ବିବାହ କଲେ ଦୁଇ ସୁନ୍ଦରୀ
ବୁଏନୋସ ଆଇରେସ,୩।୧୧: ମିସ ଆର୍ଜେଣ୍ଟିନା ମାରିଆନା ଭାରେଲା ଏବଂ ମିସ ପୁଏର୍ଟୋ ରିକୋ ଫାବିଓଲା ଭାଲେଣ୍ଟାଇନ ନିଜ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଦୁହେଁ ଦଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ଏବେ ସେମାନଙ୍କ ସମ୍ପର୍କକୁ ଏକ…
ଲାଲ କିଲ୍ଲା ଆକ୍ରମଣ ଦୋଷୀ ଆଶଫାକଙ୍କ ମୃତ୍ୟୁଦଣ୍ଡ ସୁପ୍ରିମ୍ କୋର୍ଟରେ କାଏମ…
ନୂଆଦିଲ୍ଲୀ,୩।୧୧ : ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ଆଶଫାକ ଆରିଫଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏଥିରୁ ମୁକ୍ତି ଦେବାକୁ ଶୀର୍ଷକୋଟର୍’ମନା କରି ଦେଇଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଆଶଫାକଙ୍କ ମୃତ୍ୟୁଦଣ୍ଡକୁ…
ଗୁଜରାଟରେ ୪ ହଜାରଙ୍କ ମଧ୍ୟରୁ ୧୮୨ ପ୍ରାର୍ଥୀ ଚୟନ କରିବ ଭାଜପା, ଚୟନ ପାଇଁ ୩ ସୁତ୍ରୀ ନିୟମ…
ଅହମଦାବାଦ,୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ରାଜ୍ୟରେ ଭାଜପା ରାଜ୍ୟରେ ସକ୍ରିୟ ହୋଇପଡିଛି। ଦଳର ଗୁରୁତ୍ୱପୂର୍ଣ୍ଣ ୩ ଦିନିଆ ବୈଠକ ଗୁଜୁରାଟ ମୁଖ୍ୟାଳୟରେ ଆରମ୍ଭ ହୋଇଛି । ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ତାଙ୍କ ବ୍ୟତୀତ…
ଚେତାବନୀ ଦେଲେ ବାଇଡେନ
ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେରିକାର ଗଣତନ୍ତ୍ର…
କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା
ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ଏହି ବୈଷୟିକ ତ୍ରୁଟି ହେତୁ ଲୋକମାନେ ସେମାନଙ୍କର ପୋଷ୍ଟ ଏବଂ…
ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ଆମେରିକା ନଜର…
ଓ୍ବାଶିଂଟନ,୩।୧୧ : କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରି…
ବଜାରରେ ମିଳୁଛି ପ୍ରିଣ୍ଟେଡ୍ ସିଙ୍ଗଡ଼ା, କୋଡ୍ ଓ୍ବାର୍ଡ ଜାଣିଲେ…
ସିଙ୍ଗଡ଼ାର ନାଁ କାହାକୁ ବା ଅଜଣା। ଅନେକ ସହର ଅଛି, ଯାହାକି କେବଳ ସିଙ୍ଗଡ଼ା ପାଇଁ ପ୍ରସିଦ୍ଧ। ପୂର୍ବରୁ ସିଙ୍ଗଡ଼ାରେ କେବଳ ଆଳୁ-ମଟର ପୂର ଭାବେ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟରେ ଏହାର ପୂର ମଧ୍ୟ ବଦଳି ଯାଇଛି। ଆଜିକାଲି,…
ଧାମନଗରରେ ଚାଲିଛି ମତଦାନ
ଭଦ୍ରକ ଅଫିସ/ଧାମନଗର,୨।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମତଦାତାମାନେ ଧାଡ଼ିରେ ଆସି ପରିଚୟପତ୍ର ଦେଖାଇ…
ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…
କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି କିନ୍ତୁ ବେଜିଂ ପ୍ରତି କଲମ୍ବୋର ବିଶ୍ୱସ୍ତତା ହ୍ରାସ ପାଉନାହିଁ।…
ଶତ୍ରୁ ସହ ମିତ୍ରତା
ଦୁନିଆର ସବୁଠାରୁ ଭୟାନକ ପ୍ରାଣୀମାନଙ୍କ ବିଷୟରେ ଯଦି କହିବା ତେବେ ନିଶ୍ଚିତ ଭାବରେ କୁମ୍ଭୀର ଏହି ତାଲିକାରେ ସ୍ଥାନ ପାଇବ। କିନ୍ତୁ ବେଳେବେଳେ ଏହି ଭୟଙ୍କର ପ୍ରାଣୀ ନିରୀହ ପ୍ରାଣୀଙ୍କ ସହ ମିତ୍ରତା କରିଥାଏ। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ…
ଗୋଆରେ ରାମରାଜ୍ୟ, ୫ ବର୍ଷରେ ଶୂନ ଦୁର୍ନୀତି ମାମଲା…
ପଣଜୀ,୩।୧୧ : ଗୋଆ ସିବିଆଇ ସମ୍ମୁଖରେ ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି। ରାଜ୍ୟ ଏବେ ରାମରାଜ୍ୟରେ ପରିଣତ ହୋଇଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଶୂନ ଦୁର୍ନୀତି ମାମଲା ପଞ୍ଜିକୃତ ହୋଇଛି। ବାସ୍ତବରେ, ଚାରି ରୁ ପାଞ୍ଚଜଣ ଅଧିକାରୀଙ୍କ…
ସ୍କୁଲ କ୍ରୀଡ଼ାରେ ଭିତ୍ତିଭୂମି ବାଧକ
କ୍ରୀଡ଼ା ଜରିଆରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିତ୍ୱ ବିକାଶ କରିବା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ସରକାର ସବୁବେଳେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ଉତ୍କର୍ଷ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଭାରତରେ ଓଡ଼ିଶା ଏକ ବୃହତ୍ କ୍ରୀଡ଼ା ହବ୍…
Archives


