Home

ମହିଳାଙ୍କ ପ୍ରଜନନ ଅଧିକାରରେ ବୟସ ପ୍ରତିବନ୍ଧକ ମାମଲା : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୩୦।୧୦ : ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଆଧାରରେ ପରୀକ୍ଷା କରିବା ପାଇଁ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ୩୫ ବର୍ଷ ବୟସର ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ଆଇନଜୀବୀ ମୀରା କୌର ପଟେଲଙ୍କ…

ମହାରାଷ୍ଟ୍ର-ଗୁଜରାଟ ପୁଞ୍ଜିନିବେଶ ବିବାଦ ମଧ୍ୟରେ ଗଡ଼କରୀ ଟାଟା ଗ୍ରୁପ୍‌କୁ ଲେଖିଲେ ଚିଠି : ନାଗପୁରରେ କମ୍ପାନୀକୁ ସ୍ବାଗତ…

ନୂଆଦିଲ୍ଲୀ,୩୦।୧୦ : ବର୍ତ୍ତମାନ ଟାଟା କମ୍ପାନୀର ପୁଞ୍ଜି ବିନିଯୋଗକୁ ନେଇ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଚିଠି ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଠି ସେ ଟାଟା ଗ୍ରୁପକୁ…

ଟ୍ରସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରାଇଥିଲେ ପୁଟିନ୍‌…

ଲଣ୍ଡନ/ମସ୍କୋ,୩୦।୧୦: ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା ଏବଂ ବ୍ରିଟେନ ପରି ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ରୁଷିଆର ତୀକ୍ଷ୍‌ଣ ନଜର ରଖିଛି। ଏଭଳି ପରିସ୍ଥିତିରେ ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନାଟୋ ଦେଶର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ ୨୪…

ଦକ୍ଷିଣ କୋରିଆରେ ମୃତ୍ୟୁର ତାଣ୍ଡବ: ୧୯ ବିଦେଶୀଙ୍କ ସମେତ ୧୫୦ରୁ ଅଧିକ ମୃତ, ୩୫୦ରୁ ଅଧିକ ନିଖୋଜ

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ ଦୁର୍ଘଟଣା ଘଟିଯାଇଛି । ଶନିବାର ୨୯ ଅକ୍ଟୋବର ୨୦୨୨ରେ ହଲୋଇନ ଫେଷ୍ଟିଭାଲ ପାଳନ କରିବାକୁ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇ ଉତ୍ସବର ପରିବେଶ ଆଖି ଲୁହରେ ଭିଜି ଯାଇଛି ।…

ହଲୋଇନ ଫେଷ୍ଟିଭାଲରେ ଦଳାଚକଟା. ହୃଦଘାତରେ ୧୪୯ ମୃତ, ଶୋକ ପ୍ରକାଶ କଲେ ବାଇଡେନ, ସୁନକଙ୍କ ସମେତ ସାରା ବିଶ୍ୱର ଅନେକ ନେତା

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଚାଲିଥିବା ହଲୋଇନ୍ ଫେଷ୍ଟିଭାଲରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୧୫୦ରୁ ଅଧିକ ଆହତ ବି ହୋଇଛନ୍ତି । ଏହି ଘଟଣା ସମୟରେ କେତେକଙ୍କୁ…

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଭାରତ ପାଇଁ…

ଭାରତରେ ଧନୀକଙ୍କ ସଂଖ୍ୟା ସର୍ବାଧିକ, ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ବଢୁଛି, କହିଲେ ରାହୁଲ…

ମେହବୁବନଗର,୨୯।୧୦ : ଭାରତ ଯୋଡୋ ଯାତ୍ରାରେ ତେଲେଙ୍ଗାନାରେ ମେହବୁବନଗରଠାରେ ଏକ ରାଲିରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶରେ ଥିବା ଧନୀକଙ୍କ ସଂଖ୍ୟା ପୃଥିବୀରେ ସର୍ବାଧିକ। ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି। ଏହା ପୃଥିବୀରେ…

ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନୌସେନା ମୁଖ୍ୟ

ଲଣ୍ଡନ,୨୯ା୧୦: ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ନେଇ ନୌସେନା ମୁଖ୍ୟ ଚିନ୍ତିତ ବୋଲି କହିଛନ୍ତି। ବୁଡ଼ାଜାହାଜ ମଧ୍ୟରେ ମହିଳାଙ୍କୁ ଧମକ ଓ ବଳାତ୍କାର ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ରୟାଲ ନୌସେନା ଲେଫ୍ଟନାଣ୍ଟ…

୫ ଜୁଆଡ଼ିଙ୍କୁ ଧରିଲା ପୋଲିସ, ଗାଡ଼ି ସହ ୨୧ ହଜାର ୬୯୦ ଟଙ୍କା ଜବତ

ଆନନ୍ଦପୁର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ପକ୍ଷରୁ ସାପ୍ତାହିକ ହାଟରେ ଚଢ଼ାଉ କରାଯାଇ ୫ ଜୁଆଡ଼ିଙ୍କୁ ଗିରଫସହିତ ସେମାନେ ବ୍ୟବହାର କରୁଥିବା ଜାଇଲୋ ଗାଡ଼ି, କାତି ଓ ୨୧ହଜାର ୬୯୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଜାମିନ ବଳରେ ଛଡ଼ାଯାଇଛି।…

ବଡ ରୋଗରେ ପୀଡ଼ିତ ଅଛନ୍ତି ସାମନ୍ଥା

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଅସୁସ୍ଥ। ଡାକ୍ତରଖାନାରେ ତାଙ୍କର ଚାଲିଛି ଚିକିତ୍ସା। ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ସହକଳାକାରଙ୍କ ସମେତ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ ହେବାର…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୯ା୧୦(ସ୍ବ.): ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଜଣେ ଅପରାଧୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧକ ୧ବର୍ଷ ଜେଲଦଣ୍ଡ ହୋଇଛି। ମିଳିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?