Home

ମଣିଷ ଟିସୁର ପ୍ରିଣ୍ଟ ବାହାର କରିବ ‘ମିଟୋ ପ୍ଲସ୍‌’

ନୂଆଦିଲ୍ଲୀ: ଏଣିକି ମଣିଷ ଟିସୁର ପ୍ରିଣ୍ଟ୍‌ ଆଉଟ୍‌ ବାହାରିବ। ବାୟୋଇଙ୍କ୍‌ ବ୍ୟବହାର କରି ଏହି ପ୍ରିଣ୍ଟ ବାହାର କରାଯିବ। ତେବେ ଏ ନେଇ ଭାରତର ଷ୍ଟାର୍ଟଅପ୍‌ କମ୍ପାନୀ ମିଟୋ ପ୍ଲାସ ନାମରେ ଏକ ପ୍ରିଣ୍ଟର ମେଶିନ୍‌ ତିଆରି କରିଛି। ବର୍ତ୍ତମାନ ମିଟୋ…

‘ଲଭ୍‌ ଇନ୍‌ ଲଣ୍ଡନ୍‌’ରେ ସ୍ବପ୍ନା

ଢେଙ୍କାନାଳ ଅଫିସ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଡେଲିଂ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ରୁପେଲି ପରଦାରେ ଦେଖିବାକୁ ମିଳିବ। ଅପ୍‌କମିଂ ଓଡ଼ିଆ ସିନେମା ‘ଲଭ୍‌ ଇନ୍‌ ଲଣ୍ଡନ’ରେ ସେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ…

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ଅସ୍ଥାୟୀ ଭିଜା ଉପରେ ଆଉ ଏକ ଚାକିରି ଖୋଜିବା ପାଇଁ କମ…

କାନାଡ଼ାରେ ଅଘୋଷିତ ଚାଇନା ପୋଲିସ ଥାନା, ତଦନ୍ତ ଆରମ୍ଭ…

ଟରୋଣ୍ଟୋ,୨୩।୧୧ : କାନାଡାର ଟରୋଣ୍ଟୋରେ ଅଘୋଷିତ ଚାଇନା ପୋଲିସ ଷ୍ଟେଶନ ଚଳାଇବା ମାମଲା ସାମ୍ନାକୁ ଆସିଛି। କାନାଡାର ରୟାଲ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଆରସିଏମପି ଏକ ବିବୃତ୍ତିରେ କହିଛି ଯେ ଗ୍ରେଟର ଟରୋଣ୍ଟୋ ଏରିଆ…

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ ସମଲିଙ୍ଗୀଙ୍କ ସମର୍ଥନରେ ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିବା ନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ…

ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ଘଟାଇଲା ସୌଦୀ ଆରବ

ଲୁସେଲ (କାତାର), ୨୩।୧୧: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ଦିବସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ସୌଦୀ ଆରବ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨ ଥର ଚାମ୍ପିୟନ ତଥା ଟାଇଟଲ ଫେଭରାଇଟ ଆର୍ଜେଣ୍ଟିନାକୁ ପରାସ୍ତ କରି…

ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…

ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆଠ ଜଣ ସେନା କର୍ମଚାରୀ ମଧ୍ୟ ଅଛନ୍ତି। ୨୦୧୫ ମସିହାରୁ ଦୁନିଆର…

୩୦ ଦିନରେ ୮୫ ହଜାର ମେଟ୍ରିକ୍‌ ଟନ୍‌ ଗହମ ୟେମେନ ପଠାଇଛି ଭାରତ…

ଜେନେଭା,୨୩।୧୧ : ୟେମେନର ପରିସ୍ଥିତିକୁ ନେଇ ଭାରତ ସମେତ ମିଳିତ ଜାତିସଂଘ ଚିନ୍ତିତ। ଏଥି ସହିତ ଯୁଦ୍ଧ ପରେ ପରିସ୍ଥିତିକୁ ନେଇ ଜାତିସଂଘ ଏହାକୁ ବିଶ୍ୱର ସବୁଠାରୁ ଖରାପ ମାନବିକ ସଙ୍କଟ ବୋଲି କହିଛି। ଅନ୍ୟପକ୍ଷରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ…

ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଇଲା ପୋଲିସ

ନୂଆଦିଲ୍ଲୀ,୨୩।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ପୋଲିସ ହାଜତରେ ଥିବା ଆଫ୍‌ତାବ ପୁନାଓ୍ବାଲାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଇତିମଧ୍ୟରେ ଦିଲ୍ଲୀ ପୋଲିସ ପୂର୍ବରୁ ଦୁହେଁ ରହୁଥିବା ମେହରୁଲିସ୍ଥିତ ଭଡ଼ାଘର ବାଥ୍‌ରୁମ୍‌ରେ ରକ୍ତଦାଗ ସମେତ…

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ ଏକ ବୈଷୟିକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଭାରତ ସମେତ ୬୦ରୁ ଅଧିକ…

ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…

ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ତାଙ୍କୁ ବ୍ରିଟିଶ ସରକାରଙ୍କ ଘର ନିର୍ମାଣ ଯୋଜନା…

ବ୍ୟାଙ୍କ କର୍ମଚାରୀ ସଂଗଠନର ମହାଅଧିବେଶନ

ଭୁବନେଶ୍ୱର,୨୩।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର କ୍ଷେତ୍ର କର୍ମଚାରୀ ସଂଘ (ଏସ୍‌ବିଆଇଏସ୍‌ଏ,ଭୁବନେଶ୍ୱର ସର୍କଲ) ପକ୍ଷରୁ ନିକଟରେ ଏକ ବ୍ୟାଙ୍କ କର୍ମଚାରୀ ସଂଗଠନର ମହା ଅଧିବେଶନର ଆୟୋଜନ କରାଯାଇଥିଲା। ଓଡ଼ିଶା ରାଜ୍ୟ ବ୍ୟାଙ୍କ କର୍ମଚାରୀଙ୍କ ରାଷ୍ଟ୍ରୀୟ ସଂଘର ୭ମ ତ୍ରିବାର୍ଷିକ ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?