Home

ପୁଣି ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା

ମୁମ୍ବାଇ,୨୧।୧୧:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ମହାରାଷ୍ଟ୍ର ସାଇବର ପୋଲିସ ପୋର୍ନଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା, ମଡେଲ ଶାର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ସାଇବର…

ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ, କିଡ୍‌ନୀ, ଲିଭର, ହାର୍ଟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ବର୍ତ୍ତମାନ ଆମ ଦେଶକୁ ‘ଡାଇବେଟିସ୍‌ର ରାଜଧାନୀ’…

ଗ୍ରହାଣୁ ସଂଘର୍ଷରୁ ପୃଥିବୀକୁ ସୁରକ୍ଷା

ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ପିଣ୍ଡକୁ ‘ଗ୍ରହାଣୁ’ ବୋଲି କୁହାଯାଏ ଏବଂ ଏହି ଅଞ୍ଚଳକୁ ଗ୍ରହାଣୁ ବଳୟ କୁହାଯାଏ। ଇଟାଲୀର ଜ୍ୟୋତିର୍ବିଦ୍‌ ଗିଉସେପେ ପିଆଜ୍ଜି ୧୮୦୧ ମସିହା…

ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ ହୋଇଛି। ସେଠାରେ ଆବଶ୍ୟକ ଭିତ୍ତିଭୂମି ତିଆରି କରି ପ୍ରାୟତଃ କାମ ଆରମ୍ଭ ହୋଇଥିବା ସୂଚନା…

ସତ ହେଲା ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଇଥିବା ମ୍ୟାଚରେ ସେ ୫୧ ବଲରେ ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସୂର୍ଯ୍ୟକୁମାର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ଟି…

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟଙ୍କର ପ୍ରାସାଦ ଅତି ସୁନ୍ଦର ଏବଂ ଭବ୍ୟ। ସେ ରହୁଥିବା ଏହି ପ୍ରାସାଦ…

୯ ମାସରେ ରୁଷିଆ ମାଡ଼ କରିଛି ୪୭୦୦ରୁ ଅଧିକ କ୍ଷେପଣାସ୍ତ୍ର: ଜେଲେନେସ୍କିଙ୍କ ଅଭିଯୋଗ…

କ୍ୱିଭ୍‌,୨୧।୧୧ : ନଅ ମାସ ଧରି ଚାଲିଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ନହୋଇ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ତାଙ୍କ ଦେଶର ବିନାଶର କାହାଣୀ ବର୍ଣ୍ଣନା କରୁଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ନଅ…

ଯେ ପର୍ଯ୍ୟନ୍ତ ଅଛି ଅନୁମତି ଦେବି ନାହିଁ, କେରଳ ସରକାରଙ୍କୁ ତାଗିଦ୍‌ କଲେ ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୨୧।୧୧ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏକ ସପ୍ତାହ ପୂର୍ବରୁ ରାଜ୍ୟ ସରକାର ଏହି ନିୟମରେ ସଂଶୋଧନ କରି ରାଜ୍ୟପାଳ ଆରିଫଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପଦରୁ…

ମାଗଣା ରାଶନ ଯୋଜନା ପାଇଁ ୩ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରିବେ ସରକାର…

ନୂଆଦିଲ୍ଲୀ,୨୧।୧୧ : ମାଗଣା ରାଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ୨ ଲକ୍ଷ କୋଟି ଟଙ୍କାର ବଜେଟ ଆକଳନଠାରୁ ଏହା ପ୍ରାୟ ୫୦ ପ୍ରତିଶତ ଅଧିକ। ମାଗଣା ଖାଦ୍ୟ ଶସ୍ୟ…

କୋରେଇ ଟ୍ରେନ୍‌ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ଯାଜପୁରର କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲ୍‌ବାହୀ ଟ୍ରେନ୍‌ ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସହାୟତା ଘୋଷଣା…

ସ୍ବାମୀ ୧ କୋଟି ଟଙ୍କା ଜିତିଲେ ଲଟେରୀ, ସ୍ତ୍ରୀ ପ୍ରେମିକ ସହ ଟଙ୍କା ଧରି ଫେରାର

ଦକ୍ଷିଣ ଏସୀୟ ଦେଶ ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇ ପ୍ରେମିକଙ୍କ ଚମ୍ପଟ ମାରିଛନ୍ତି। ବ୍ୟକ୍ତି ଜଣଙ୍କ ଲଟେରୀରେ ଏହି ଟଙ୍କା ଜିତିଥିଲେ। ଏହି ଘଟଣା ପରେ ସେ…

ରାହୁଲ ମୋର ପ୍ରକୃତ ବନ୍ଧୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୧ : ଜେଲରୁ ବାହାରିବା ପରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାରେ ଲାଗିଛନ୍ତି। ସେ ପୁନର୍ବାର ଗଣମାଧ୍ୟମରେ ଲଗାତାର ଭାବରେ ବିବୃତ୍ତି ଦେଉଛନ୍ତି। ଏଥର ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?