Advertisement
Posted inଜାତୀୟ

ଦେଶରେ ୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୭୦,୮୩୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୧,୩୪,୭୧୦ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୫,୫୧୬ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୬୦୪କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଫଶିଥିବା ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିଆଁ ଲିଭାଇବା ସହିତ ବୁଲା ପ୍ରାଣୀଙ୍କୁ ଘଉଡ଼ାଇବ ଡ୍ରୋନ୍‌…

କାନପୁର,୭।୧୧: ଡ୍ରୋନ ଏବଂ ଅନ୍ୟାନ୍ୟ ମାନବବିହୀନ ବିମାନ (ୟୁଏଭି) ଏବେ କେବଳ ସର୍ଭେଲାନ୍ସ ଏବଂ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉ ନାହିଁ, ବରଂ ଏହା ସମାଜର...

ଭିଡିଓ ଦେଖି ଚାକିରି ଯାଚିଲେ ମହିନ୍ଦ୍ରା

ମୁମ୍ବାଇ,୨୮।୧୨: ଶିଳ୍ପପତି ଆନନ୍ଦ ମିହନ୍ଦ୍ରାଙ୍କୁ ହତବାକ୍‌ କରି ଦେଇଛନ୍ତି ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି। ହାତଗୋଡ଼ ନ ଥାଇ ମଧ୍ୟ ଉକ୍ତ ବ୍ୟକ୍ତି ମୋଡିଫାଏଡ୍‌ ଯାନ...

ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ଭୂମି ପୂଜନ ପ୍ରସ୍ତୁତିର କଲେ ସମୀକ୍ଷା

ଅଯୋଧ୍ୟା,୩।୮: ଅଯୋଧ୍ୟାରେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ପାଇଁ ରାମନଗରୀ ପୁରା ସଜେଇ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ ରଖିବା...

ବରଫ ଅତଡା ତଳେ ଫସିଥିବା ୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର

ଇଟାନଗର,୮।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ତଳେ ଫସିଯାଇଥିବା ୭ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଭାରତୀୟ ସେନା ପକ୍ଷରୁ...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି...

ସୋନାଲୀଙ୍କୁ ମୁଖାଗ୍ନୀ ଦେଲେ ଝିଅ ଯଶୋଧରା

ଚଣ୍ଡିଗଡ଼,୨୬।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ଶୁକ୍ରବାର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି। ହରିଆଣାର ହିସାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ...

Advertisement
Archives

Model This Week