କୋକାକୋଲାର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ ‘କୋକାକୋଲା’ ପକ୍ଷରୁ ଚଳିତ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ କୋକାକୋଲା’ର ଚେୟାରମ୍ୟାନ ତଥା ସିଇଓ ଜେମ୍ସ କ୍ୱିନ୍ସି କହିଛନ୍ତି, ଆମର ଦୃଢ଼ ସାମର୍ଥ୍ୟ ଏବଂ ଉପଭୋକ୍ତା ଜ୍ଞାନ ଯୋଗୁ…
ବିଦେଶରେ ଭାରତୀୟ ବଂଶୋଦ୍ଭବ ଶାସକ
ଆଣ୍ଟୋନିଓ କୋଷ୍ଟା,୨୭।୧୦: ଦିନ ଥିଲା ବ୍ରିଟିଶ୍ ଶାସକ ଭାରତକୁ ଶାସନ କରୁଥିଲେ। ସେ ସମୟରେ ବ୍ରିଟିଶ୍ମାନେ ଭାରତୀୟଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଲୋକଙ୍କୁ ନିର୍ଯାତନା ଦେବାରେ ସେମାନେ ସବୁ ସୀମା ଲଂଘି ଯାଉଥିଲେ। କିନ୍ତୁ ଆଜି ସମୟ ବଦଳିଯାଇଛି।…
ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ୧.୫୩ କୋଟି ମଞ୍ଜୁର
ଭୁବନେଶ୍ୱର,୨୭।୧୦: ରାଜ୍ୟରେ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଷ୍ଟାର୍ଟଅପ୍ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ସହାୟତା ରାଶି ମଞ୍ଜୁର କରାଯାଇଛି। ଏପରିକି ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନ୍କ୍ୟୁବେଟରକୁ ୨୦ ଲକ୍ଷ…
ସେନ୍ହାଇସର ପକ୍ଷରୁ ଦିଓ୍ବାଲି ଅଫର
ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ଅଡିଓ ଜିଆଣ୍ଟ ସେନ୍ହାଇସର ପକ୍ଷରୁ ଦିଓ୍ବାଲି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍ ସେଲ୍ ଦ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ମାଧ୍ୟମରେ ଚଳିତ ବର୍ଷ ଦୀପାବଳି ଅବସରରେ ଏହାର ବେଷ୍ଟ ସେଲିଂ ପ୍ରଡକ୍ଟ…
ବାଦଶାହା ମସଲାର ୫୧% ଅଂଶଧନ ହାସଲ କରିବ ଡାବର
ନୂଆଦିଲ୍ଲୀ,୨୭ା୧୦: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ଡାବର ଇଣ୍ଡିଆ ବ୍ରାଣ୍ଡେଡ୍ ମସଲା କମ୍ପାନୀ ବାଦଶାହାର ୫୧% ଅଂଶଧନ ହାସଲ କରିବାକୁ ଯାଉଛି। ଏପରିକି ଏହି ଅଂଶଧନ ବାବଦକୁ କମ୍ପାନୀ ବର୍ତ୍ତମାନ ୫୮୭.୫୨ କୋଟି ଟଙ୍କା ନଗଦ ଅର୍ଥ ରାଶି ବାଦଶାହାକୁ ପ୍ରଦାନ…
୨୮ରୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ ବଜାର
ଭୁବନେଶ୍ୱର,୨୭।୧୦: ସମଗ୍ର ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପର୍ଯ୍ୟଟନର ଯଶ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ଆନୁକୁଲ୍ୟରେ ଓଡିଶା…
ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ବାତିଲ
ମେଲବୋର୍ନ, ୨୭ା୧୦ (ପି.ଟି.): ଲଗାଣବର୍ଷା ଯୋଗୁ ଏଠାରେ ବୁଧବାର ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି୨୦ ବିଶ୍ୱକପ୍ ମ୍ୟାଚ ବାତିଲ କରିଦିଆଯାଇଛି। ଗ୍ରୁପ୍-୧ର ଏହି ସୁପର ୧୨ ମ୍ୟାଚ ଅପରାହ୍ନ ୧ଟା ୩୦ରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବର୍ଷା…
ଆମେ ଗାନ୍ଧିଜୀଙ୍କ ସୈନିକ
ନୂଆଦିଲ୍ଲୀ,୨୭ା୧୦: ଆମେ ମହାମତ୍ା ଗାନ୍ଧୀଙ୍କ ସୈନିକ। ଆମେ କାହାକୁ ଭୟ କରୁନାହୁଁ ବୋଲି କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାୟିତ୍ୱ ନେବା ପରେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବୁଧବାର ୮୦ ବର୍ଷୀୟ…
ସରୋଗେସି ନିୟମ ଭାଙ୍ଗିନାହାନ୍ତି ନୟନତାରା
ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରା ଏବଂ ସ୍ବାମୀ ବିଘ୍ନେଶ ସରୋଗେସିର କୌଣସି ନିୟମ ଭଙ୍ଗ କରି ନାହାନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବେ ନୟନତାରା ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନ ଉୟିର ଓ…
କଶ୍ମୀର ସମସ୍ୟାର ସମାଧାନ କରିବେ ଋଷି
ଗୁଜରନଓ୍ବାଲା,୨୭ା୧୦(ପି.ଟି.): ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଯେତିକି ଭାରତୀୟ ସେତିକି ପାକିସ୍ତାନୀ। ସ୍ବାଧୀନତା ପୂର୍ବରୁ ତାଙ୍କ ପୂର୍ବପୁରୁଷ ପାକିସ୍ତାନର ଗୁଜରନଓ୍ବାଲାରେ ରହୁଥିଲେ। ଋଷିଙ୍କ ଜେଜେବାପା ରାମଦାସ ସୁନକ ଓ ଜେଜେମା’ ସୁହାଗ ରାଣୀ ୧୯୩୫ ପର୍ଯ୍ୟନ୍ତ ଗୁଜରନଓ୍ବାଲରେ ବସବାସ କରୁଥିଲେ।…
ବାବୁଙ୍କୁ ପାଳିରେ ବଦଳି କର
ନୂଆଦିଲ୍ଲୀ,୨୭ା୧୦: ଅନେକ ଅଫିସରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନିୟମିତ ଚିହ୍ନଟ ଓ ବଦଳି କରାଯାଉ ନ ଥିବାରୁ ଦୁର୍ନୀତି ବଢ଼ୁଥିବା ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ବେଦନଶୀଳ ପଦପଦବୀଗୁଡ଼ିକରେ ଥିବା ଅଧିକାରୀମାନଙ୍କୁ ନିୟମିତ ଭାବେ…
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଅଣୁ ଅସ୍ତ୍ର ବ୍ୟବହାର କରନାହିଁ
ନୂଆଦିଲ୍ଲୀ, ୨୭ା୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ ବୁଧବାର ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନ୍ ‘ଡାର୍ଟି ବମ୍’ ପ୍ରୟୋଗ କରି ରୁଷିଆକୁ ଉସୁକାଇବାକୁ ଉଦ୍ୟମ କରୁଥିବା ଶୋଇଗୁ କହିଛନ୍ତି। ଏହା ପୂର୍ବରୁ ଶୋଇଗୁ…
Archives


