ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍ଙ୍କ ଭଉଣୀ
ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ…
ଆଚାର ପ୍ରସ୍ତୁତ କଲେ ମନ୍ତ୍ରୀ
ନୂଆଦିଲ୍ଲୀ,୨୪।୧୧: ଟିଭି ସିରିୟଲରେ ଦମ୍ଦାର ଅଭିନୟ ପରେ ରାଜନୀତିରେ ପାଦ ଥାପି କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଇରାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଯଦିଓ ସେ ବର୍ତ୍ତମାନ ରାଜନୀତିରେ ଅଧିକ ସକ୍ରିୟ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ…
ହୃଦୟ ଜିତିଲେ ଜାପାନ ପ୍ରଶଂସକ
କାତାର,୨୪।୧୧: ଫିଫା ବିଶ୍ୱକପ ୨୦୨୨ ଜାପାନ ଜର୍ମାନୀ ବିରୋଧରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ଜାପାନର ଖେଳାଳିମାନେ ନିଜ ଖେଳ ସହିତ ଜଲଓ୍ବା ଦେଖାଇଥିବାବେଳେ, ତା’ପରେ ଜାପାନୀ ପ୍ରଶଂସକମାନେ ଭଲ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ…
ଡିସେମ୍ବର ୧୫ରୁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ
କୋଲକାତା: ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଖୁବ୍ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମ ଫେଷ୍ଟିଭାଲ ହେବାକୁ ଯାଉଛି। ଏହି ଫେଷ୍ଟିଭାଲ ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ।…
ଅନୱର ଇବ୍ରାହିମ ହେଲେ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ
କ୍ୱାଲାଲାମ୍ପପୁର,୨୪।୧୧: ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅନୱର ଇବ୍ରାହିମ। ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ ନିଯୁକ୍ତି ସ୍ଥିର ହୋଇଥିଲା। ମାଲେସିଆର ସୁଲତାନ ଅବଦୁଲ୍ଲା ଅହମ୍ମଦ ଶାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ…
ଏମିତି ଦେଶ, ଯେଉଁଠି ଗୁପ୍ଚୁପ୍ ଖାଇବା ମନା
ଗୁପ୍ଚୁପ୍ ଏମିତି ଏକ ଖାଦ୍ୟ ଯାହାର ନାଁ ପ୍ରାୟ ସମସ୍ତେ ଜାଣିଛନ୍ତି। ଭାରତର ଲୋକମାନେ ଉତ୍ସାହର ସହିତ ଗୁପ୍ଚୁପ୍ ଖାଇଥାନ୍ତି। ଅନେକ ଲୋକ ଏକାଥରକେ ବହୁତ ଗୁପ୍ଚୁପ୍ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି,…
ହିଜାବ ଖୋଲି ଇନ୍ଷ୍ଟାରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଅଭିନେତ୍ରୀ
ତେହରାନ,୨୪।୧୧: ଜଣାଶୁଣା ଅଭିନେତ୍ରୀ ହେଙ୍ଗାମହ ଗାଜିଆନିଙ୍କୁ ଇରାନ ପୋଲିସ ଗିରଫ କରିଛି। ୫୨ ବର୍ଷୀୟା ଅଭିନେତ୍ରୀ ହେଙ୍ଗାମହ ହିଜାବ ହଟାଇ ନିଜର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହାସହ ଦେଶରେ ଚାଲିଥିବା ହିଜାବ ବିରୋଧକୁ ସମର୍ଥନ କରି ସେ…
କ୍ରିକେଟରେ ହିଟ୍, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…
ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ସେ କ୍ରିକେଟ ବ୍ୟତିତ ଆଉ କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଇଟି ହେଲା…
‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’
ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ।…
ପାକିସ୍ତାନର ନୂଆ ସେନାଧକ୍ଷ କଶ୍ମୀରର ପ୍ରତିଟି ଅଞ୍ଚଳକୁ ଭଲ ଭାବେ ଜାଣିଛନ୍ତି, ପୁଲଓ୍ବାମା ଷଡ଼ଯନ୍ତ୍ରରେ ଥିଲେ ସାମିଲ…
ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ କମର ଜାଭେଦ ବାଜୱାଙ୍କ ସ୍ଥାନରେ ଜେନେରାଲ ଅସିମ ମୁନିର ବର୍ତ୍ତମାନ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ନାମ ଘୋଷଣା କରିଛନ୍ତି।…
ବର୍ଷକ ପାଇଁ ନିଲମ୍ବିତ ହେଲେ ଏହି ଶ୍ରୀଲଙ୍କା କ୍ରିକେଟର
ନୂଆଦିଲ୍ଲୀ,୨୪।୧୧: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ(ଏସ୍ସିଏଲ୍)। ଟି୨୦ ବିଶ୍ୱକପ୍ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ…
ଖାଦ୍ୟ ସୁରକ୍ଷାରେ ଆହ୍ବାନ ସୃଷ୍ଟି କରିଛି କରୋନା-ବିବାଦ-ଜଳବାୟୁ ପରିବର୍ତ୍ତନ : ଜୟଶଙ୍କର…
ନୂଆଦିଲ୍ଲୀ,୨୪।୧୧ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଭାବେ କରୋନା, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ ଉପସ୍ଥାପନ କରିଛନ୍ତି। ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ର ପ୍ରି-ଲଞ୍ଚ କାର୍ଯ୍ୟକୁ ସମ୍ବୋଧିତ କରି…

