Home

କଂଗ୍ରେସ ଛାଡିବାକୁ ଚାହୁଁଥିବା ନେତାଙ୍କୁ ମୁଁ ନିଜେ କାର୍‌ରେ ପଠାଇଦେବି: କମଳନାଥ

ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଦଳ ଛାଡୁଥିବା ନେତାଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଦୁଇ…

କେବିସି-୧୪ର ପ୍ରଥମ କୋଟିପତି ହେଲେ ଜଣେ ଗୃହିଣୀ

ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି। ବର୍ତ୍ତମାନ…

କୃଷକ-ଅଗ୍ନିବୀର ଆନ୍ଦୋଳନରେ ମାଓବାଦୀ ହୋଇଥିଲେ ସାମିଲ, ସଂଗଠନ ପକ୍ଷରୁ ଦାବୀ…

ନୂଆଦିଲ୍ଲୀ, ୧୯।୯ : ଭାରତରେ ନିଷିଦ୍ଧ ହୋଇଥିବା ସଂଗଠନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାଓବାଦୀ ସିପିଆଇ (ଏମ) ଦେଶରେ ନିଜର ପ୍ରଭାବ ବଜାୟ ରଖିବାକୁ ଯୋଜନା କରିଛି। ଏହା ସହିତ ମାଓବାଦୀମାନଙ୍କ ଏକ ଦଳ ମଧ୍ୟ ଦିଲ୍ଲୀର କୃଷକ ଆନ୍ଦୋଳନରେ…

ଚିତା ବିବାଦରେ ମଲ୍ଲିକାର୍ଜୁନଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ, ୧୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ନାମ୍ବିଆରୁ ଆଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏହି ଚିତାମାନଙ୍କର ଆଗମନ ସହିତ ଗୋଟିଏ ପଟେ ଦେଶରେ ଲୋକଙ୍କ ମଧ୍ୟରେ ଖୁସିଥିବାବେଳେ ଅପରପକ୍ଷରେ ରାଜନୀତି…

୧୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ବୌଦ୍ଧ,୧୯।୯(ସ୍ବ.ପ୍ର): ବୌଦ୍ଧ ଜିଲା ଶିକ୍ଷା ବିଭାଗ ଏକ ପ୍ରକାର ଅବ୍ୟବସ୍ଥା ଘେରରେ ରହିଛି। ଜିଲାରେ ବହୁ ଶିକ୍ଷୟତ୍ରୀ ଶିକ୍ଷକ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି। ନକଲି ପ୍ରମାଣପତ୍ର ଦେବା ଅଭିଯୋଗରେ ଅନେକ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜିଲା ଶିକ୍ଷା ବିଭାଗ ବହିଷ୍କୃତ…

ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ…

ଦାଦନ ପରିବାର ଦୁଃଖ: ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଝିଅପୁଅ

ନୂଆପଡ଼ା ଅଫିସ,୧୯।୯: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଶିଳ୍ପବିହୀନ ଜିଲାରେ ଲୋକେ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦଲାଲଙ୍କ ସାହାଯ୍ୟରେ ଯାଇଥାନ୍ତି। ସେଠାରେ ମାଲିକମାନେ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ଟଙ୍କା…

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏସଆଇଟି ଯାଞ୍ଚ୍‌ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୯।୯ : ୧୯୮୯ ମସିହାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣାରେ ଏସଆଇଟି ଯାଞ୍ଚ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ନିହତ ହୋଇଥିବା ଟିକା ଲାଲ ଟପଲୁଙ୍କ ପୁଅ ଅଶୁତୋଷ…

ଡିଏଚ୍‌ଏଚ୍‌ରେ ଠିକା ସଂସ୍ଥା ନିଯୁକ୍ତିରେ ବିଳମ୍ବ

ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହାତରେ ରଖି ଜାଲିଆତି ବିଲ୍‌ କରି ନେଉଛନ୍ତି। ଅଭିରାମ କେୟାର ଟେକ୍‌ ସଂସ୍ଥା ନାମରେ…

ପାଞ୍ଚଶହରୁ ଉର୍ଦ୍ଧ୍ୱ ଶବଦାହ କରି ଚର୍ଚ୍ଚାରେ ଶିବରାମ

ଗଞ୍ଜାମ,୧୯।୯(ଡି.ଏନ.ଏ.): ପେସାରେ ଜଣେ ବ୍ୟବସାୟୀ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି l ଶବଦାହ ପାଇଁ କେହି ଡାକନ୍ତୁ ବା ନ ଡାକନ୍ତୁ ସେ ସବୁ କାମ ଛାଡି ସେ ମଶାଣିରେ ପହଞ୍ଚିଯାନ୍ତି। ଏଥିରେ ତାଙ୍କୁ ତୃପ୍ତି ମିଳିଥାଏ…

କୁନି ଝିଅ ସହ ତାଳ ଦେଇ ଡ୍ୟାନ୍ସ କରୁଛି ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯାହାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି। ଏମିତି ଭିଡିଓକୁ ଲୋକେ ବାରମ୍ବାର ଦେଖିଥାନ୍ତି। ଅଧିକାଂଶ ଲୋକ ବନ୍ୟଜନ୍ତୁ କିମ୍ବା ଗୃହପାଳିତ…

ମୃତ୍ୟୁଦଣ୍ଡ ପାଇଁ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର କରିବେ ୫ ଜଣିଆ ସାମ୍ବିଧାନିକ ପୀଠ…

ନୂଆଦିଲ୍ଲୀ, ୧୯।୯ : ଦେଶର ନିମ୍ନ ଅଦାଲତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଉପରେ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନିକ ପୀଠରେ ଶୁଣାଣି ହେବ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri