କା ମୂଲ୍ୟ ୦.୪% ଦୁର୍ବଳ ହେବା ଯୋଗୁ ଡଲାର ମୂଲ୍ୟ ୮୧.୯୪ ଟଙ୍କାକୁ…

୫ଶହ ଟଙ୍କାରେ ଜେଲ ଅନୁଭୂତି

ଡେରାଡୁନ୍‌, ୨୯ା୯: ଜାତକରେ ଗ୍ରହଚଳନ ପାଇଁ ଭୋଗିବାକୁ ପଡ଼ୁଥିବା ବନ୍ଧନ ଦୋଷର ସମାଧାନ ଏଣିକି ସହଜ ହୋଇଛି। ମାତ୍ର ୫୦୦ ଟଙ୍କାରେ ଏହି ଦୋଷରୁ ଯେ କେହି ବି ନିଜକୁ ମୁକ୍ତ କରିପାରିବେ। ଉତ୍ତରାଖଣ୍ଡର ହଲଦଓ୍ବାନି ଜେଲ କର୍ତ୍ତୃପକ୍ଷ ବନ୍ଧନ ଦୋଷର…

ରୁଷିଆ ସହ କୌଣସି ବୁଝାମଣା ହୋଇପାରିବ ନାହିଁ: ଜେଲେନ୍‌ସ୍କି

କିଭ୍‌, ୨୮ା୯: ରୁଷିଆ ସହ କେବେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ କହିଛନ୍ତି। ୟୁକ୍ରେନ୍‌ ଅଧିକୃତ ଅଞ୍ଚଳରେ ରୁଷିଆ ପୂରା ବିଶ୍ୱ ସାମ୍‌ନାରେ ଗଣଭୋଟର ଡ୍ରାମା କରୁଛି। ବନ୍ଧୁକମୁନରେ…

ଭାରତର ଜବରଦସ୍ତ ବିଜୟ

ଥିରୁଭାନନ୍ତପୁରମ,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ୧୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତ ମାତ୍ର ୨ ଉଇକେଟ୍…

ଚିତ୍ରା ରାମକ୍ରିଷ୍ଣାଙ୍କୁ ଜାମିନ

ନୂଆଦିଲ୍ଲୀ, ୨୮ା୯: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ରିଲୋକେଶନ ମାମଲାରେ ଏହାର ପୂର୍ବତନ ସିଇଓ ଚିତ୍ର ରାମକ୍ରିଷ୍ଣା ଏବଂ ଏନ୍‌ଏସ୍‌ଇର ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନେ ବିଚାର ବିଭାଗୀୟ ହାଜରେ ଥିବାବେଳେ…

ନକ୍ସଲ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ

ରାୟପୁର,୨୮।୯: ଛତିଶଗଡର ବିଜାପୁରରେ ନକ୍ସଲ ପକ୍ଷରୁ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଏହି ଆଇଇଡି ବିସ୍ଫୋରଣ ବୁଧବାର ସନ୍ଧ୍ୟା ୬.୨୦ରେ ପାମେଡ ଅଞ୍ଚଳରେ ଘଟିଥିବା ବସ୍ତର ଆଇଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ଶହୀଦ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର,୨୮ା୯(ବ୍ୟୁରୋ): ପୁରୀ ଜିଲା ୧୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ଭାଜପା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri