ନାଚୁ ନାଚୁ ଚାଲିଗଲା ଜୀବନ
ବାରାଣସୀ,୨୯।୧୧: ବର୍ତ୍ତମାନର ଖାଦ୍ୟପେୟ, ଜୀବନଶୈଳୀ ଓ ପରିବେଶ ଯୋଗୁ ବହୁଳ ଭାବେ ହୃଦ୍ଘାତ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। କାହାର ଜିମ୍ରେ ପ୍ରାଣ ଯାଉଛି ତ ଆଉ କାହାର ନାଚୁ ନାଚୁ ଚାଲିଯାଉଛି ଜୀବନ। କିଛି ଏଭଳି ଅଭାବନୀୟ ଘଟଣା…
କେବଳ ମା’ ବବିତାଙ୍କ ଡିମାଣ୍ଡ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ
ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…
ସୋସିଆଲ ମିଡ଼ିଆର ବିକାଶ ସହିତ ବଢୁଛି ମିଥ୍ୟା ଖବରର ପ୍ରସାରଣ : ଅନୁରାଗ ଠାକୁର…
ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି ଯେ ସୋସିଆଲ ମିଡିଆର ଦ୍ରୁତ ବିକାଶ ସହିତ ମିଥ୍ୟା ଖବରର ପ୍ରସାରଣ ମଧ୍ୟ ବୃଦ୍ଧି ପାଇଛି। ଏସିଆ-ପାସିଫିକ ବ୍ରଡକାଷ୍ଟିଂ ୟୁନିଅନ (ଏବିୟୁ) ସାଧାରଣ ସଭା ୨୦୨୨ରେ…
ବିବାହ ସମୟରେ ଲାପଟପ୍ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍ଏଚ୍’ ପ୍ରଭାବ
କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍ ହୋମ(ଡବ୍ଲ୍ୟୁଏଫ୍ଏଚ୍) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି କି ବିବାହ ଦିନ ବି ବର ଓ୍ବାର୍କ ଫ୍ରମ୍ ହୋମ କାମ କରୁଥିବା କଥା।…
ସରକାରୀ ବାବୁଙ୍କୁ ମମତାଙ୍କ ତାଗିଦ, କାମ ନ କରିପାରିଲେ ଚାକିରି ଛାଡିଦିଅ…
କୋଲକାତା,୨୯।୧୧ : ମଙ୍ଗଳବାର ଉତ୍ତର ୨୪ ପରଗଣାର ହିଙ୍ଗାଲଗଞ୍ଜ ଠାରେ ଏକ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧିତ ହୋଇ ସସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ। କ୍ରୋଧିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମକୁ ମଧ୍ୟଭାଗରେ ବନ୍ଦ କରି ପ୍ରାୟ…
ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…
ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ବିଲୟ କରାଯିବ। ଏଥିରେ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ…
ଶିଶୁ ଓ ଅପସ୍ମାର
ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ପ୍ରମୁଖ ରୋଗ ଯାହାକି ଜନ୍ମ ହେବା ପର ଶିଶୁଙ୍କଠାରୁ ଆରମ୍ଭକରି ବୟସ୍କ ଲୋକ ପର୍ଯ୍ୟନ୍ତ ସଭିଁଙ୍କଠାରେ ଦେଖାଯାଇଥାଏ। ଏହି ରୋଗ ଦେଖାଦେବା ମାତ୍ରେ ଅନେକେ ବିଭିନ୍ନ ଦେଶୀ ଚିକିତ୍ସାର ସାହାଯ୍ୟ ନେଇଥାନ୍ତି ଯାହାକି ରୋଗୀ…
ବାଥଟବ୍ରେ କିଆରାଙ୍କ ସହ ବିକ୍କିଙ୍କ ରୋମାନ୍ସ
ବମ୍ବେ: ସ୍ତ୍ରୀ ନୁହନ୍ତି, ବାଥ୍ଟବ୍ରେ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଅଭିନେତା ବିକ୍କି କୌଶଳ। ହେଲେ ସବୁକିଛି ତାଙ୍କର ଆଗାମୀ ଫିଲ୍ମ ‘ଗୋବିନ୍ଦା ନାମ ମେରା’ ଲାଗି। ଫିଲ୍ମରେ ଏହି ଅନ୍ସ୍କ୍ରିନ କପଲ୍ ବୋଲ୍ଡ ଦୃଶ୍ୟରେ ଅଭିନୟ…
ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…
ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ…
ସାଢେ ୩ ମିନିଟ୍ରେ ପାସ୍ତା ପ୍ରସ୍ତୁତ ନ ହେବାରୁ କମ୍ପାନୀକୁ କୋର୍ଟକୁ ଟାଣିନେଲେ ମହିଳା
ଫାଷ୍ଟଫୁଡ କମ୍ପାନୀଗୁଡିକ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ, କିନ୍ତୁ ସଠିକ୍ ସମୟରେ ଏହା ନ ହେଲେ, ଗ୍ରାହକମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ମାର୍କେଟିଂର ଏହି କୌଶଳ ବୋଧହୁଏ ଗ୍ରାହକଙ୍କୁ ପ୍ରଲୋଭିତ କରିବା…
ପାକିସ୍ତାନର ୧୭ତମ ସେନା ମୁଖ୍ୟ ହେଲେ ମୁନିର, ବାଜଓ୍ବା ହସ୍ତାନ୍ତର କଲେ ଦାୟିତ୍ୱ…
ରାୱଲପିଣ୍ଡି,୨୯।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟ ଭାବେ ଜେନେରାଲ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ କମର ଜାଭେଦ ବାଜୱା ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ବ୍ୟାଟନ ଅଫ କମାଣ୍ଡ ପ୍ରଦାନ କରିଛନ୍ତି। କମାଣ୍ଡର ପରିବର୍ତ୍ତନ ସହିତ…
ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…
ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି। ମହିଳାଜଣଙ୍କ ଗ୍ରାହକ ସାଜି ଆସି ବେଶ…

