Home

ଲମ୍ୟାନ ପିଜି୩ର ସ୍ବତନ୍ତ୍ର ଗାର୍ମେଣ୍ଟ ଷ୍ଟୋର ଉଦ୍‌ଘାଟିତ

କଟକ,୨୬।୯: କେୱାଲ କିରନ କ୍ଲଥିଂ ଲିମିଟେଡ (କେକେସିଏଲ)ର ସ୍ବତନ୍ତ୍ର ବ୍ରାଣ୍ଡ ‘ଲମ୍ୟାନ ପିଜି୩ ଏବଂ ଇଣ୍ଟିଗ୍ରିଟି’ର ୫ମ ଏକ୍ସକ୍ଳୁସିଭ ଷ୍ଟୋର ସ୍ଥାନୀୟ ବଜ୍ରକବାଟୀ ରୋଡ୍‌ସ୍ଥିତ କ୍ରିଷ୍ଣା ଆକ୍ରେଡଠାରେ ଉଦ୍‌ଘାଟିତ ହୋଇଯାଇଛି। କେକେସିଏଲ୍‌ର ନ୍ୟାଶନାଲ ସେଲ୍‌ସ ମ୍ୟାନେଜର ହିମାଂଶୁ ପନ୍ଥ ମୁଖ୍ୟ ଅତିଥି…

ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ।…

ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ୍‌ ତ୍ରିପାଠୀ ପୁଣିଥରେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅସୀତ ଏବଂ ପୂର୍ବତନ…

ପଞ୍ଜାବ ଅଚଳାବସ୍ଥା ଦୂର ହେଲା

ନୂଆଦିଲ୍ଲୀ,୨୬।୯: ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ୨୭ ତାରିଖରେ ତୃତୀୟ ଅଧିବେଶନ ଡାକିବା ଲାଗି ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ ଏଏପି ସରକାରଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ…

ସରକାର ପରିବର୍ତ୍ତନ ପାଇଁ ଏକାଠି ହୁଅ: ପାଓ୍ବାର

ଫତେହାବାଦ (ହରିୟାଣା), ୨୬।୯ (ପି.ଟି.): ୨୦୨୪ରେ ସରକାର ବଦଳାଇବାକୁ ହେଲେ ସବୁ ବିରୋଧୀ ଦଳ ଏକାଠି କାମ କରିବା ସମୟ ଆସିଛି ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର କହିଛନ୍ତି। ହରିୟାଣାର ଫତେହାବାଦରେ ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି)…

ପରୀକ୍ଷା ପାଇଁ ଖାତା ନିଅଣ୍ଟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ସୋମବାରଠାରୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କିନ୍ତୁ ଏବେ କଲେଜୁଗଡ଼ିକରେ ଉତ୍ତର ଖାତାର ଅଭାବ ଦେଖାଯାଇଛି। ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଏନେଇ ସବୁ…

ମହସାଙ୍କ ସମର୍ଥନରେ ମଡେଲ

ତେହରାନ, ୨୬ା୯: ଇରାନରେ ମହସା ଆମିନିଙ୍କୁ ନ୍ୟାୟ ଦାବି ଏବଂ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବାବେଳେ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି ଇରାନୀୟ ସୁପରମଡେଲ ମହଲ୍‌ଗା ଜାବେରୀ। ହିଜାବ ନ ପିନ୍ଧିବାରୁ ଇରାନର ଧର୍ମୀୟ ବ୍ୟାପାର ପୋଲିସ ୨୨ ବର୍ଷୀୟା…

ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ, ୨୬ା୯: ନୂଆ ପ୍ରଧାନମନ୍ତ୍ରୀ ପାଇଁ ୟୁରୋପୀୟ ଦେଶ ଇଟାଲୀରେ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣପନ୍ଥୀ ନେତ୍ରୀ ତଥା ବ୍ରଦର୍ସ ଅଫ୍‌ ଇଟାଲୀ(ଏଫ୍‌ଡିଆଇ) ପାର୍ଟିର ଜିଓର୍ଜିଆ ମେଲୋନିଙ୍କ ବିଜୟ ହୋଇପାରେ ବୋଲି ବୁଥ୍‌ଫେରନ୍ତା ମତପ୍ରକାଶ ପାଇଛି।] ତେବେ ଜଣେ…

ଚିତା ସହ ସେଲ୍‌ଫି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ ଜନ୍ତୁମାନଙ୍କ ସାମ୍ନାରେ ପହଞ୍ଚିବା ପରେ ଫଟୋ ଏବଂ ଭିଡିଓ ନେବାକୁ ଚାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ…

୯୧ ପିଅନ ନିଯୁକ୍ତି ପାଇଁ ୨.୨୫ ଲକ୍ଷ ଆବେଦନ

ରାୟପୁର,୨୬।୯: ଛତିଶଗଡ଼ରେ ପିଅନ ନିଯୁକ୍ତି ପାଇଁ ରବିବାର ୬୫୭ ସେଣ୍ଟରରେ କରାଯାଇଥିବା ଲିଖିତ ପରୀକ୍ଷାରେ ଆଶାୟୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ୯୧ ପିଅନ ପଦ ପାଇଁ ୨.୨୫ ଲକ୍ଷ ପିଲା ଆବେଦନ କରିଥିବା ଜଣାପଡ଼ିଛି। ପଦ ପାଇଁ ପ୍ରକାଶ ପାଇଥିବା…

୧୫ କୋଟି ଠକିଥିବା ୨ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨୬।୯(ପି.ଟି.): ବିଭିନ୍ନ ରାଜ୍ୟକୁ କୋଭିଡ୍‌ ଟିକା ପରିବହନ କାମ ଠିକା ଦେବା ନାଁରେ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା…

୬ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା

ବେଙ୍ଗାଲୁରୁ,୨୬।୯: ବାୟୁସେନା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ ୨୭ ବର୍ଷୀୟ କ୍ୟାଡେଟ୍‌ଙ୍କ ମୃତଦେହ ଶନିବାର ଜଲାହଲ୍ଲିସ୍ଥିତ ଏୟାରଫୋର୍ସ ଟେକ୍‌ନିକାଲ କଲେଜ କ୍ୟାମ୍ପସ୍‌ରୁ ମିଳିଥିଲା। ଏହି ଘଟଣାରେ ବାୟୁସେନାର ୬ ଜଣ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ କହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri