ସ୍ପେନ୍କୁ ସ୍ବର୍ଣ୍ଣ, କଲମ୍ବିଆ ରୌପ୍ୟ
ଭୁବନେଶ୍ୱର, ୩୧।୧୦ ,(କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ସ୍ପେନ୍ ଏଥର ମଧ୍ୟ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପୂରା…
କୋକେନ୍ ସେବନ କରୁଥିଲେ ଆକ୍ରମ
କରାଚି,୩୧ା୧୦: ପାକିସ୍ତାନୀ କିମ୍ବଦନ୍ତୀ ପେସ୍ ବୋଲର ଓ୍ବାସିମ୍ ଆକ୍ରମ କୋକେନ୍ ସେବନ କରୁଥିବା ସ୍ବୀକାର କରିଛନ୍ତି। ନିଶା ସେବନ ନେଇ ଆକ୍ରମ ନିଜ ଆତ୍ମଜୀବନୀ ‘ସୁଲ୍ତାନ-ଏ ମେମୋଏର’ରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ସେ…
ରାଜ୍ୟସ୍ତରୀୟ ପାରା ସନ୍ତରଣ ଉଦ୍ଯାପିତ
ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ୨ ଦିନିଆ ରାଜ୍ୟସ୍ତରୀୟ ପାରା ସୁଇମିଂ ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଛି। ପାରା ସ୍ପୋଟର୍ସ ଆସୋସିଏଶନ ଅଫ୍ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ରାଜ୍ୟ…
ଧାମନଗର ଉପନିର୍ବାଚନ:ଆଜି ଭର୍ଚୁଆଲ ମୋଡ୍ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଭଦ୍ରକ ଜିଲାର ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭର୍ଚୁଆଲ ମୋଡ୍ରେ ପ୍ରଚାର କରିବେ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯାଇଛି। ଧୂଷୁରୀ, ଅସୁରାଳି, ଧାମନଗର, ତିହିଡ଼ି…
ଓଜୋଦୀପ୍, ଜେସିକାଙ୍କୁ ସିଙ୍ଗଲ୍ସ ଟାଇଟଲ
ଭୁବନେଶ୍ୱର,୩୧ା୧୦,(ସ୍ପୋଟର୍ସ ବ୍ୟୁରୋ) : କଟକସ୍ଥିତ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ୧୩ ବର୍ଷରୁ କମ୍ ରାଜ୍ୟସ୍ତରୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ଉଦ୍ଯାପିତ ହୋଇଯାଇଛି। ରାଜ୍ୟ ଆସୋସିଏଶନ ଓ ବ୍ୟାଡ୍ମିଣ୍ଟନ ଡେଭେଲପମେଣ୍ଟ କମିଟିର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଖେଳାଯାଇଛି। ଓଡ଼ିଶାର ବିଭିନ୍ନ…
ସ୍ପେନ୍ଠାରୁ ହାରିଲା ଭାରତ
ଭୁବନେଶ୍ୱର, ୩୧।୧୦,(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ୍ରେ ଭାରତ ୨-୩ ଗୋଲରେ ସ୍ପେନ୍ଠାରୁ ହାରିଯାଇଛି। ପୂରା ମ୍ୟାଚ୍ରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲା। ମାତ୍ର ସ୍ପେନ୍ ଶେଷରେ ବାଜି ମାରିଥିଲା। ଭାରତ ଏହାର…
ଏକତା ହିଁ ବଳ
ଏକତାହିଁ ସବୁଠାରୁ ବଳ। ଏହା ଦେଶ ସମ୍ମୁଖରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସଫଳ ସମାଧାନର ପଥ ଉନ୍ମୁକ୍ତ କରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୩୧ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ପ୍ରଥମେ ଏହା ୨୦୧୪ ମସିହାରେ…
ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍ ‘ଷ୍ଟ୍ରେସ୍’
ନ୍ୟୁୟର୍କ: କୋଭିଡ୍ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ମାନସିକ ଚାପ ବୃଦ୍ଧି ଘଟିଥିବା ପିଟର୍ସବର୍ଗ ୟୁନିଭର୍ସିଟି ପକ୍ଷରୁ…
ବନ୍ଧନ ବ୍ୟାଙ୍କର ୨ୟ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୩୧।୧୦: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ୟାଙ୍କ୍ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୯.୫%…
ଜିଓର ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ସେବା
ନୂଆଦିଲ୍ଲୀ,୩୧।୧୦: ଦେଶର ପ୍ରମୁଖ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ଏକ ଅତ୍ୟାଧୁନିକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ଆମ୍ବୁଲାନ୍ସରେ ଅନେକ ବୈଶିଷ୍ଟ୍ୟ ରହିଛି। ଏପରିକି ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀ ସମ୍ପର୍କିତ…
ଆଜିଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାରଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହେଉଛି। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଲୋକସେବା ଭବନରେ ସୋମବାର ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ସମ୍ମାନିତ ଅତିଥି ଭାବ ମୁଖ୍ୟ…
ଜୁପିଟର ଡିଗ୍ରୀ କଲେଜର ସଫଳତା
ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶିତ +୩ ପରୀକ୍ଷା ଫଳର ମେଧା ତାଲିକାରେ କଲେଜର ଛାତ୍ରୀଛାତ୍ରୀ ପ୍ରଥମ…
Archives


