ଏହି ଗୀତର ଶୁଟିଂ ସମୟରେ ଖୁବ୍‌ ଡରି ଯାଇଥିଲେ ଶାହାରୁଖ

ମୁମ୍ବାଇ: ଫିଲ୍ମ ଦେଖିବା ସମୟରେ ଜାଣି ହୁଏ ନାହିଁ ଏହା ପଛରେ କେତେ କଷ୍ଟ କରାଯାଇଛି। ମାତ୍ର ଯେଉଁମାନେ ଅଭିନୟ କରିଛନ୍ତି, ସେମାନେ ଜାଣିଥାନ୍ତି ପ୍ରକୃତ କଷ୍ଟ କ’ଣ। ଠିକ୍‌ ସେମିତି ଶାହାରୁଖ ଖାନ୍‌ ଏକ ଗୀତ ଶୁଟିଂ ସମୟରେ କେମିତି କଷ୍ଟ କରିଥିଲେ ସେ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ। ଅଭିନେତ୍ରୀ ମଲାଇକା ଆରୋରା ଏବଂ ଶାହରୁଖଙ୍କ ସୁପରହିଟ ଗୀତ ‘ଛେୟାଁ ଛେୟାଁ’ ରିଲିଜ ହେବାର ୨୪ବର୍ଷ ବିତିଗଲାଣି କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଏହି ଗୀତ ଶୁଣିଲେ ଲାଗେ ଯେମିତି ନିକଟରେ ରିଲିଜ ହୋଇଛି। ଚିର ସବୁଜ ଏବଂ ଶକ୍ତିରେ ପରିପୂର୍ଣ୍ଣ ଏହି ଗୀତ। ଏହି ଡ୍ୟାନ୍ସ ଉଭୟ ଷ୍ଟାର ଚଳନ୍ତା ଟ୍ରେନ୍‌ରେ କରିଥିଲେ। ତେବେ ଜାଣନ୍ତି କି ଏହି ଗୀତର ଶୁଟିଂ ସମୟରେ ଉଭୟ ଷ୍ଟାର ବନ୍ଧା ହୋଇ ନ ଥିଲେ। ତେଣୁ ଶାହାରୁଖ ଡରି ଯାଇଥିଲେ କାଳେ ମଲାଇକା ପଡ଼ିଯିବେ।

ମଲାଇକା ମଧ୍ୟ ଏହିଦିନର ସ୍ମୃତି ବିଷୟରେ କୁହନ୍ତି, ଶାହାରୁଖ ଜିଦ ଧରିଥିଲେ ଯେ ହର୍ନ ଶୁଣିବା ଦରକାର। କାରଣ ସେ ଡରି ଯାଇଥିଲେ ଯେ ମୁଁ ଟ୍ରେନ୍‌ରୁ କାଳେ ଉଡ଼ିଯିବି। କିନ୍ତୁ ହର୍ନ ସହିତ ନାଚିବା କଷ୍ଟକର ଥିଲା। ସେ ଯାହା ବି ବହୁତ କଷ୍ଟ ପରେ ଗୀତଟି ସୁପରହିଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

୪ ଡେପୁଟି ସିଏମ୍‌ଙ୍କ ସହ କ୍ଷମତା ସମ୍ଭାଳିବେ ଡିକେ ଶିବକୁମାର; ନାଁ ଫାଇନାଲ୍!

ବେଙ୍ଗାଲୁରୁ,୨୭।୫: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟରେ ନୂଆ ସରକାର ଗଠନ ସମ୍ପର୍କରେ ଆଉ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…

ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

ବାଇଜୁ ମାଲିକଙ୍କୁ ବଡ଼ ଝଟ୍‌କା: ୬ ମାସ ଜେଲ୍‌, ଏହାସହ…

ନୂଆଦିଲ୍ଲୀ,୨୭।୫: ଭାରତର ସବୁଠାରୁ ହାଇ-ପ୍ରୋଫାଇଲ ଷ୍ଟାର୍ଟଅପ ମଧ୍ୟରେ ଗଣିତ ଏଡଟେକ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ଫସିଯାଇଛନ୍ତି। ସିଙ୍ଗାପୁରର ଏକ କୋର୍ଟରେ ରବିନ୍ଦ୍ରନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri