Home

ଚଳିତ ସପ୍ତାହରେ ରିଲିଜ ହେବ ୨୩ ଫିଲ୍ମ…

ମୁମ୍ବାଇ : ଅକ୍ଟୋବରର ଶେଷ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ୍‌ କରିବାକୁ ସକ୍ଷମ ହୋଇ ନାହିଁ। ଦର୍ଶକମାନେ ଫିଲ୍ମର କାହାଣୀ ଏବଂ ଷ୍ଟାର କାଷ୍ଟଙ୍କ ଅଭିନୟକୁ ପସନ୍ଦ କରି ନହାନ୍ତି। ଗତ ସପ୍ତାହରେରିଲିଜ ହୋଇଥିବା ଅଜୟ ଦେବଗନଙ୍କ…

ତୁଟୁନି ଏସ୍‌ଏଚ୍‌ଜି ମହିଳା ଟଙ୍କା ବାଣ୍ଟିବା ରାଜନୀତି

ଭୁବନେଶ୍ବର,୩୧ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଉପନିର୍ବାଚନରେ ବିପୁଳ ଟଙ୍କା କାରବାର ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଏସ୍‌ଏଚ୍‌ଜି ମହିଳାମାନଙ୍କ ଜରିଆରେ ବିଜେଡି ଟଙ୍କା କାରବାର କରୁଥିବା ନେଇ ଭାଜପା ଲଗାତର ଭାବେ ଅଭିଯୋଗ କରି…

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ ଦଳ ଅଧିକ ଅସୁବିଧାରେ ପଡ଼ିବ ନାହିଁ କାରଣ ଦଳ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତି…

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ପୁରୁଷ ଡବଲ ଜିତିଛନ୍ତି। ଏହା ହେଉଛି ଉଭୟଙ୍କର ଏକାଦଶ ଟାଇଟଲ। ଏକପାଖିଆ ମ୍ୟାଚ…

ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମ୍ୟାଚ୍‌ : ଖୋଲିବ ସେମିଫାଇନାଲ ଖେଳିବାର ରାସ୍ତା…

ବ୍ରିସବେନ୍‌,୩୧।୧୦ : ଟି-୨୦ ବିଶ୍ୱକପ ୨୦୨୨ ରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଦଳ ସୋମବାର ମୁହାଁମୁହିଁ ହେବେ। ଏହି ମ୍ୟାଚ ବ୍ରିସବେନରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧:୩୦ରେ ଆରମ୍ଭ ହେବ। ଉଭୟ ଦଳ ପାଇଁ ଏହା ଏକ…

ରାସ୍ତା ମଝିରେ ଗର୍ଭବତୀ ୨ ଘଣ୍ଟା ଛଟପଟ

କାଳିଆପାଣି,୩୧ା୧୦(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଟ୍ରକଗୁଡ଼ିକ ବେଆଇନ ଧାଡ଼ି ଲଗାଇବା ଯୋଗୁ ଏକ ଆମ୍ବୁଲାନ୍ସ ରବିବାର ସକାଳ ୮ରୁ ପୂର୍ବାହ୍ନ ୧୦ଟା ଯାଏ ଫସି ରହିଥିଲା। କାଳିଆପାଣି ଥାନା ପୋଲିସକୁ ଟ୍ରାଫିକ ଜାମ୍‌ ହଟାଇବା ପାଇଁ…

ରାଗିକି ନିଆଁବାଣ ହେଲେ କୋହଲି

ପର୍ଥ,୩୧।୧୦: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ସେପଟେ ବିରାଟ କୋହଲିଙ୍କ ହୋଟେଲ ରୁମର ଏକ ଭିଡିଓ ଲିକ ହୋଇଛି। ଭିଡିଓ ଲିକ୍‌ ହେବା ପରେ କୋହଲି ରାଗିକି ନିଆଁବାଣ ହୋଇପଡିଛନ୍ତି।…

ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବାବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ବିଶେଷକରି ଏନ୍‌ପିଏସ୍‌ ବର୍ଗର ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକମାନଙ୍କୁ ଏଥିରୁ ବଞ୍ଚତ୍ତ କରିଛନ୍ତି, ଯାହାକୁ ନେଇ ପ୍ରାଥମିକ ଶିକ୍ଷକମାନେ ଅସନ୍ତୋଷ ଜାହିର…

ସେମିଫାଇନାଲରେ ପାକିସ୍ତାନ ପାଇଁ ସୁଯୋଗ ଅଛି କି ?, ଏସବୁ ତିନି ସମୀକରଣ ଗୁରୁତ୍ୱପୂର୍ଣ୍ଣ……

ମେଲବୋର୍ନ,୩୧।୧୦ : ଟି -୨୦ ବିଶ୍ୱକପ ୨୦୨୨ ରେ ଦକ୍ଷିଣ ଆଫ୍ରିକା ରବିବାର ଟିମ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଫଳାଫଳ ପାକିସ୍ତାନ ଦଳ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଛି। ଭାରତର ପରାଜୟ ପାକିସ୍ତାନ ଦଳକୁ…

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟରୁ ସୋମବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୧୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା…

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ପର୍ଥ,୩୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇପାରିଛନ୍ତି। ଏହି ମ୍ୟାଚ ସମେତ ରୋହିତ…

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri