ଝୁଲାପୋଲ ଦୁର୍ଘଟଣା: ଭାଜପା ଏମ୍ପିଙ୍କ ପରିବାରର ୧୨ ମୃତ
ଅହମ୍ମଦାବାଦ୍,୩୧।୧୦:ଗୁଜରାଟର ମୋର୍ବିରେ ଝୁଲାପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଜକୋଟ ଭାଜପା ଏମ୍ପି ମୋହନ ଭାଇ କୁଣ୍ଡାରିଆଙ୍କ ପରିବାର ସଦସ୍ୟ ମଧ୍ୟ ଅଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ତାଙ୍କ ପରିବାରର ୧୨ ଜଣ ପ୍ରାଣ ହରାଇଛନ୍ତି।…
ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତାରେ ପ୍ରଶାସନ
କଟକ ଅଫିସ,୩୧ା୧୦: ଗୁଜରାଟ ଟ୍ରାଜେଡି ପରେ ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ସୋମବାର ଧବଳେଶ୍ୱର ଝୁଲା ପୋଲରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ କମ୍ କରି ଦିଆଯାଇଥିବା ବେଳେ ମଙ୍ଗଳବାର ଏହି ଝୁଲା ପୋଲ…
ଚାଇନାର ଆଇଫୋନ୍ ସିଟିରେ କରୋନା ବେକାବୁ, ଲକ୍ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…
ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ ପକ୍ଷରୁ ଲକ୍ଡାଉନ ଘୋଷଣା କରାଯାଇଛି। ଦେଶର ବୃହତ୍ତମ ଆଇଫୋନ କାରଖାନା ଭାବରେ ଜଣାଶୁଣାରେ ଲୋକଙ୍କ…
୨ ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର,୩୧।୧୦: ଦକ୍ଷିଣ କଶ୍ମୀରର ଶୋପିଆନ ଜିଲାର କଲାର ଅଞ୍ଚଳରୁ ଦୁଇଜଣ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛି। ସୂଚନାକୁ ଭିତ୍ତି କରି ସେନା ଏବଂ ସିଆରପିଏଫ୍ ସହିତ ମିଳିତ ଟିମ୍ ଆତଙ୍କବାଦୀଙ୍କୁ…
ଜୟପୁରକୁ ଉଡ଼ିଲା ବିମାନ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାର ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓୱାନ ବିମାନ। ଏହି ବିମାନରେ ୯ଟି…
ରୁଷିଆ ସୈନ୍ୟବାହିନୀରେ ଏଚଆଇଭି-ହେପାଟାଇଟିସ ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି…
ମସ୍କୋ,୩୧।୧୦ : ୟୁକ୍ରେନ ଯୁଦ୍ଧରେ ରୁଷିଆ ଏବେ ନିଜର ସୈନ୍ୟବାହିନୀରେ ଏଚଆଇଭି ଏବଂ ହେପାଟାଇଟିସ -ସି ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି ଦେବାରେ ଲାଗିଛି। ପ୍ରକାଶ ଯେ, ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ବ୍ୟକ୍ତିଗତ ସେନା ୱେଗ୍ନର୍ ଗ୍ରୁପ ୟୁକ୍ରେନ ଯୁଦ୍ଧକୁ ପଠାଇବାକୁ ଏଭଳି…
ବିଗିଡିଲା ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା
ମୁମ୍ବାଇ,୩୧।୧୦: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ସପ୍ତାହରେ ସେ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ଯ୍ୟକ୍ରମରେ…
ପଟ୍ଟାମୁଣ୍ଡାଇ ବାଇପାସ୍ଠାରୁ ମଦନପୁର ରାସ୍ତା ମରଣଯନ୍ତା
ପଟ୍ଟାମୁଣ୍ଡାଇ, ୩୧ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ଓ ରାଜନଗରର ଲାଇଫ ଲାଇନ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବାଇପାସଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତା…
ମୌଳିକ ସୁବିଧା ପାଇଁ ବାଧକ ହେଉଛି ସେତୁ
କେନ୍ଦ୍ରାପଡ଼ା ଅଫିସ, ୩୧ା୧୦: କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡା ବ୍ଲକ ବତିଘର ପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତ୍ସିଂହପୁର ଜିଲାର ପାରାଦୀପ ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପ୍ରାଚୁର୍ଯ୍ୟ ରହିଥିବା ବେଳେ…
ଉଦ୍ଧବଙ୍କୁ ପୁଣି ଝଟ୍କା: ସିଏଜି କରିବେ ବିଏମ୍ସିର ୨ ବର୍ଷ କାର୍ଯ୍ୟର ତଦନ୍ତ, ନିର୍ଦ୍ଦେଶ ଦେଲେ ଶିନ୍ଦେ…
ମୁମ୍ବାଇ,୩୧।୧୦ : ନିର୍ବାଚନ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ସିଏଜିଙ୍କ ମାଧ୍ୟମରେ ବିଏମ୍ସିର ୨ ବର୍ଷ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ଭାଇରସ ମହାମାରୀ…
ଜିଲାରେ କାଞ୍ଜିଆହୁଦା ପରିକଳ୍ପନା ଦିଗହରା
ଜଗତସିଂହପୁର ଅଫିସ,୩୧ା୧୦: ମାସେ କି ବର୍ଷେ ନୁହେଁ, କେଉଁ ଆବହମାନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ…
୩ ବର୍ଷ ପରେ ଭାରତ ଆସୁଛନ୍ତି ପ୍ରିୟଙ୍କା
ବଲିଉଡ୍ ପରେ ଏବେ ହଲିଉଡ୍ରେ ରାଜ୍ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ସ୍ବାମୀ ନିକ୍ ଜୋନାସଙ୍କ ସହ ଲସ ଆଞ୍ଜେଲସରେ ରହୁଛନ୍ତି। ସେ ଦୀର୍ଘ ୩ ବର୍ଷ ପରେ ଝିଅ ମାଳତୀ ମେରିଙ୍କ ସହ ଭାରତ ଆସୁଛନ୍ତି। ଏଥିପାଇଁ…
Archives


