ଯୁବତୀ ଫୋନ୍ ନମ୍ବର ଦେବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ, ଭିଡିଓ ଦେଖିଲେ…
ଅନେକ ଯୁବକ ଥାନ୍ତି, ଯେଉଁମାନେ ଯୁବତୀଙ୍କଠାରୁ ହଁ ଶୁଣି ଖୁସି ହୁଅନ୍ତି ଆଉ ନା ଶବ୍ଦକୁ ଆଦୌ ସହିପାରନ୍ତି ନାହିଁ। ସେମାନେ ଭାବନ୍ତି ଯୁବତୀଙ୍କ ମନା କରିବା ଅର୍ଥ ସେମାନଙ୍କୁ ଅପମାନ ଦେବା। ତେଣୁ ଏଥିରେ କ୍ରୋଧିତ ହୋଇ କେତେ କ’ଣ…
ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ରାଣୀ ଏଲିଜାବେଥ୍ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ…
ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍ ଖାନ୍ଙ୍କ ସ୍ତ୍ରୀ ଗୌରୀଙ୍କ ପ୍ରେମ କାହାଣୀ ଫିଲ୍ମଠାରୁ ବି ଅଧିକ। ଉଭୟଙ୍କ ବିବାହକୁ ୩୨ ବର୍ଷ ହୋଇଥିଲେ ମଧ୍ୟ…
ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ
ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ ଅନ୍ତିମ ସଂସ୍କାରର ନେତୃତ୍ୱ ନେଇଛନ୍ତି । କ୍ୟାଣ୍ଟରବରୀର ଆର୍କବିଶପ, ଜଷ୍ଟିଶ ୱେଲବି ଧର୍ମୋପଦେଶ ଓ…
୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ…
କେବଳ ଭାରତ କି ତାଇଓ୍ବାନ ନୁହେଁ ଏସବୁ ଦେଶ ସହ ବି ଚାଇନାର ରହିଛି ସୀମା ବିବାଦ
ବେଜିଂ,୧୯ା୯: ଆମେରିକା କଂଗ୍ରେସ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ରିପବ୍ଲିକର ଏକ ପ୍ରତିନିଧି ଦଳ ତାଇଓ୍ବାନ ଗସ୍ତ ଉପରେ ପୁଣି ଥରେ ଆକ୍ରମଣାତ୍ମକ ନିଷ୍ପତ୍ତି ନେଇଛି। ନାନ୍ସିଙ୍କ ପରି ଚାଇନା ମଧ୍ୟ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛି।…
ଅଶ୍ଳୀଳ ଭିଡ଼ିଓ ନେଇ ସୁପ୍ରିମ୍କୋର୍ଟ କଠୋର, ଟୁଇଟର-ଫେସବୁକ୍ ସମେତ ସୋସିଆଲ ମିଡିଆ କମ୍ପାନୀଙ୍କୁ ରିପୋର୍ଟ ତଲବ…
ନୂଆଦିଲ୍ଲୀ, ୧୯।୯ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ଅପଲୋଡ ବନ୍ଦ କରିବାକୁ ଚେଷ୍ଟା କରିବା ମାମଲାରେ ସୁପ୍ରିମକୋର୍ଟ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ ଅନୁପାଳନ…
ବଢ଼ିଲା ମହଙ୍ଗା ଭତ୍ତା
ଭୁବନେଶ୍ୱର,୧୯ା୯(ଭୁବନେଶ୍ୱର): ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଅର୍ଥାତ୍ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ୯୬ ମିନିଟ୍ ପର୍ଯ୍ୟନ୍ତ ବାଜିବ ଘଣ୍ଟି
ଲଣ୍ଡନ,୧୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସୋମବାର ଓ୍ବେଷ୍ଟମିନ୍ଷ୍ଟର ଆବେରେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ରାଣୀଙ୍କ ଅନ୍ତିମ ସଂସ୍କାର ଲଣ୍ଡନ ସମୟ ୧୧ଟା ଏବଂ ଭାରତୀୟ ସମୟ ଅପରାହ୍ନ ୪ଟାରେ ହେବ। ଏହି ସମୟରେ ରାଣୀଙ୍କ ଦୀର୍ଘ…
ଅବସର ନେବ ମିଗ୍-୨୧…
ନୂଆଦିଲ୍ଲୀ, ୧୯।୯ : ଭାରତୀୟ ବାୟୁସେନା ମିଗ-୨୧ ଯୁଦ୍ଧ ବିମାନକୁ ଅବସର ପ୍ରଦାନ କରିବାକୁ ଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ସେପ୍ଟେମ୍ବର ୩୦ ରେ ମିଗ-୨୧ ଯୁଦ୍ଧ ବିମାନର ଅବଶିଷ୍ଟ ଚାରିଟି ସ୍କ୍ବାଡ୍ରନ ମଧ୍ୟରୁ ଗୋଟିଏକୁ ଅବସର ଦେବ।…
ସ୍ପେଶାଲ୍ ପାର୍ଟନରଙ୍କ ସହ ବସି ୬ ବଲ୍ରୁ ୬ ଛକା ଭିଡିଓ ଦେଖିଲେ ଯୁବରାଜ
ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ।…
ଜାପାନରେ ତାଣ୍ଡବ ରଚିଲା ‘ନାନ୍ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ
ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର ପ୍ରବଳ ବର୍ଷା ଏବଂ ପବନ ସହ ‘ନାନ୍ମାଡୋଲ’ ଦକ୍ଷିଣ-ପଶ୍ଚିମ ଜାପାନ ଛୁଇଁଛି। ଏହି ଶକ୍ତିଶାଳୀ…
Archives


