Home

ବଜ୍ରପାତ ନେଲା ୫ ଜୀବନ

ରାଇରଙ୍ଗପୁର/ଝାରସୁଗୁଡ଼ା ଅଫିସ,(ଡି.ଏନ୍‌.ଏ.): ରାଜ୍ୟର ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲାରେ ରବିବାର ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଦୁଇଟି ସ୍ଥାନରେ ବଜ୍ରପାତ ଘଟି ନାବାଳିକାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…

ତାଲିବାନ ଶାସନର ବର୍ଷେ ପରେ ଆଫଗାନିସ୍ତାନରେ ଖୋଲିବ ସିନେମା ଘର

କାବୁଲ,୨୮।୮:ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ପ୍ରାୟ ଏକ ବର୍ଷ ପରେ ଦେଶର ସିନେମା ଘର ଖୋଲିବାକୁ ଯାଉଛି। କିନ୍ତୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ଶୋ’ରେ ମହିଳାଙ୍କ ଭୂମିକା ବହୁତ କମ ରହିବ। ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ…

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭେଟୁଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ…

‘ଆମ ସରକାର ଭାଙ୍ଗି ଦିଅ, କେନ୍ଦ୍ର ସରକାର ତୁମ ଉପରେ ଖୁସି ହେବେ’

ପାଟନା,୨୮।୮: ବିହାରରେ ଜେଡିୟୁ ଭାଜପା ସହ ସମ୍ପର୍କ ଭାଙ୍ଗିବା ପରେ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ନୀତୀଶ କୁମାର ସରକାରଙ୍କ ପତନ ହେବାର ଭବିଷ୍ୟବାଣୀ ସେ କରିଥିବା ନିକଟରେ ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି କହିଥିଲେ। ଏହାର…

‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ ବିଷୟରେ…

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଖାସ୍‌ ମେସେଜ୍‌ ଦେଲେ ଏବି.ଡି. ଭିଲିୟର୍ସ

ନୂଆଦିଲ୍ଲୀ,୨୮।୮: ଏସିଆ କପ୍‌ରେ ଆଜି ଭାରତର ଏବଂ ପାକିସ୍ତାନ ପରସ୍ପରକୁ ଭେଟିଛି। ଏହି ମ୍ୟାଚ୍‌ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟି-୨୦ ମ୍ୟାଚ୍‌ ହେବ। ଏହି ମ୍ୟାଚ ପୂର୍ବରୁ…

ପାକିସ୍ତାନ ଅଧିନାୟକଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଲେ ରୋହିତ ଶର୍ମା: ଜବାବ ମିଳିଲା ଏମିତି

ଦୁବାଇ,୨୮।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶଂସକଙ୍କ ସହ ଉଭୟ ଦଳର ଖେଳାଳିମାନେ ମଧ୍ୟ ମ୍ୟାଚ୍‌କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଦୁବାଇ ଗ୍ରାଉଣ୍ଡରେ ଉଭୟ ଦଳ…

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୭ ଅକ୍ଟୋବରରେ ଭୋଟ ଗ୍ରହଣ…

ପକ୍ଷୀ ପାଇଁ ୧୪୦୦୦ ଘରୁ ବିଦ୍ୟୁତ୍‌ କାଟ୍‌, ଦେଢ଼ ଘଣ୍ଟା ଅନ୍ଧାର

ବିଦ୍ୟୁତ୍‌ କାଟ୍‌ ସମସ୍ୟା ଆମ ଦେଶରେ ନୂଆ ନୁହେଁ। ଆଜି ମଧ୍ୟ ଗାଁ ଏବଂ ସହରରେ ବିଦ୍ୟୁତ୍‌କାଟ୍‌ ସମସ୍ୟା ରହିଛି। ଯଦି କେଉଁଠି ବିଦ୍ୟୁତ୍‌ରେ କୌଣସି ସମସ୍ୟା ଦେଖାଦିଏ ତେବେ ଏହାକୁ ପୁନରୁଦ୍ଧାର ପାଇଁ ଦୀର୍ଘ ଘଣ୍ଟା କିମ୍ବା ଦୀର୍ଘଦିନ ଲାଗେ।…

ଦେଶବାସୀଙ୍କୁ ଏହି ଧାରାବାହିକ ଦେଖିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦୂରଦର୍ଶନରେ ‘ସ୍ବରାଜ-ଭାରତ କେ ସ୍ବତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକ ଦେଖିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

‘ତେଜସ୍ବୀ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ନ ଥିବାବେଳେ, ଲାଲୁଙ୍କ ରାଜ୍ୟରେ ହେଉଛି ରେଡ୍‌’

ପାଟନା,୨୮।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଦଳର ଅନେକ ନେତାଙ୍କ ଘରେ ସିବିଆଇ ଏବଂ ଇଡି ଦ୍ୱାରା ଚଢାଉ କରାଯାଇଛି। ଏହି ଚଢାଉ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ତଥା ଅନୁସନ୍ଧାନକାରୀ ସଂସ୍ଥା ଉପରେ…

ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଚାଲିଛନ୍ତି। ଆଜିର ସେଲିବ୍ରିଟିମାନେ ଏହି ଥ୍ରୋବ୍ୟାକ୍‌ ଫଟୋଗୁଡ଼ିକ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri